Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାତ୍ୟା ‘ଫନି’ର ୧୨ ଦିନ ପରେ ବି ଅନ୍ଧାରରେ ବିତୁଛି ଜୀବନ
ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ୧୨ ଦିନ ବିତିଯାଇଛି । ବାତ୍ୟା ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ଏହାର ମରାମତି କରାଯାଇଛି । ଫଳରେ ଭୁବନେଶ୍ୱରର ଅଧିକାଂଶ ଲୋକଙ୍କୁ ବିଦ୍ୟୁତ…
ଫନି ସହାୟତା , ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ ଆଇପିଏସ୍ ଅଧିକାରୀ ସଂଘ ଦେଲେ ୧୦ ଲକ୍ଷ ଟଙ୍କା
ଭୁବନେଶ୍ୱର .- ଫନି ସହାୟତା ପାଇଁ ଓଡ଼ିଶା ଆଇପିଏସ୍ ଅଧିକାରୀମାନେ ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି । ମୋଟ୍ ୧୦ ଲକ୍ଷ ଟଙ୍କାରେ ଏକ ଚେକ୍କୁ ପୁଲିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ଏହି…
ଫନି ପ୍ରଭାବିତ ଅଞ୍ଚଳରେ ମୋବାଇଲ୍ ଉପଭୋକ୍ତା ଯେ କୌଣସି ନେଟଓ୍ୱାକ ବ୍ୟବହାର କରିପାରିବେ , ଦେବାକୁ ପଡିବନି କୌଣସି ଦେୟ
ଟେଲିଯୋଗାଯୋଗ
ଟେଲିଯୋଗାଯୋଗ କ୍ଷେତ୍ରରେ ବିଏସ୍ଏନ୍ଏଲ୍ର ୨ଟି ଜିଓର ୨ଟି, ଏୟାରଟେଲ୍ ଓ ଭୋଡାଫୋନର ଗୋଟିଏ ଲେଖାଏଁ ମାଷ୍ଟର ସୁଇଚିଂ ସେଣ୍ଟରକୁ ପୁନଃକାର୍ଯ୍ୟକ୍ଷମ କରାଯାଇପାରିଛି । ସେହିପରି ବିଏସ୍ଏନ୍ଏଲ୍ର ୭ଟି, ଏୟାରଟେଲ୍ର ୭ଟି ବେସ୍ ସୁଇଚିଂ ସେଣ୍ଟର ଡିଜି ସେଟ୍ ବିନିଯୋଗ…
ଫନି ବାତ୍ୟା ପରେ ଉଜୁଡି ଯାଇଛି ନଡିଆ ଓ ପାନ ଚାଷ, ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ
ଭୁବନେଶ୍ୱର .- ରାଜ୍ୟର ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାର ୮୮ଟି ବ୍ଲକ୍ରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମୁଦାୟ ୧,୫୨,୯୮୫ ହେକଫର ଚାଷଜମି ପ୍ରଭାବିତ ହୋଇଥିବାବେଳେ ସେଥିରୁ ୧,୨୧,୯୬୧ ହେକଫର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ଶସ୍ୟହାନି ଘଟିଛି । ସେଥି…
୧୨ ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡ , ୧୫ରେ ଗଳି କନ୍ଦିରେ ସ୍ୱାଭାବିକ ହେବ ବିଦ୍ୟୁତ ଯୋଗାଣ
ବିଦ୍ୟୁତ ସଂଯୋଗୀକରଣ ଭିତ୍ତିଭୂମିକୁ ସ୍ୱାଭାବିକ କରିବା ପାଇଁ ତ୍ୱରିତ ବେଗରେ କାର୍ଯ୍ୟ ଚାଲିଛି । ଭୁବନେଶ୍ୱର ସହରରେ ସେସୁ ଅଧୀନସ୍ଥ ତିନୋଟି ଡିଭିଜନର ୧୫୬ଟି ଫିଡର ମଧ୍ୟରୁ ଆଜି ସୁଦ୍ଧା ୬୫ଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ ହୋଇପାରିଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୦ ତାରିଖ…
ପୁରୀ, ଭୁବନେଶ୍ୱର କଟକରେ ସ୍ୱାଭାବିକ ହେଲା ପାନୀୟ ଜଳ ଯୋଗାଣ
ଭୁବନେଶ୍ୱର ..- ସହରାଞ୍ଚଳ ପାନୀୟ ଜଳଯୋଗାଣ .- ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳ ଜଳଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ବୈଷୟିକ ବିଶେଷଜ୍ଞ ଓ କୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାଇପ…
ବାତ୍ୟାର ୬ ଦିନପରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗରେ ସୁଧାର ଆସିଲା
ଭୁବନେଶ୍ୱର ..-ବାତ୍ୟା ଫନୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବା ପାଇଁ ମାନବସମ୍ବଳ, ମେସିନ୍ ଓ ଉପକରଣ ଇତ୍ୟାଦିର ଉପଯୁକ୍ତ ବିନିଯୋଗପୂର୍ବକ ରିଲିଫ୍ ଏବଂ…
ଭୁବନେଶ୍ୱରର ଅନେକ ସ୍ଥାନରେ ଆସିଲା ବିଦ୍ୟୁତ , ୧୨ ତାରିଖ ସୁଦ୍ଧା ସବୁ ସ୍ଥାନରେ ବିଦ୍ୟୁତ ସଂଯୋଗ ହେବ
ଭୁବନେଶ୍ୱର .- ରାଜଧାନୀ ଭୁବନେଶ୍ୱରର ଅନେକସ୍ଥାନରେ ବିଦ୍ୟୁତ ସଂଯୋଗ ଦିଆଯାଇଛି । ବିଦ୍ୟୁତ କର୍ମଚାରୀଙ୍କର ଅହରହ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ତେବେ ଚନ୍ଦ୍ର ଶେଖରପୁର -୧, ଶିଖରଚଣ୍ଡୀ, ନନ୍ଦନ ବିହାର, ଇନେଫୋସିଟି ସ ନ୍ୟୁ ଇଣ୍ଡଷ୍ଟ୍ରିଆଲ୍ ଏରିଆ, ଡୁମଡୁମା ହାଉସିଂ ବୋର୍ଡ,…
କେବଳ ଓଡିଶା ପ୍ରାର୍ଥୀଙ୍କ ପାଇଁ ଟାଟା ଷ୍ଟିଲ ପକ୍ଷରୁ କଳିଙ୍ଗନଗର ପାଇଁ ଟ୍ରେଡ୍ ଆପ୍ରେନ୍ଟିସ୍ ନିଯୁକ୍ତି ଅଭିଯାନ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଏହାର କଳିଙ୍ଗ ନଗର କାରଖାନା ପାଇଁ ସ୍ୱତନ୍ତ୍ର ଭାବେ ଓଡ଼ିଶା ରାଜ୍ୟରେ ବସବାସ କରୁଥିବା ପ୍ରାର୍ଥୀମାନଙ୍କ ଠାରୁ ଟ୍ରେଡ୍ ଆପ୍ରେନ୍ଟିସ୍ ଆବେଦନ ଆହ୍ୱାନ କରାଯାଇଛି।
ବର୍ତମାନର ନିଯୁକ୍ତିର ଦେଖାଶୁଣା କରୁଥିବା ଟାଟା ଷ୍ଟିଲ୍ର କାପାବିଲିଟି ଡେଭେଲପ୍ମେଂଟ୍…