Browsing Category

ଓଡିଶା

ଗୁଣ୍ଡିଚା ମନ୍ଦିରରେ ଗୁରୁବାରରେ ସନ୍ଧ୍ୟା୭ରୁ ଦର୍ଶନ ବନ୍ଦ, ଶୁକ୍ରବାରରେ ବାହୁଡା

ପୁରୀ .- ଗୁରୁବାରରେ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ । ଶୁକ୍ରବାରରେ ବାହୁଡା । ରାତି ୭ଟା ମଧ୍ୟରେ ସନ୍ଧ୍ୟା ଦର୍ଶନ ବନ୍ଦ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ରାତିରେ ବାହୁଡା ପାଇଁ କେତକ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରାଯିବ । ଗୁଣ୍ଡିଚାମନ୍ଦିରରୁ ରାତି ସାତଟା…

୧୪.୧୦ ପ୍ରତିଶତ ଅଧିକ, ରେଳ ପାଇଁ ଓଡ଼ିଶାକୁ ମିଳିଲା ୫୯୯୩ କୋଟି ଟଙ୍କା

ନୂଆଦିଲ୍ଲୀ . -ରେଳବାଇର ବିକାଶ ପାଇଁ ଚଳିତ ବର୍ଷ ଓଡିଶାରୁ ଗତ ଆର୍ଥିକ ବର୍ଷ ତୁଳନାରେ ଅଦିକ ୧୪.୧୦ ପ୍ରତିଶତ ଅର୍ଥ ବ୍ୟୟ ବରାଦ କରାଯାଇଛି। ଗତ ବର୍ଷ ଏହାର ପରିମାଣ ୫୨୫୨ କୋଟି ଟଙ୍କା ଥିଲା । ଚଳିତ ବର୍ଷ ଏହା ୫୯୯୩ କୋଟି ଟଙ୍କା । ପୂର୍ବ ତଟ ରେଳବାଇକୁ ୭୨୨୨ କୋଟି ଟଙ୍କାର ବ୍ୟୟ ବରାଦ…

କାହିଁକି ନନ୍ଦି ଘୋଷରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ଜଗ୍ଗଜନନୀ ମା' ମହାଲକ୍ଷ୍ମୀ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ରୁକ୍କୁଣୀ ବିବାହ ସମ୍ପନ୍ନ ହେବାର କିଛି ଦିନ ପରେ ମହାପ୍ରଭୁ ଜଗନ୍ନାଥ ଭାଇ ଓ ଭଉଣୀଙ୍କ ସହ ରଥଯାତ୍ରାରେ ଜନ୍ମ ଭୂମିରେ ବିରାଜ ମାନ କରିଛନ୍ତି । ବିବାହ ସରିଛି, ହେଲେ ବୈବାହିକ ଜୀବନ ଆରମ୍ଭ ହୋଇନାହିଁ . ସମସ୍ତ ବିଧି ମଧ୍ୟ…

କିଏ ଦିଅନ୍ତି ରଥ ଦକ୍ଷିଣ ମୋଡ ଆଦେଶ, କେଉଁ ରଥ ଆଗ ହୁଏ ଦକ୍ଷିଣ ମୋଡ !

ରଥ ଯାତ୍ରାରେ ଓଡିଆ ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ । ଏଥିରେ ଭାଇ ଭଉଣୀ ମଧ୍ୟରେ ଥିବା ସ୍ନେହ ମମତା, ପତ୍ନୀଙ୍କ ଅଭିମାନ , ପତି ପତ୍ନୀଙ୍କୁ ମନାଇବାର କୌଶଳ, ବନ୍ଧୁ ଘରକୁ ବୁଲିବାକୁ ଯିବା , ନିଜ ଜନ୍ମ ମାଟିକୁ ମନେ ରଖି ସେଠାରୁ ଯିବା ଜନ୍ମ ମାଟିର ମୋହା , ଭକ୍ତଙ୍କ ଗହଣକୁ ଭଗବାନ୍‌…

ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ

ଭୁବନେଶ୍ୱର: ଘର ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ର କଂପାନି ଉତ୍କଳ ଆଲୁମିନାର ସିଏସ୍ଆର୍ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଛି। ୬୮ ବର୍ଷୀୟା ଶ୍ରୀମଣୀ ମୁଦୁଲିଙ୍କୁ ପଚାରନ୍ତୁ। ସେ ହେଉଛନ୍ତି ଅଣ୍ଡିରାକାଂଚ ଗ୍ରାମର ଅନ୍ୟତମ ଉପେକ୍ଷୀତ…

ରଥର ଦକ୍ଷିଣ ମୋଡ

ହେରାପଞ୍ଚମୀରେ ଲକ୍ଷ୍ମୀ ରଥ ଭାଙ୍ଗିଛନ୍ତି . ଦେବୀ ସୁଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାରରେ ତିନି ରଥର ଦକ୍ଷିଣ ମୋଡ ନୀତି ସମ୍ପାଦିତ ହେବ . ତିନି ରଥ ନିକଟକୁ ଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ବିଜେ କରିବା ପରେ ରଥଗୁଡିକୁ ନାକଚଣା ଦ୍ବାର ସମ୍ମୂଖରେ ଲଗାଯିବ . ଏହି କ୍ରମରେ ବାହୁଡା…

ଚତୁର୍ଦ୍ଧା ମୂର୍ତ୍ତି ଚାରି ବେଦ, ବଳରାମ ଦାସଙ୍କ ଅନୁସାରେ ନୟନ ହିଁ ତ୍ରିମୂର୍ତ୍ତି

ଓଡ଼ିଆ ରାମାୟଣର ରଚୟିତା ବଳରାମ ଦାସ ତିନି ମୂର୍ତ୍ତିଙ୍କ ତତ୍ୱକୁ ଶରୀର ତତ୍ୱ ସହ ତୁଳାନା କରିଛନ୍ତି । ଡୋଳାଭିତରେ ଧଳା ଯେହୁଁ । ବଳଭଦ୍ର ଅଟେ ସେହୁ ॥ ତଥି ଉପରେ କଳା ଯେହୁଁ । ସୁଭଦ୍ରା ଅଟେ ସେହୁ ॥ ତହିଁରେ ପିତୁଳାଯେ ଜାଣ । ଶ୍ରୀ ଜଗନ୍ନାଥ ତାକୁ ଚିହ୍ନ ॥ ଶରୀର ନୟନରେ…

ଆଜି ହେରା ପଞ୍ଚମୀ , ଜଗନ୍ନାଥଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ମହାପ୍ରଭୂ ବଡଦେଉଳ ଛାଡି ଘୋଷଯାତ୍ରା କରିଛନ୍ତି . ବିରହ ବେଦନାରେ ମା ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ଚିନ୍ତାରେ . ପତିଙ୍କ ବିରହ ବିଧୁରା ଲକ୍ଷ୍ମୀ ସାଆନ୍ତାଣିଙ୍କ ବିରହ ବେଦନା ଅସହ୍ୟ . ଏହି ବେଦନାକୁ ଭଉଣୀ ବିମଳାଙ୍କ ପାଖରେ ପ୍ରକାଶ କରିଛନ୍ତି ଲକ୍ଷ୍ମୀ ଠାକୁରାଣି . ଏହାର ପ୍ରତିକାର ପାଇଁ ମା…

ରବିବାର ରାତିରେ ବନକଲାଗି ନିତୀ, ରାତି ୯ଟାରୁ ବନ୍ଦ ହେବ ଆଡପ ମଣ୍ଡପ ଦର୍ଶନ

ପୁରୀ . - ଆଡପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରବିବାରରେ ହେରା ପଞ୍ଚମୀ ପୂର୍ବ ଦିନ ହୋଇଥିବାରୁ ରାତିରେ ବନକ ଲାଗି ନିତୀ ଅନୁଷ୍ଠିତ ହେବ । ଏଥିପାଇଁ ରାତି ୯ଟାରୁ ଦର୍ଶନ ବନ୍ଦ ରଖା ଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।…

ଆଡପ ଅଭଡା

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୂଙ୍କ ପାଖରେ ଭୋଗ ଲାଗିଛି ଅନ୍ନପ୍ରସାଦ । ଆଉ ଭକ୍ତମାନେ ପ୍ରସାଦ ରୂପେ ଖାଇବାକୁ ପାଇଛନ୍ତି ସେମାନଙ୍କ ପ୍ରିୟ ଆଡପ ଅଭଡା । କୁହାଯାଏ ଆଡପ ମଂଡପରେ ମହାପ୍ରଭୂଙ୍କୁ ଦର୍ଶନ କରି ଆଡପ ଅଭଡା ଖାଇଲେ ଶହେ ଜନ୍ମର ପାପ କ୍ଷୟ ହୁଏ । ତେଣୁ କାହିଁ କେତେ ଦୂରରୁ ଆସିଥିବା…