Browsing Category

ଓଡିଶା

ସଟ ଡାଉନ୍‌ ସମୟରେ ଏହି ସବୁ ସେବା ଜାରି ରହିବ

ଭୁବନେଶ୍ୱର - ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଥିବା ୧୧ଟି ଜିଲ୍ଲାରେ ଚଳିତମାସର ପ୍ରତି ଶନିବାର ଓ ରବିବାର ସଟ୍‍ଡାଉନ୍‍ କରିବା ଲାଗି ସରକାରଙ୍କ ନିଷ୍ଠତ୍ତି ଆଜିଠାରୁ ଲାଗୁ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ନୟାଗଡ, ଜଗତ୍‍ସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର,…

ବଙ୍ଗୋପ ସାଗରରେ ଲଘୁଚାପ – ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର - ଜୁନ୍‌ ୮ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାଷ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୯ତାରିଖରୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରଜ ପୂର୍ବରୁ…

ସ୍ନାନଯାତ୍ରା ଶେଷ-ଶ୍ରୀମନ୍ଦିରରେ ପଟି ଦିଅଁଙ୍କର ପୂଜା ଆରମ୍ଭ

ପୁରୀ - ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନଯାତ୍ରା ଓ ହାତୀବେଶ ଅନୁଷ୍ଠିତ ହୋଇଯାଇଛି । ପରେ ଚତୁର୍ଦ୍ଧାମୂର୍ତ୍ତଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ବାହୁଡା ପହଣ୍ଡିରେ ଅଣସର ଘରକୁ ନେଇଛନ୍ତି । ଅଣସରଘରେ ପ୍ରବେଶ ପୂର୍ବରୁ…

ସମସ୍ତ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର…

ଭୁବନେଶ୍ୱର - ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟର ନାମଲେଖା ପ୍ରକ୍ରିୟା ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା, ବ୍ଲକ, ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଦ୍ୱାରା ଜାରି…

ସଟ୍‍ଡାଉନ୍‍ ନିୟମକୁ ଚାଲେଞ୍ଜ- ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

କଟକ - ରାଜ୍ୟ ସରକାର ୨୦୨୦, ଜୁନ୍‍ ୧ ତାରିଖରେ ଜାରି କରିଥିବା ନୂଆ ନିୟମାବଳୀରେ ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍‍ଡାଉନ୍‍ ସଂର୍ପକିତ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ‘କ୍ଲାପ୍‍’ ସଭାପତି ଡକ୍ଟର ବିକାଶ ଦାସଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ…

କରୋନା ମହାମାରୀ ଲଢେଇ- ଜୀବନ ସୁରକ୍ଷା ନେଇ ଆମକୁ ପ୍ରାଥମିକତା ଦେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ…

ଭୁବନେଶ୍ୱର - କରୋନା ମହାମାରୀ ଲଢ଼େଇରେ ଜୀବନ ଓ ଜୀବିକା ଉଭୟେ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଲୋକେ ସୁସ୍ଥ ରହିଲେ ଜୀବିକା ମଧ୍ୟ ଆଗକୁ ବଢ଼ିବ । ତେବେ ଲୋକମାନଙ୍କର ଜୀବିକା ପାଇଁ ଲକ୍‍ଡାଉନ କଟକଣା କୋହଳ ହୋଇଥିବା ବେଳେ ଜୀବନ…

କୁକୁଡ଼ା ମାଂସ ଏବଂ ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି

ଭୁବନେଶ୍ୱର - କୁକୁଡ଼ା ମାଂସ ଏବଂ ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚିବ ରଘୁବୀର ପ୍ରସାଦ କହିଛନ୍ତି, ପ୍ରଚାରିତ ହେଉଥିବା ଏ ସମ୍ପର୍କୀତ ନକାରାତ୍ମକ ଖବରର କୌଣସି ସତ୍ୟତା ନାହିଁ । ନିକଟରେ ସାମାଜିକ…

ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ

ପୁରୀ - କରୋନା କଟକଣା ଯୋଗୁଁ ଶହ ଶହ ବର୍ଷର ରେକର୍ଡ ଭଙ୍ଗ କରି ବିନାଭକ୍ତରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଉତ୍ସବ ପାଳିତ ହେଉଛି । ପୂର୍ବ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁଯାୟୀ ଗତକାଲି ରାତି ପ୍ରାୟ ଗୋଟାଏରୁ ଧାଡ଼ି ପହଣ୍ଡିରେ ଆରମ୍ଭ କରି…

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଶୁକ୍ରବାରେ ଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କର ସ୍ନାନ ମଣ୍ଡପରେ ସ୍ନାନ…

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଶୁକ୍ରବାରେ ଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କର ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମେଘନାଦ ପାଚେରୀକୁ ଲାଗିଥିବା ଏବଂ ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା…

ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ୍‍. ଅଧିକାରୀ ଭାବେ ଡକ୍ଟର ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମ୍‍ଗାର୍ଡ୍‍ ଅତିରିକ୍ତ…

ଭୁବନେଶ୍ୱର  - ଡକ୍ଟର ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମ୍‍ଗାର୍ଡ୍‍ ଅତିରିକ୍ତ ଡି.ଜି. ଭାବେ ନିଯୁକ୍ତ ହୋଇଛନ୍ତି । ଗୃହ ବିଭାଗ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ  ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ୍‍. ଅଧିକାରୀ ଭାବେ ପରିଚିତ ଡକ୍ଟର ମିଶ୍ର…