ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ୍‍. ଅଧିକାରୀ ଭାବେ ଡକ୍ଟର ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମ୍‍ଗାର୍ଡ୍‍ ଅତିରିକ୍ତ ଡି.ଜି. ଭାବେ ନିଯୁକ୍ତ

0 563

ଭୁବନେଶ୍ୱର  – ଡକ୍ଟର ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମ୍‍ଗାର୍ଡ୍‍ ଅତିରିକ୍ତ ଡି.ଜି. ଭାବେ ନିଯୁକ୍ତ ହୋଇଛନ୍ତି । ଗୃହ ବିଭାଗ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ  ବିଜ୍ଞପ୍ତି ପ୍ରକାଶ ପାଇଛି ।

 

ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ୍‍. ଅଧିକାରୀ ଭାବେ ପରିଚିତ ଡକ୍ଟର ମିଶ୍ର ତେଲେଙ୍ଗାନା କ୍ୟାଡର ଆଇ.ପି.ଏସ୍‍. ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଓଡ଼ିଶାକୁ ଡେପୁଟେସନରେ ଆସିବା ପରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply