Browsing Category

ଖବର

ସରକାରୀ ଚାକିରି ପାଇଁ ଆବେଦନକାରୀ ଜାତି କିମ୍ବା ଆବାସିକ ପ୍ରମାଣପତ୍ର ଦାଖଲ କରିବା ଏଣିକି ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର - ସରକାରୀ ଚାକିରି ପାଇଁ ଆବେଦନକାରୀ ଜାତି କିମ୍ବା ଆବାସିକ ପ୍ରମାଣପତ୍ର ଦାଖଲ କରିବା ଏଣିକି ବାଧ୍ୟତାମୂଳକ ନୁହେଁ । ଏଥିପାଇଁ ଆବେଦନକାରୀ ନିଜ ତରଫରୁ ଏକ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ । ତେବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଜାତି ତଥା ଆବାସିକ ପ୍ରମାଣପତ୍ର…

ଭୁନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ୍‍ କାଉନ୍‍ସିଲ୍‍ ବୈଠକ ଅନୁଷ୍ଠିତ ହେବ

ଭୁବନେଶ୍ୱର - ଆସନ୍ତା ୩୧ ତାରିଖ ଦିନ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ୍‍ କାଉନ୍‍ସିଲ୍‍ ବୈଠକ ଅନୁଷ୍ଠିତ ହେବ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ…

ରାଜ୍ୟରେ ଏନ୍‍ଡିଆର୍‍ଏଫ୍‍ ପଏଣ୍ଟ ପ୍ରତିଷ୍ଠା ହେବ

ଭୁବନେଶ୍ୱର - ରାଜ୍ୟରେ ଏନ୍‍ଡିଆର୍‍ଏଫ୍‍ ପଏଣ୍ଟ ପ୍ରତିଷ୍ଠା ହେବ ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଏନ୍‍ଡିଆର୍‍ଏଫ୍‍ ଡିଜି ଏସ୍‍.ଏନ୍‍. ପ୍ରଧାନ ଭେଟିବା ଅବସରରେ ଏହି ପ୍ରସ୍ତାବ ଦିଆଯାଇଛି । ଏନ୍‍ଡିଆର୍‍ଏଫ୍‍ର କାର୍ଯ୍ୟପନ୍ଥା ନେଇ ମୁଖ୍ୟମନ୍ତ୍ରୀ ଏବଂ…

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା - କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ କୁମ୍ଭୀରମାନଙ୍କ ସଂଖ୍ୟା ୧ହଜାର ୭୪୨ଥିବାବେଳେ ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇ ୧ହଜାର୭୫୭ ହୋଇଛି ବୋଲି ଡି.ଏଫ.ଓ ବିକାଶ ରଞ୍ଜନ ଦାସ ଆଜି ଏହି…

ପେନସନ୍‌ରେ ଇପିଏଫ୍‌ଓ ଦେବାକୁ ଯାଉଛି ଏହି ସୁବିଧା, ୬.୩ ଲକ୍ଷ କର୍ମଚାରୀଙ୍କୁ ହେବ ସୁବିଧା

ନୂଆଦିଲ୍ଲୀ ୨୮।୧୨ - ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ କର୍ମଚାରୀଙ୍କୁମାନଙ୍କର ପେନସନ୍‌ ଯୋଜନା ଅନ୍ତର୍ଗତରେ ଆଂଶିକ ଭାବେ ବା କମ୍ୟୁଟେସନ୍‌ର ସୁବିଧା ଦେବା ପାଇଁ ଯାଉଛି । ୨୦୨୦ ଜାନୁଆରୀ ତାରିଖରୁ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ । ଏଥିରେ ୬.୩ ଲକ୍ଷ…

ବଲାଙ୍ଗିରରେ ଏଲ୍‍.ପି.ଜି. ବଟଲିଂ ପ୍ଲାଣ୍ଟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

ବଲାଙ୍ଗୀର -- ବଲାଙ୍ଗିର ଜିଲ୍ଲାର ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲ୍‍ପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବା ପରେ ତାଙ୍କ…

ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା

କଟକ -- ଓଡ଼ିଶା ରାଜ୍ୟ ଆଇନ୍‍ସେବା ପ୍ରାଧିକରଣ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି କିମ୍ବା ତାଙ୍କର ଆଇନ୍‍ଗତ ଅଧିକାରୀ ଏହି କେନ୍ଦ୍ରରର ଦ୍ୱାରସ୍ଥ ହୋଇପାରିବେ । ମଧ୍ୟସ୍ଥଙ୍କ ଜରିଆରେ ଏହି…

ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର -- ଲିଙ୍ଗରାଜ ମନ୍ଦିରର ପ୍ରବେଶପଥକୁ ଅଧିକ ଆକର୍ଷଣୀୟ, ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ମନ୍ଦିର ପାଶ୍ୱର୍ରେ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରାଯିବ । ଗତକାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି…

ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚୀତ ଜାତି ଓ ଉପଜାତି ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଉ…

ନୂଆଦିଲ୍ଲୀ --- ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚୀତ ଜାତି ଓ ଉପଜାତି ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଉ ୧୦ ବର୍ଷ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍‍ ଗତକାଲି ସଂସଦର ଅନୁମୋଦନ ଲାଭ କରିଛି । ବିଲ୍‍ ଅନୁଯାୟୀ ଏହି ସଂରକ୍ଷଣ ବ୍ୟବସ୍ଥା…

ବକେୟା ବିଲ୍‌ ନଦେଲେ କଟିବ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର -- ରାଜ୍ୟରେ ବିଜୁଳି ବିଲ୍‍ ବକେୟା ରଖିଥିବା ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ରହିଛି । ସଠିକ୍‍ ସମୟରେ ସେହି ଉପଭୋକ୍ତାମାନେ ବିଦ୍ୟୁତ ବିଲ୍‍ ପୈଠ କରିନାହାନ୍ତି । ଏହି ବକେୟା ବିଲ୍‍ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ଆସନ୍ତା ଜାନୁୟାରୀ ମାସ ୧୫ତାରିଖ ଯାଏଁ ସମୟ ଦିଆଯାଇଛି । ଏହା…