Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରରୁ ଆରମ୍ଭ
ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରରୁ ଆରମ୍ଭ ହେବ । ଏଥିସହ ଓପନ୍ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ୨୨ ହଜାର ୬୪୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ୧୨ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ଓପନ୍ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା…
ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଅଜିତ୍ ଦାସ୍ଙ୍କ ବିୟୋଗରେ ଶୋକ
ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ଅଜିତ୍ ଦାସଙ୍କର ଆଜି ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ର…
ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ
ନୂଆଦିଲ୍ଲୀ - ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆସନ୍ତାକାଲି ସୋମବାର ଠାରୁ ଆରମ୍ଭ ହେବ । କୋ ଭିଡ ନାଇଣ୍ଟିନ ମହାମାରୀକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହିଭଳି ଦୁଇଟି ସିଫ୍ଟରେ ଏହି ଅଧିବେଶନ ବସିବ । ତେବେ ପ୍ରଥମ ଦିନ ବ୍ୟତୀତ…
କରୋନା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ପୂର୍ବଭଳି ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ…
କଟକ - କରୋନା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ପୂର୍ବଭଳି ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରାଯିବା ସହ ଆଇନ୍ଜୀବୀମାନେ ସେମାନଙ୍କ ଘରୁ…
ରାଜ୍ୟର ୧୪ ଜଣ ପୁଲିସ ଅଧିକାରୀ ପାଇବେ ପୁଲିସ ପଦକ
ଭୁବନେଶ୍ୱର -କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ପୁଲିସ ପଦକ ତାଲିକାରେ ରାଜ୍ୟର ୧୪ଜଣ ପୁଲିସ ଅଧିକାରୀ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ବିଶିଷ୍ଟ ସେବା ପାଇଁ ୨ ପୁଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଭିଜିଲାନ୍ସ ଡିଏସ୍ପି…
କରୋନା ପରବର୍ତ୍ତୀ ଥଇଥାନ ପାଇଁ କଟକ ଜିଲ୍ଲାରେ ପଞ୍ଚଜନ୍ୟ ଯୋଜନା ଆରମ୍ଭ କରାଯିବ
କଟକ -ପଞ୍ଚଜନ୍ୟ ଯୋଜନା କରୋନା ପରବର୍ତ୍ତୀ ଥଇଥାନ ପାଇଁ କଟକ ଜିଲ୍ଲାରେ ପଞ୍ଚଜନ୍ୟ ଯୋଜନା ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ଯୋଜନାରେ ପ୍ରତି ବ୍ଲକ ଓ ସହରାଞ୍ଚଳରୁ ଅଗ୍ରାଧିକାର ଭିତ୍ତିରେ ୫ଟି ଲେଖାଏଁ ପ୍ରକଳ୍ପ ଚିହ୍ନଟ…
ପୁଲିସ ଅଧିକାରୀ ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିବାରୁ ଡାକ୍ତରମାନେ ଏହି ଘଟଣାର ପ୍ରତିବାଦ କରିଛନ୍ତି
ପୁରୀ- ପୁରୀ ସଦର ହସ୍ପିଟାଲ ଭିତରେ ପଶି ଗତକାଲି ଜଣେ ପୁଲିସ ଅଧିକାରୀ ଜନୈକ ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିବାରୁ ଡାକ୍ତରମାନେ ଏହି ଘଟଣାର ପ୍ରତିବାଦ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସଦର ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ଠିଆହୋଇ ଡାକ୍ତରମାନେ ରଥଟଣା ଦେଖୁଥିବା ସମୟରେ ଜଣେ ପୁଲିସ…
ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ ପାଳିତ
କେନ୍ଦ୍ରାପଡା - ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ ଚାଲୁ ରହିଛି । ଶ୍ରୀଜୀଉଙ୍କ ସ୍ନାନମଣ୍ଡପକୁ ରଥରୂପେ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଜଗମୋହନକୁ ଗୁଣ୍ଡିଚା ମନ୍ଦିରକୁ ବ୍ୟବହାର କରାଯିବ ବୋଲି…
ପୁରୀରେ କର୍ଫ୍ୟୁ କୋହଳ
ପୁରୀ ୨୩-୦୬ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଜିଲ୍ଲାରେ ଲାଗୁ ହୋଇଥିବା କର୍ଫ୍ୟୁକୁ ପ୍ରଶାସନ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟା ୭ଟାରୁ ପୁରୀ ଜିଲ୍ଳାରେ କର୍ଫ୍ୟୁ କୋହଳ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।…
ପାରମ୍ପରିକ ବିଧିରେ ବିନା ଭକ୍ତରେ ରଥଯାତ୍ରା ସମ୍ପାଦିତ
ରୀ - ପାରମ୍ପରିକ ବିଧିବିଧାନ ଅନୁପାଳନ କରି ଶେଷରେ ପୁରୀ ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ଚଳିତବର୍ଷ କରୋନା କଟକଣା ମଧ୍ୟରେ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ…