Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ଏ ପର୍ଯ୍ୟନ୍ତ ୬ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ସମେତ ୨୦ଟି ପଦକ…
ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭିନ୍ନକ୍ଷମ ପାୱାର୍ ଲିପ୍ଟିଂ ବିଭାଗରେ ସୁଧୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ବିଭାଗ ହେବିୱେଟ୍ ଫାଇନାଲ୍ରେ ଗତକାଲି ରାତିରେ ୨୧୨ କେ.ଜି. ପାୱାର୍ ଲିପ୍ଟିଂ କରିଥିଲେ । ସେ ଭାରତ ପାଇଁ ଭିନ୍ନକ୍ଷମ ପାୱାର୍ ଲିପ୍ଟିଂ ବିଭାଗରେ ପ୍ରଥମ ସ୍ୱର୍ଣ୍ଣପଦକ!-->…
ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍ ଟ୍ୟାଙ୍କ୍-ବିଧ୍ୱଂସି ଗାଇଡେଡ୍ କ୍ଷେପଣାସ୍ତ୍ର ATGସଫଳ ପରୀକ୍ଷଣ
ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍ ଟ୍ୟାଙ୍କ୍-ବିଧ୍ୱଂସି ଗାଇଡେଡ୍ କ୍ଷେପଣାସ୍ତ୍ର ATGକୁ ଗତକାଲି ଅହମ୍ମଦା ନଗର ସଶସ୍ତ୍ର ବାହିନୀ କେନ୍ଦ୍ର ସମର୍ଥନରେ ଭାରତୀୟ ସେନାବାହିନୀର କେ.କେ. ରେଞ୍ଜ୍ ଏବଂ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂଗଠନ ପକ୍ଷରୁ ମୁଖ୍ୟ ଯୁଦ୍ଧବାହି ଟ୍ୟାଙ୍କ୍!-->…
ଫେଲ୍ ମାରିଲା ଚୀନ୍ ରକେଟ୍- ଭାରତ ମହାସାଗରରେ ଖସି ପଡିଲା
ଚୀନର ଏକ ରକେଟ୍ ଭାରତ ମହାସାଗରରେ ଖସିପଡ଼ିଛିଥିବା ବିଷୟରେ ବେଜିଂ କିଛି ସୂଚନା ଦେଇନାହଁ । ନାସା ପକ୍ଷରୁ କୁହାଯାଇଛି ଏହି ରକେଟର ଲକ୍ଷ୍ୟସ୍ଥଳୀ କ’ଣ ଥିଲା ଏବଂ ଏହାର ଭଙ୍ଗାରୁଜା ଅଂଶଗୁଡ଼ିକ କେଉଠାରେ ପଡ଼ିଛି ସେ ବିଷୟରେ ବେଜିଂ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ଆମେରିକା ମହାକାଶ!-->…
ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ
ଏକ ପାଦ ଅଗ୍ରସର
ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ ଏକ ପାଦ ଅଗ୍ରସର ହୋଇଛି । ଗତ ଶନିବାର ଦିନ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ମୋଙ୍ଗଲା ବନ୍ଦର ମଧ୍ୟରେ ଏକ ମାଲ୍ବାହୀ ଜାହାଜର ସାନି ପରୀକ୍ଷାମୂଳକ ଚଳାଚଳ କରାଯାଇଛି । ଆମର ଢାକା ସମ୍ବାଦଦାତା କହିଛନ୍ତି ଚଟଗ୍ରାମ ଓ ମୋଙ୍ଗଲା!-->…
ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି ଟାକ୍ସଫୋର୍ସ ଗଠନ କଲେ କେନ୍ଦ୍ର ସରକାର
ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଟାକ୍ସଫୋର୍ସ ଗଠନ କରିଛନ୍ତି । ସଂକ୍ରମିତ ଲୋକମାନଙ୍କୁ ଟିକାକରଣ ପାଇଁ ଉପାୟ ଏବଂ ରୋଗ ପରୀକ୍ଷା କେନ୍ଦ୍ର ସଂପ୍ରସାରଣ ଦିଗରେ ସରକାରଙ୍କୁ ଏହି ଟାକ୍ସଫୋର୍ସ ମାର୍ଗଦର୍ଶନ କରିବ । କ୍ୟାବିନେଟ୍ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ!-->…
ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ
ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ…
ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ ପାଇଛି । ଆମେରିକା ବାଣିଜ୍ୟ ବିଭାଗ ପକ୍ଷରୁ ଏହା କୁହାଯାଇଛି । କ୍ରମାନ୍ୱୟରେ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତିନି ମାସ ସମୟ ପାଇଁ ଜି.ଡି.ପି. ହାରରେ ଏଭଳି!-->…
୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି
ସରକାର କହିଛନ୍ତି, ୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଯେତେବେଳେ କୌଣସି ଭାରତୀୟ ଶ୍ରମିକଙ୍କର ବିଦେଶ ମାଟିରେ ମୃତ୍ୟୁ ଘଟିଥାଏ,!-->…
ସରକାର କ୍ୟାଣ୍ଟନମେଣ୍ଟ୍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି
ସରକାର କ୍ୟାଣ୍ଟନମେଣ୍ଟ୍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି । ସେ କହିଛନ୍ତି, ବିଲ୍ର ଚିଠା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ କ୍ୟାଣ୍ଟନ୍ମେଣ୍ଟ ବୋର୍ଡ଼ଗୁଡ଼ିକ ପାଇଁ!-->…
ଭିନ୍ନ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନପାଇଁ ୩୫୮ଟି କମ୍ପାନୀକୁ ୫୮୪ଟି ଉଦ୍ୟୋଗ ଲାଇସେନ୍ସ ପ୍ରଦାନ
ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନପାଇଁ ୩୫୮ଟି କମ୍ପାନୀକୁ ୫୮୪ଟି ଉଦ୍ୟୋଗ ଲାଇସେନ୍ସ ପ୍ରଦାନ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନପାଇଁ ୩୫୮ଟି କମ୍ପାନୀକୁ ୫୮୪ଟି ଉଦ୍ୟୋଗ ଲାଇସେନ୍ସ ପ୍ରଦାନ କରାଯାଇଛି ।
୨୦୦୧ ମସିହା ମେ ମାସଠାରୁ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରକୁ ଶତକଡ଼ା!-->!-->!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତ୍ର ଗାନ୍ଧିନଗରଠାରେ ଭାରତର
ପ୍ରଥମ ଆନ୍ତର୍ଜାତିକ ବୁଲିୟନ୍ ଏକ୍ସଚେଞ୍ଜ୍ର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତ୍ର ଗାନ୍ଧିନଗରଠାରେ ଭାରତର ପ୍ରଥମ ଆନ୍ତର୍ଜାତିକ ବୁଲିୟନ୍ ଏକ୍ସଚେଞ୍ଜ୍ର ଶୁଭାରମ୍ଭ କରିଛନ୍ତି । ଗୁଜୁରାତ୍ ଇଣ୍ଟରନ୍ୟାସନାଲ୍ ଫାଇନାନ୍ସ ଟେକ୍ ସିଟିଠାରେ ଏହାକୁ ସ୍ଥାପନ କରାଯାଇଥିଲା । ସେ ମଧ୍ୟ NSE IFSC-SGX C ଶୁଭାରମ୍ଭକରିଛନ୍ତି ଓ!-->…