Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଓଡ଼ିଶାରେ ମମତା ବାନାର୍ଜୀ
ପୁରୀ ୨୭।୦୨।୨୦୨୦ - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର କରିଛନ୍ତି । ୩ ଦିନ ଧରି ସେ ପୁରୀରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି ।
ତାଙ୍କ ନିରାପତ୍ତା ଲାଗି କଡ଼ା ପୁଲିସ୍ ବ୍ୟବସ୍ଥା…
ଭାରତ ଆମେରିକା- ୨୧୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ
ନୂଆଦିଲ୍ଲୀ ୨୬।୦୨।୨୦୨୦୦ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ଭାରତଗସ୍ତର ଆଜି ଦ୍ୱିତୀୟ ଦିନରେ ଦୁଇ ଦେଶ ମଧ୍ୟରେ ଏକ ନୂତନ ସମ୍ପର୍କର ଅୟମାରମ୍ଭ ଘଟିଛି। ଦିଲ୍ଲୀ ସ୍ଥିତ ହାଇଦରାବାଦ ହାଉସରେ ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ…
ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପାଇଁ ପାଇବେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର
ନୂଆଦିଲ୍ଲୀ -- ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ତଥା ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପାଇଁ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ।
୪୦ରୁ ଊଦ୍ଧ୍ୱର୍ ପୁସ୍ତକ ରଚନା କରିଥିବା ପ୍ରଫେସର ପଟ୍ଟନାୟକଙ୍କ ଏହି ଶ୍ରେଷ୍ଠ ହିନ୍ଦୀଗଳ୍ପ ପୁସ୍ତକରେ ୨୫ଟି…
ମୋଟେରା ଷ୍ଟାଡିୟମରେ ଟ୍ରମ୍ପ ଦେଖନ୍ତୁ ଫୋଟ
Addressing #NamasteTrump with my friend @realdonaldtrump. Join live! https://t.co/yzeG58lS8S
— Narendra Modi (@narendramodi) February 24, 2020
ଭୁବନେଶ୍ୱର ଏମସ୍ରେ ଓଡ଼ିଆ ବଦଳରେ ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ
ଭୁବନେଶ୍ୱର -- ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ଏମସ୍ରେ ହିନ୍ଦୀ ଭାଷାର ପ୍ରଚଳନ ନେଇ ନିର୍ଦ୍ଦେଶନାମା ଜାରି କରାଯିବା ପ୍ରସଙ୍ଗକୁ ଉଭୟ ବିଜେଡ଼ି ଏବଂ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି ।
ଏ ସମ୍ପର୍କରେ ଆଜି ବିଜେଡ଼ି ସାଂସଦ ଓ ବିଧାୟକମାନଙ୍କ ଏକ ପ୍ରତିନିଧି…
ଓଡ଼ିଆ କ୍ରିକେଟର୍ ପ୍ରଜ୍ଞାନ ଓଝା କ୍ରିକେଟର୍ ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କଲେ
ଭୁବନେଶ୍ୱର ୨୨.୦୨.୨୦୨୦ - କ୍ରିକେଟର୍ ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଆ କ୍ରିକେଟର୍
ପ୍ରଜ୍ଞାନ ଓଝା। ଏନେଇ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍କୁ ଚିଠି ଲେଖିବା ସହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶ୍ରୀ ଓଝା।
ଭାରତୀୟ କ୍ରିକେଟ୍ ଦଳ ତରଫରୁ ସେ ମୋଟ ୧୮ଟି…
ବଜେଟ୍ ହାଲଓ୍ୱା ସେରିମନିକୁ ନେଇ ଏପରି ବୟାନ ଦେଲେ ଓବେସୀ
ହାଇଦ୍ରାବାଦ - କେନ୍ଦ୍ର ବଜେଟ୍ ଛପା ପୂର୍ବରୁ ହାଲଓ୍ୱା ସେରିମନି ହୋଇଥାଏ । ଏଥିରେ ବଡ କଡେଇରେ ହାଲଓ୍ୱା ପ୍ରସ୍ତୁତ କରାଯାଇଥାଏ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଏଥି ସହ ସାମିଲ ଥିବା ସମସ୍ତ ଅଧିକାରୀ ଉପସ୍ଥିତ ଥାଆନ୍ତି ।
ଚଳିତ ବର୍ଷ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ବଜେଟ୍…
ହାଲଓ୍ୱା ସେରିମନି ସହ ଆରମ୍ଭ ହୋଇଛି ୨୦୨୦ ବଜେଟ୍ ଛପା
ନୂଆଦିଲ୍ଲୀ - ଦେଶର ବଜେଟ ମୁଦ୍ରଣ ବା ଛପା ପୂର୍ବରୁ ପରମ୍ପରା ଅନୁସାରେ ହାଲଓ୍ୱା ସେରିମନି କରାଯାଇଥାଏ । କୌଣସି ଶୁଭ କାର୍ଯ୍ୟରେ ମିଠା ଖାଇବାର ଭାରତୀୟ ପରମ୍ପରା ଥିବାରୁ ପ୍ରଥମେ ମିଠା ବା ହାଲଓ୍ୱା ପ୍ରସ୍ତୁତ କରାଯାଇଥାଏ । ଏକ ବଡ କଡେଇର ହାଲଓ୍ୱା ପ୍ରସ୍ତୁତ କରାଯାଏ ।ଏହାକୁ କେନ୍ଦ୍ର…
ଭୁନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ୍ କାଉନ୍ସିଲ୍ ବୈଠକ ଅନୁଷ୍ଠିତ ହେବ
ଭୁବନେଶ୍ୱର - ଆସନ୍ତା ୩୧ ତାରିଖ ଦିନ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ୍ କାଉନ୍ସିଲ୍ ବୈଠକ ଅନୁଷ୍ଠିତ ହେବ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ…
ଗରିବଙ୍କ ଗୁରୁତର ରୋଗ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଓ୍ୱାନ ଟାଇମ୍ ଦେବେ ୧୫ ଲକ୍ଷ ଟଙ୍କା ସହାୟତା
ନୂଆଦିଲ୍ଲୀ - ରେୟାର ଡିଜିଜ୍ ବା ଗୁରୁତର ରୋଗ ପାଇଁ କେନ୍ଦ୍ର ସରକାର ଗରିବ ଲୋକଙ୍କ ଚିକିତ୍ସା ପାଇଁ ୧୫ ଲକ୍ଷ ଟଙ୍କା ସାହାଯ୍ୟ ଦେବେ । ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନାରେ ଏକ କାଳୀନ ଏହି ସାହାଯ୍ୟ କରାଯିବ ।
ଏହି ବିଧେୟକ ର ନ୍ୟାସନାଲ ପଲିସି ବା ଜାତୀୟ ନୀତିକୁ ପ୍ରସ୍ତୁ କରାଯାଇଛି ।…