Browsing Category

ଦେଶ-ବିଦେଶ

ଦେଶର ୯୩ ପ୍ରତିଶତ ଲୋକ ଏହି ଜରୁରୀ ପରିସ୍ଥିତିରେ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ ମୋଦୀ ସରକାରଙ୍କ ପଦକ୍ଷେପକୁ କରୁଛନ୍ତି…

ନୂଆଦିଲ୍ଲୀ - ଏବେ ଦେଶରେ କରୋନା ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଏପ୍ରିଲ ୨୩ ତାରିଖ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା ୭୦୦ ପାଖାପାଖି । ଏହି ଜରୁରୀ ପରିସ୍ଥିତିରେ ମୋଦୀ ସରକାର ଯେପରି କରୋନା ନିୟନ୍ତ୍ରଣ ପାଇଁ ଜୁରୁରୀକାଳିନ…

ସରକାରୀ କର୍ମଚାରୀଙ୍କୁ ଭାରି ପଡିବ ଲକ୍‌ଡାଉନ୍‌, କେନ୍ଦ୍ର ସରକାର ଏମିତି ଭରି ପାରନ୍ତି ଅର୍ଥ କୋଷ

ନୂଆଦିଲ୍ଲୀ - କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଅର୍ଥ ବ୍ୟବସ୍ଥା ଉପରେ ଏହାର ଖରାପ ପ୍ରଭାବ ପଡିଛି । ସରକାର ଖର୍ଚ୍ଚ କାଟ କରିବାପାଇଁ କର୍ମଚାରୀଙ୍କର କିଛି ଦରମା ପିଏମ୍‌ କେୟାରସ୍‌ ଫଣ୍ଡରେ ଜମା କରିବେ । ୨୦୨୦ ଜାନୁଆରୀରୁ ମିଳିବା ପାଇଁ…

ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଟ୍ରେନ ସେବା ବାତିଲ

ନୂଆଦିଲ୍ଲୀ ୧୫.୦୪- ଦେଶବ୍ୟାପି ଜାରି ଲକଡାଉନ୍‍ ସମୟସମୀମା ବଢ଼ାଇ ଦିଆଯାଇଥିବାରୁ ଭାରତୀୟ ରେଳବାଇ ତାହାର ସମସ୍ତ ପାସେଞ୍ଜର ଟ୍ରେନ୍‍ ସେବାକୁ ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରିଛି । ସବୁ ଟିକେଟ୍‍ କାଉଣ୍ଟର ଓ ୟୁଟିଏସ୍‍ ଏବଂ ପିଆର୍‍ଏସ୍‍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି…

ଜାଣନ୍ତୁ ଏହି ଭାଇରାଲ୍‌ କଥା କେତେ ସତ କେତେ ମିଛ – ଲକ୍‌ଡାଉନ୍‌ ସମୟରେ ପ୍ରତ୍ୟେକ ଭାରତୀୟଙ୍କୁ ମୋଦୀ ସରକାର…

ବେଙ୍ଗାଲୁର - ଏବେ ଲକ୍‌ଡାଉନ୍‌ ସମୟରେ ଅନେକ ମିଛ କଥା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଅନେକ ଲୋକ ଗୁଜବ କରିବା ପାଇଁ ପଛଉ ନାହାନ୍ତି । ଲକ୍‌ଡାଉନ୍‌ ସମୟରୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ…

ଧ୍ୟାନ ଦିଅନ୍ତୁ- ଆରୋଗ୍ୟ ସେତୁ ଆପ୍‌ ପରବର୍ତ୍ତୀ ସମୟରେ ଯାତ୍ରା ପାଇଁ ଇ-ପାସ୍ ଭାବରେ କାର୍ଯ୍ୟ କରିପାରିବ:…

ନୂଆଦିଲ୍ଲୀ - ଏବେ କେନ୍ଦ୍ର ସରକାର କରୋନା ଭାଇରସ୍‌ ମହାମାରୀ ବିଷୟରେ ବିଭିନ୍ନ ତଥ୍ୟ ଦେବା ପାଇଁ ଆରୋଗ୍ୟ ସେତୁ ଆପ୍‌ ଲଞ୍ଚ କରିଛନ୍ତି । କରୋନାଭାଇରସ୍ ମହାମାରୀ ମଧ୍ୟରେ ଯାତ୍ରା ପାଇଁ ଆରୋଗିଆ ସେଟୁ ଆପ୍ ଇ-ପାସ୍ ଭାବରେ ବ୍ୟବହୃତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ।…

 କରୋନା ବିରୋଧରେ ଲମ୍ବା ଲଢେଇରେ ଆମେ ବିଜୟୀ ହେବା – ମୋଦୀ

ନୂଆଦିଲ୍ଲୀ - କରୋନା ଭୂତାଣୁ ବିଶ୍ୱବ୍ୟାପୀ ମହାମାରୀ ଭାବେ ଉଭା ହୋଇଥିବାବେଳେ ଭାରତ ଅନ୍ୟସବୁ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ଦେଶ, ଯିଏ ଏହି ଭୂତାଣୁକୁ ବୁଝିଛି ଏବଂ ଏହା ବିରୋଧରେ ଏକ ବଡ଼ ଯୁଦ୍ଧ ଆରମ୍ଭ କରିଛି । ଏଥିରେ ଥକିବାର ନାହିଁ କି ହାରିବାର ନାହିଁ । ଏହି  ଲମ୍ବା  ଲଢ଼େଇରେ ଆମକୁ…

ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ ପ୍ରତିଶତ ହ୍ରାସ – କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ ୦୭।୦୪ - କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ପ୍ରତିଶତ ହ୍ରାସ କରାଯାଇଛି । …

ଲକଡାଉନ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ - ଲକଡାଉନ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ୱରାଷ୍ଟ୍ର ବିଭାଗ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା (ଡିଏମ୍‍) ଆଇନ୍‍ ୨୦୦୫ ଓ ଆଇପିସି ଆଧାରରେ ମାମଲା ରୁଜୁ…

ଦେୟ ପୈଠ ନହୋଇଥିଲେ ମଧ୍ୟ ବିଦ୍ୟୁତ୍‍ ଯୋଗାଣ ଚାଲୁ ରହିବ

ନୂଆଦିଲ୍ଲୀ - କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ହୋଇଥିବା ଲକ୍‍ଡାଉନ୍‍ ସମୟରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହାର ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇଦେବା ଲାଗି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ କହିଛନ୍ତି । ସେ…

କରୋନା ଲଢ଼େଇରେ ଆମକୁ ବିଜୟଲାଭ କରିବାକୁ ହେବ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ସେଥିପାଇଁ ସାମାଜିକ ଦୂରତା ଏବଂ ଲକ୍‍ଡାଉନ୍‍ ଭଳି କଠୋର ପଦକ୍ଷେପ ନିଆଯାଇଛି । ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‍ କି ବାତ୍‍’ରେ ୬୩ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି । କରୋନା ଭୂତାଣୁ ସଂକ୍ରମଣକୁ…