Sign in
Sign in
Recover your password.
A password will be e-mailed to you.
Browsing Category
ଲାଇଫଷ୍ଟାଇଲ
ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପୋଷ୍ଟ କଲେ ନିଜର ଆନିମେଟେଡ୍ ଯୋଗ ଭିଡିଓ(ତ୍ରିକୋଣାସନ)
ନୂଆଦିଲ୍ଲୀ . - ଅନ୍ତର୍ଜାତୀୟ ଯୋଗଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଯୋଗର ବିଭିନ୍ନ ଉପକାରିତା ବିଷୟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ମୋଦୀଙ୍କର ଆନିମେଟେଡ୍ ରୂପ ରହିଛି । ଏଥିରେ ତ୍ରିକୋଣାସନର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି ।
ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ…
ରାଜସ୍ଥାନର ସୁମନ ରାଓ ହେଲେ ମିସ୍ ଇଣ୍ଡିଆ ୨୦୧୯
ମୁମ୍ବଇ .- ୨୦୧୯ ଫେମିନ୍ ମିସ୍ ଇଣ୍ଡିଆର ଟାଇଟେଲ୍ ରାଜସ୍ଥାନର ସୁମନା ରାଓ ଜିତିଛନ୍ତି । ୫୬ ତମ୍ ମିସ୍ ଇଣ୍ଡିଆରେ ସୁମନା ବିଜୟନୀ ହୋଇଥିବା ବେଳେ ଶିବାନୀ ଜାଧବ ମିସ୍ ଗ୍ରାଣ୍ଡ ଇଣ୍ଡିଆ ଓ ଶ୍ରେୟା ଶଙ୍କର ମିସ୍ ଇଣ୍ଡିଆ ୟୁନାଇଟେଡ୍ କଣ୍ଟିନେଣ୍ଟ ହୋଇଛନ୍ତି ।
ମୁମ୍ବଇର ସର୍ଦାର…
ଫାଦର୍ସ ଡେ
ଜୀବନରେ ପିତାଙ୍କ ମହତ୍ତ୍ୱ ଅନେକ । ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଅନେକ ଭୂମିକା ଥାଏ ।
ଏଥିପାଇଁ ଭାରତୀୟ ସଂସ୍କୃତିରେ ପିତାଙ୍କୁ
ପିତା ସ୍ୱର୍ଗ, ପିତା ଧର୍ମ । ପିତା ହିଁ ପରମ ତପ,
ପିତରି ପ୍ରତୀମା ପନ୍ନେ, ପି୍ରୟନ୍ତେ ସର୍ବଦେବତା…
ବାପାଙ୍କୁ ପାଇଁ ନକହି ପାରିଥିବା କିଛି କଥା
ସନ୍ତାନ ପାଇଁ ସ୍ୱପ୍ନ ଦେଖିବା
> ତା ସ୍ୱପ୍ନ ପାଇଁ ପରିଶ୍ରମ କରିବା
> ସନ୍ତାନକୁ ତାଗିଦ କରିବା ଆକଟ କରିବା
> ଭିତରେ ଥିବା ସ୍ନେହକୁ ନ ଦେଖେଇ ଭଲ ପାଇଁ ରାଗିବା
> କୋହକୁ ଚାପି ଧରି ଖୁସି ଥିବା ପରି ଦେଖଇ ହେବା
> ସନ୍ତାନର ସଫଳତାରେ ନିଜେ ସଫଳତା ପାଇବା ପରି…
ଭାରତୀୟ ସଂସ୍କୃତିରେ ପିତାଙ୍କ ସ୍ଥାନ
ଭାରତୀୟ ସଂସ୍କୃତିରେ ପିତାଙ୍କ ସ୍ଥାନ ଅନେକ ଉଚ୍ଚରେ । ରାମଚନ୍ଦ୍ର ପିତାଙ୍କ ବଚନ ରକ୍ଷା ପାଇଁ ୧୪ ବର୍ଷ ବନବାସ ଯାଇଥିଲେ । ପର୍ଶୁରାମ ପିତାଙକ ଆଦେଶ ପୂରଣ ପାଇଁ ପଛଘୁଞ୍ଚା ଦେଇ ନଥିଲେ । ଶ୍ରବଣ କୁମାର ନିଜର ଅନ୍ଧ ପିତାମାତାଙ୍କ କାନ୍ଧରେ ବୋଝେଇ କରି ତୀର୍ଥ ସ୍ଥାନ ଭ୍ରମଣ କରାଇଥିଲେ ।…
ଫାଦର୍ସ ଡେ ଅବସରରେ ସମସ୍ତ ବାପାଙ୍କୁ ପ୍ରଣାମ
ନିଦରୁ ଉଠି କ୍ଲାନ୍ତ ହେବା ସତ୍ତ୍ୱେ କାମକୁ ଯିବା-
ନିଜ ସନ୍ତାନଙ୍କ ପାଇଁ ତ୍ୟାଗ କରିବା-
ସମସ୍ତେ ଟଙ୍କା ପଛରେ ଦଉଡୁଥିବା ବେଳେ ଆମ ପାଇଁ ଟଙ୍କା ଉପାର୍ଜନ କରିବା .. ସେ ହେଉଛନ୍ତି ଆମ ବାପା
ଫାଦର୍ସ ଡେ ଅବସରରେ ସମସ୍ତ ବାପାଙ୍କୁ ପ୍ରଣାମ
କାହିଁକି ପାଳନ କରାଯାଏ ଫାଦର୍ସ ଡେ
ଏପରି ମାନ୍ୟତା ରହିଛି ୧୯ ଜୁନ୍ ୧୯୧୦ ମସିହାରେ ଆମେରିକାର ଓ୍ୱାଶିଂଟନରେ ଫାଦର୍ସ ଡେ ପାଳନ କରାଯାଉଥିଲା । ୨୦୧୯ରେ ଏହାକୁ ୧୦୯ ବର୍ଷ ପୂରଣ ହେଉଛି । ଏହାର ପାଳନ ପଛରେ ଏକ ରୋଚକ ବିଷୟ ରହିଛି। ସୋନେରା ଡୋଡ୍ଙ୍କର-
ସୋନେରା ଡୋଡ୍ ଛୋଟ ପିଲା ଥିବା ବେଳେ ତାଙ୍କ ମାଆ ଆରପାରିକୁ…
କମ୍ପ୍ୟୁଟର-ଟିଭିରେ ଅଧିକ ସମୟ ବିତାଇଲେ ପିଲାଙ୍କ ଉପରେ ପଡ଼ିବ ମାନସିକ ଚାପ: ଅଧ୍ୟୟନ
ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ନିଜର ସବୁ ସମୟ କମ୍ପ୍ୟୁଟର, ଟିଭି ଓ ଭିଡିଓ ଗେମ ଖେଲିବାରେ ବିତାଉଛନ୍ତି । ଏଥିରେ ସେମାନେ ବାହାରର ଅଲଗା ପିଲାମାନଙ୍କ ସହିତ ମିଶିପାରୁନାହାନ୍ତି ଓ ବାହାରେ ଖେଳିବା ପାଇଁ ମଧ୍ୟ ପସନ୍ଦ କରୁନାହାନ୍ତି । ଯେଉଁଥିରେ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶରେ…
ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ବହୁ ଉପଯୋଗୀ ଏହି ପତ୍ର
ନୂଆଦିଲ୍ଲୀ: ବହୁତ ଲୋକଙ୍କୁ ଲାଗିଥାଏ ଯେ, କରୀ ପତ୍ର ବିନା ଦକ୍ଷିଣ ଭାରତୀୟ ବ୍ୟଞନ ଯେପରି ଦୋସା, ସାମ୍ବର, ବରା ପରି ଜିନିଷ ସ୍ୱାଦିଷ୍ଟ ହୋଇ ନଥାଏ । କାରଣ ଏହାର ଅଳ୍ପ ପିତା ସ୍ୱାଦ ଆପଣଙ୍କର ଖାଇବାରେ ସେ ସ୍ୱାଦ ଆଣିଥାଏ। କରି ପତ୍ରର ଏହି ଛୋଟ ପତ୍ର ଦେଖିବା ପାଇଁ ଯେତିକି ଛୋଟ…
ଅଧ୍ୟୟନ: ୨୦୪୦ ସୁଦ୍ଧା ପ୍ରତ୍ୟେକ ବର୍ଷ ୧.୫ କୋଟି ଲୋକଙ୍କୁ ଦରକାର ହେବ କିମୋଥେରାପି ଚିକିତ୍ସା
ମେଲବର୍ଣ୍ଣ: ବର୍ଷ ୨୦୪୦ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ୧.୫ କୋଟିରୁ ଅଧିକ ଲୋକଙ୍କୁ କିମୋଥେରାପିର ଆବଶ୍ୟକ ପଡିବ । ନିମ୍ନ ଓ ମଧ୍ୟମ ଧରଣର ଆମଦାନୀ କରୁଥିବା ଦେଶମାନଙ୍କରେ କେନସରର ରୋଗୀଙ୍କ ସଂଖ୍ୟା ଯେପରି ବଢିବାରେ ଲାଗିଛି, ଏହାକୁ ଦେଖି ଚିକିତ୍ସା କରିବା ପାଇଁ ହାରାହାରି ଏକ…