ବାପାଙ୍କୁ ପାଇଁ ନକହି ପାରିଥିବା କିଛି କଥା

0 823
ସନ୍ତାନ ପାଇଁ ସ୍ୱପ୍ନ ଦେଖିବା
> ତା ସ୍ୱପ୍ନ ପାଇଁ ପରିଶ୍ରମ କରିବା
> ସନ୍ତାନକୁ ତାଗିଦ କରିବା ଆକଟ କରିବା
> ଭିତରେ ଥିବା ସ୍ନେହକୁ ନ ଦେଖେଇ ଭଲ ପାଇଁ ରାଗିବା
> କୋହକୁ ଚାପି ଧରି ଖୁସି ଥିବା ପରି ଦେଖଇ ହେବା
> ସନ୍ତାନର ସଫଳତାରେ ନିଜେ ସଫଳତା ପାଇବା ପରି
> ଖୁସି ହେବା ଏପରି ଅନେକ ଅକୁହା କଥା ସେ ଆମରି   ‘ବାପା’
Leave A Reply