Sign in
Sign in
Recover your password.
A password will be e-mailed to you.
Browsing Category
ଲାଇଫଷ୍ଟାଇଲ
ଚିଙ୍ଗୁଡି ବେସରର ପ୍ରସ୍ତୁତି ପ୍ରଣାଳୀ
ଚିଙ୍ଗୁଡି ବେସରର ସ୍ୱାଦ ଅଲଗା । ଅଧିକାଂଶ ଉତ୍ସବ ଓ ବାହାଘରରେ ଚୁଙ୍ଗୁଡି ବେସର ହୋଇଥାଏ ଚିଙ୍ଗୁଡି ବେସରର ସୁଆଦ ନିଆରା । ଏହା ଅତି ସ୍ୱାଦଷ୍ଟ
ଆବଶ୍ୟକୀୟ ଜିନିଷ
ଚିଙ୍ଗୁଡି ୨୫୦ ଗ୍ରାମ
ଧନିଆ ଗୁଣ୍ଡ ୧୦ ଗ୍ରାମ୍
ଡାଲଚିନି ୧୫ ଗ୍ରାମ୍
ପାନମଧୁରିଗୁଣ୍ଡ ୫୦ ଗ୍ରାମ୍,(ବଟା ପାନ ମଧୁରୀ ବି…
ମାଛ ବେସରର ପ୍ରସ୍ତୁତି ପ୍ରଣାଳୀ
ପୂଜାରେ ଅନେକ ଶକ୍ତି ପୀଠରେ ମାଛ ବେସର ହୋଇଥାଏ । ମାଛ ବେସରର ସୁଆଦ ନିଆରା । ଏହା ଅତି ସ୍ୱାଦଷ୍ଟ
ଆବଶ୍ୟକୀୟ ଜିନିଷ
ସମୁଦ୍ର ମାଛ ହେଲେ ଭଲ ମାଛ ଏକ କିଲୋ
ଧନିଆ ଗୁଣ୍ଡ ୧୦ ଗ୍ରାମ୍
ଡାଲଚିନି ୧୫ ଗ୍ରାମ୍
ପାନମଧୁରିଗୁଣ୍ଡ ୫୦ ଗ୍ରାମ୍,(ବଟା ପାନ ମଧୁରୀ ବି ବ୍ୟବହାର କରିପାରିବେ)
ବଟା…
ପୂଜାରେ ହେଉଥିବା ନିରାମିଷ ବେସରର ପ୍ରସ୍ତୁତି ପ୍ରଣାଳୀ
ଓଡିଆ ଘରର ପୂଜା ମାନଙ୍କରେ ବେସର ହୋଇଥାଏ । ଏହା ଉଭୟ ଆମିଷ ଓ ନିରାମିଷ ହୋଇପାରେ । ତେବେ ନିରାମିଷ ବେସର କରିବେ କେମିତି
ଆବଶ୍ୟକୀୟ ଜିନିଷ
ଧନିଆ ଗୁଣ୍ଡ ୧୦ ଗ୍ରାମ୍
ଡାଲଚିନି ୧୫ ଗ୍ରାମ୍
ପାନମଧୁରିଗୁଣ୍ଡ ୧୦ ଗ୍ରାମ୍,(ବଟା ପାନ ମଧୁରୀ ବି ବ୍ୟବହାର କରିପାରିବେ)
ବଟା ସୋରିଷ ୩୦…
ହିମାଳୟ ପ୍ୟୁରିଫାଇଙ୍ଗ ନିମ ଫେସୱାସ ପକ୍ଷରୁ ଭୁବନେଶ୍ୱରରେ ସର୍ବ ଭାରତୀୟ ଅଭିଯାନ “ମାଇଁ ଫାର୍ଷ୍ଟ ପିମ୍ପଲ” ର ତୃତୀୟ…
ଭୁବନେଶ୍ୱର: ଭାରତର ଅଗ୍ରଣୀ ଫେସୱାସ ବ୍ରାଣ୍ଡ ହିମାଳୟାନ ପ୍ୟୁରିଫାଇଙ୍ଗ ନିମ ଫେସ ୱାସ ପକ୍ଷରୁ ଅଭିଯାନ “ମାଇଁ ଫାର୍ଷ୍ଟ ପିମ୍ପଲ” ର ତୃତୀୟ ପର୍ଯ୍ୟାୟ ସାନ୍ତନୁ ଇଂରାଜୀ ମିଡିୟମ ବିଦ୍ୟାଳୟରେ ଆୟୋଜିତ ହୋଇଛି। “ମାଇଁ ଫାର୍ଷ୍ଟ ପିମ୍ପଲ” ଅଭିଯାନ ଏକ ସ୍ୱତନ୍ତ୍ର ପଦକ୍ଷେପ ଯାହା ୧୩-୧୪ ବର୍ଷର…
କେମିତି କରିବେ ମାଲପୁଆ
ଆବଶ୍ୟକ ସାମଗ୍ରୀ
ଅଟା – ଆବଶ୍ୟକ ପରିମାଣରେ
କଦଳୀ – ୨ଟି
ଚିନି – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ଚାମଚ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା ,ପାଣି , କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ…
ଗଣେଶ ପୂଜାରେ କରନ୍ତୁ ରାଶି ପିଠା
ଗଣେଶ ପୂଜା ଅବସରରେ ଆପଣ ଘରେ ବେଶ୍ ସ୍ୱାଦିଷ୍ଟ ରାଶି ପିଠା କରି ପାରିବେ
କେମିତି କରିବେ
ଚାଉଳ – ୩କପ
ଗୁଡ – ୨୦୦ଗ୍ରାମ
ରାଶି – ୧କପ
ପାଣି – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ :
ପିଠା ପାଇଁ ଚାଉଳକୁ ପାଣିରେ ଗୋଟିଏ ୮ରୁ ୧୨ ଘଣ୍ଟା ଭିଜାଇ ଦିଅନ୍ତୁ। ଚାଉଳରୁ…
ପୂଜାରେ କରନ୍ତୁ ନିରାମିଷ ଭେଜ୍ ପଲାଉ ଭାରୀ ସ୍ୱାଦିଷ୍ଟ
ଗଣେଶ ପୂଜାରେ ଆପଣ ଏହି ଭେଜ୍ ପଲାଉ କରି ପାରିବେ
ବାସୁମତୀ ଚାଉଳ – ୧କପ
ଚିନି – ୩ ଚାମଚ
କେସର – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ସାମାନ୍ୟ
ବାଦାମ ପିସ୍ତା – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
କିସମିସ – ୧୨ଟି
କାଜୁ – ୧୨ଟି
ଗୁଜୁରାତି – ୩ଟି
ଲବଙ୍ଗ – ୪ ରୁ ୫ଟି
ଡ଼ାଲଚିନି –…
କ୍ଷୀର ସହ ଏସବୁ ଖାଇଲେ ହୋଇ ପାରେ ଫୁଡ୍ ପଏଜନିଂ, ପେଟ ଓ ସ୍ୱାସ୍ଥ୍ୟ ପାଇଁ ଖରାପ
କେତକ ଫଳ ରହିଛି ଯାହା ସହ କ୍ଷୀର କି ଏହି ଫଳ ଖାଇ ସାଙ୍ଗେ ସାଙ୍ଗେ କ୍ଷୀର ପିଇଲେ କେତକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।
କ୍ଷୀର ପିଇ ମଧ୍ୟ ଏହି ଫଳ ସାଙ୍ଗେ ସାଙ୍ଗେ ଖାଇବା ଅନୁଚିତ୍
କମଳା ଓ କ୍ଷୀର: କମଳା ଓ କ୍ଷୀର ଏକାଠି ଖାଇବା ଉଚିତ ନୁହେଁ। କାରଣ ଏହା ସହଜରେ ହଜମ ହୋଇ ନଥାଏ।…
ନାଲି ମାଂସ ଖାଇବା ହୋଇପାରେ ସ୍ତନ କର୍କଟର ଅନ୍ୟତମ କାରଣ
ନୂଆଦିଲ୍ଲୀ: ସ୍ୱାଦ ଦୃଷ୍ଟିରୁ ଲାଲ ମାଂସ(ରେଡ ମିଟ) ଲୋକମାନଙ୍କ ପାଇଁ ଆକର୍ଷକ ହୋଇପାରେ କିନ୍ତୁ କେହି ମଧ୍ୟ ଏଥି ସହିତ ଜଡିତ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଅଣଦେଖା କରିପାରିବେ ନାହିଁ । ଗବେଷକମାନଙ୍କ ମତରେ ଲାଲ ମାଂସ ଖାଇଲେ ସ୍ତନ କର୍କଟର ସମସ୍ୟା ବଢିପାରେ କନ୍ତୁ କୁକୁଡା ମାଂସ…
୩୦ ମିନିଟରେ କେମିତ ନେବେ ଓ୍ୱାଟରପ୍ରୁଫ ମେକ୍ଅପ୍, ଜାଣନ୍ତୁ ଟିପ୍ସ
ଭୁବନେଶ୍ୱର: ଏବେ ବର୍ଷା ଋତୁ ଚାଲିଛି । ଏମିତିରେ ମେକଅପ କେମିତି ନେବେ ଏହା ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ଏହି ଋତୁରେ ମେକଅପ ୱାଟରପ୍ରୁଫ ରଖନ୍ତୁ । ୱାଟରପ୍ରୁଫ ମେକଅପ ପାଇଁ ମୁହଁରେ ଷ୍ଟୁଡିଓ ଫିକ୍ସ, ସୁଫଲେ ବା ମୁଜର ବବହାର କରିପାରିବେ । ଏହା ମୁହଁରେ ଲଗାଇଲେ ପାଉଡରରେ ଭଳି…