୩୦ ମିନିଟରେ କେମିତ ନେବେ ଓ୍ୱାଟରପ୍ରୁଫ ମେକ୍‌ଅପ୍‌, ଜାଣନ୍ତୁ ଟିପ୍ସ

0 1,815

ଭୁବନେଶ୍ୱର: ଏବେ ବର୍ଷା ଋତୁ ଚାଲିଛି । ଏମିତିରେ ମେକଅପ କେମିତି ନେବେ ଏହା ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ଏହି ଋତୁରେ ମେକଅପ ୱାଟରପ୍ରୁଫ ରଖନ୍ତୁ । ୱାଟରପ୍ରୁଫ ମେକଅପ ପାଇଁ ମୁହଁରେ ଷ୍ଟୁଡିଓ ଫିକ୍ସ, ସୁଫଲେ ବା ମୁଜର ବବହାର କରିପାରିବେ । ଏହା ମୁହଁରେ ଲଗାଇଲେ ପାଉଡରରେ ଭଳି ଲାଗିଥାଏ ଓ ଲାଇଟ ଦେଖାଯାଏ । ଏଲପ୍ସ ବ୍ୟୁଉଟି କ୍ଲିନିକ ଆଣ୍ଡ ଏକାଡେମୀର ପ୍ରତିଷ୍ଠାତା ଡାଇରେକ୍ଟର ଭାରତୀ ତନେଜା କୁହନ୍ତି, ଏମିତିରେ ମେକଅପ ଆଗରୁ ସ୍କିନକୁ ମଶ୍ଚରାଇଜର କରିବା ଜରୁରୀ ଅଟେ, ଏହି ଋତୁରେ ଝାଳ ବହୁତ ବାହାରେ, ଏମିତରେ ଏହାକୁ ଛାଡି ମଧ୍ୟ ପାରିବେ କିନ୍ତୁ ଯଦି ଆପଣଙ୍କ ସ୍କିନ ଡ୍ରାଏ ଅଟେ, ତେବେ ଆପଣ ମଶ୍ଚରାଇଜର ଲୋଶନରେ କିଛି ମିନିଟ ପଯ୍ୟନ୍ତ ମସାଜ କରିପାରିବେ । ଆପଣ ନିଜର ମୁହଁରେ ୱାଟରପ୍ରୁଫ ଫାଉଣ୍ଡେସନ ଲଗାନ୍ତୁ ଓ ତାକୁ ସେଟ କରିବା ପାଇଁ କାମ୍ପେକ୍ଟର ବ୍ୟବହାର କରନ୍ତୁ । ଏହା ବ୍ୟତୀତ କାମ୍ପେକ୍ଟକୁ ନିଜ ସାଥିରେ ନିଶ୍ଚୟ ରଖନ୍ତୁ, ଯେଉଁଥିରେ ଆପଣ ମଝି ମଝିରେ ଟଚଅପ କରିପାରିବେ । ଗାଲରେ ପିଙ୍କ ବା ପିଚ କଲର ବ୍ଲଶଅନ ବ୍ୟବହାର କରନ୍ତୁ ।

Leave A Reply