Browsing Category

ମୁଖ୍ୟ ଖବର

ପିପିଲିରେ କଂଗ୍ରେସ ପ୍ରାର୍ଥୀ ପାଇଲେ ଏତିକି ଭୋଟ୍‌- ଜିତିଲେ ମହାରଥୀ ହାରିଲେ ଆଶ୍ରିତ

କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ୩ ହଜାର ୯୬୮ ଖଣ୍ଡ ଭୋଟ ପାଇ ତାଙ୍କର ଅମାନତ ହରାଇଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପିପିଲି ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ

ନୂତନ ପରୀକ୍ଷା ନୀତି ଅନୁସାରେ ଚଳିତବର୍ଷ ଠାରୁ ଆଭ୍ୟନ୍ତରୀଣ ପରୀକ୍ଷା ସହ ଦୁଇଟି ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ।

ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ସଂସ୍କାର ଅଣାଯାଇଛି । ନୂତନ ପରୀକ୍ଷା ନୀତି ଅନୁସାରେ ଚଳିତବର୍ଷ ଠାରୁ ଆଭ୍ୟନ୍ତରୀଣ ପରୀକ୍ଷା ସହ ଦୁଇଟି ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ଏହାକୁ ରାଜ୍ୟ ସରକାର ମୋହର ମାରିଛନ୍ତି । ପ୍ରଥମ ଓ

ବନ୍ୟପ୍ରାଣୀ ସପ୍ତାହ ପାଳିତ

ପ୍ରତିବର୍ଷ ସମଗ୍ର ଦେଶରେ ଅକ୍ଟୋବର ୨ରୁ ୮ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଆସୁଛି । ବନ୍ୟପ୍ରାଣୀ ଓ ସେମାନଙ୍କର ଆବାସ ସ୍ଥଳୀର ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ

ଚଳିତ ପାର୍ବଣ ମାସରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା…

ଚଳିତ ପାର୍ବଣ ମାସରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେ ଅଧିକ ଭିଡ଼ କରିବା ନାହିଁ ଏବଂ ଅଧିକ ସମୟ

ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି, ଏହାର ପ୍ରଭାବରେ ରାଜ୍ୟରେ ଆ ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ…

ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆଜି ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ପରିବହନ ନିୟମ କଲେ କୋହଳ

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପରିବହନ ନିୟମରେ କୋହଳ ଅବଧି ବୃଦ୍ଧି କରିଛନ୍ତି । ୨୦୨୦ ଫେବୃୟାରୀ ପହିଲାରୁ କିମ୍ବା ୨୦୨୧ ଅକ୍ଟୋବର ୩୧ ତାରିଖ ପୂର୍ବରୁ ବୈଧତା ଶେଷ ହେଉଥିବା ଗାଡ଼ିଗୁଡ଼ିକର ଫିଟ୍‍ନେସ୍‍ ସାର୍ଟିଫିକେଟ୍‍, ଅଣପରିବହନ

ଓଡ଼ିଶା ହାଇକୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତି

ଓଡ଼ିଶା ହାଇକୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତି ନେଇ ସୁପ୍ରିମ୍‍କୋର୍ଟ କଲେଜିୟମ୍‍ ସୁପାରିସ କରିଛି । ଗତକାଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ୍‍ର ଏକ ସ୍ୱତନ୍ତ୍ର ବୈଠକରେ ଦୁଇ ଜଣ ଆଇନଜୀବୀ ଏବଂ ଦୁଇ ଜଣ ନ୍ୟାୟିକ ଅଧିକାରୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଉଦ୍ଦିଷ୍ଟ

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍‍ର ସଦସ୍ୟ…

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍‍ର ସଦସ୍ୟ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ହକିରୁ ବୀରେନ୍ଦ୍ରଙ୍କ ସନ୍ନ୍ୟାସ ନେବା ବିଷୟ ‘ହକି ଇଣ୍ଡିଆ’ ଟ୍ୱ ିଟ୍‌ କରି ସୂଚନା ଦେଇଛି । ୩୧ ବର୍ଷୀୟ ଲାକ୍ରା ଭାରତ ପାଇଁ ୨୦୧ଟି

ପିପିଲି ବିଧାନସଭା ଆସନ ଉପନିର୍ବାଚନ ଲାଗି ୩୪୮ଟି ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ଶେଷ-୭୫ ପ୍ରତିଶତ ମତଦାନ ହୋଇଥିବା…

ପିପିଲି ବିଧାନସଭା ଆସନ ଉପନିର୍ବାଚନ ଲାଗି ୩୪୮ଟି ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ସମ୍ପୂର୍ଣ୍ଣ କୋଭିଡ୍‍ ଗାଇଡ୍‍ ଲାଇନ୍‍ ମଧ୍ୟରେ ଆଜି ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା । ଭୋଟରମାନେ ଧାଡିରେ ଯାଇ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷ ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଆଭ୍ୟନ୍ତରୀଣ ଜିଲ୍ଲା ସମେତ ମୟୂରଭଞ୍ଜ, ପୁରୀ ଏବଂ ଜଗତ୍‍ସିଂହପୁରରେ ପ୍ରବଳ ବର୍ଷ ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼,