Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ରକ୍ତବର୍ଣ୍ଣ ଚନ୍ଦ୍ର ଗ୍ରହଣରେ ହାଣ୍ଡିଛାଡ, ରାଶିର ଶୁଭ ଅଶୁଭ ଫଳ ସହ ଅନ୍ୟାନ୍ୟ ନୀତି ନିୟମ
ଜୁଲାଇ ୨୭ ରାତିଖ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାରେ କେତୁଗ୍ରସ୍ତ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହେବ । ଏହି ଚନ୍ଦ୍ର ଗ୍ରହଣ ସମୟରେ ରକ୍ତ ବର୍ଣ୍ଣ ବା ଲାଲ୍ ରଙ୍ଗର ଚନ୍ଦ୍ର ଦେଖା ଯିବ ଭାରତ ସମେତ ଓଡିଶାରେ ଏହା ଦୃଶ୍ୟମାନ ହେବ । ଭାରତୀୟ ସାଧାରଣ ସମୟ ଅନୁସାରେ ଏହା ୨୭ ତାରିଖ…
ନ୍ୟୁଜ୍ଫ୍ୟୁଜ୍ ଛାଡିବେ କୁନା ତ୍ରିପାଠୀ,ହେଲେ ନିଉଜ୍ଓ୍ୱାର୍ଲଡ୍ର ପରିଚାଳାନା ନିର୍ଦେଶକ !
ଭୁବନେଶ୍ୱର: ଓଡିଶାର ଲୋକ ପ୍ରିୟ ତଥା ସମ୍ବାଦ ଭିତ୍ତିକ କାର୍ଯ୍ୟକ୍ରମ ହେଉଛି ଓ ଟିଭିର ନ୍ୟୁଜ୍ ଫ୍ୟୁଜ୍ । କୁନା ତ୍ରିପାଠୀଙ୍କ ଉପାସ୍ଥାପନା ଏହାକୁ ବେଶ୍ ଲୋକ ପ୍ରିୟ କରାଇ ଦେଇଛି । ଓଟିଭର୍ ଟିଆର୍ପି ବା ଜିଆରପି ବି ଏଥିଯୋଗୁଁ ଅଧିକ । ଅନ୍ୟ ଓଡିଆ ଚ୍ୟାନେଲ୍ମାନେ ଏପରି…
ବେକରେ ଯନ୍ତ୍ରଣାଓ ଏହାର ଉପଶମ
ତେବେ ବେକ ପଛପଟେ ମେରୁଦଣ୍ଡ ହାଡ ଦୁର୍ବଳ ହୋଇଗଲେ ଯନ୍ତ୍ରଣା ଲାଗିରହେ ଯାହାକୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବୋଲି କହନ୍ତି। ଏଥିରେ ପ୍ରାୟ ଚାଳିଶ ବର୍ଷ ବୟସ ପରେ ବେକ ପାଖରେ ଥିବା ମେରୁଦଣ୍ଡର ହାଡ, ଗଣ୍ଠି, ଡିସ୍କ ସବୁଥିରେ ଗଣ୍ଠିବାତ (ଅଷ୍ଟିଓଆର୍ଥ୍ରାଇଟିସ୍) ଆରମ୍ଭ ହୋଇଥାଏ। ବେକ ଓ…
ବର୍ଷା ଓ ବଜ୍ରପାତ ସମୟରେ ମୋବାଇଲ ଫୋନ୍ ମନା, ହୋଇପାରେ ଘାତକ
ଭୋପାଳ: ବର୍ଷା ଓ ବଜ୍ରପାତ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନ କରିବା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଭୋପାଳ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ ଏକ ସତର୍କ ସୂଚନା ଜାରି କରିଛି ।
ବିଜୁଳି ଘଡଘଡି ମାରିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଏହା ଘାତକ…
ଘୁଙ୍ଗୁଡି ସମସ୍ୟାରୁ ରକ୍ଷା ପାଇବେ ଏମିତି
-ରାତିରେ ଶୋଇବା ସମୟରେ ଅନେକ ଲୋକ ଘୁଙ୍ଗୁଡି ମାରିଥାଆନ୍ତି । ଏହା ଏକ ସାଧାରଣ ସମସ୍ୟା । ତେବେ କେତକ କାରଣ ଯୋଗୁଁ ଲୋକ ଘୁଙ୍ଗୁଡି ମାରି ଥାଆନ୍ତି । ସାଦାରଣତଃ ଶ୍ୱାସ ନଳୀରେ ବକ୍ରତା ଯୋଗୁଁ ଏହା ହୋଇଥା ଏ। ତେବେ ଏହି ଶ୍ୱାସ ନଳୀର ପ୍ରତିବନ୍ଧକକୁ ଅଣଦେଖା କରିବା ଉଚିତ୍ ନୁହେଁ । ଶୋଇବା…
ଏହି ତିନୋଟି ହାଇଏଣ୍ଡ ସ୍ମାର୍ଟଫୋନ୍ର ବିଲୁକୁଲ୍ ନୂଆ ଫିଚର୍, ୪୦ ଏମ୍ପି କ୍ୟାମେରା ସେନସ୍ର
ଏବେ ବଜାରରେ ଓ ଅନ୍ଲାଇନ୍ ବିଭିନ୍ନ ସ୍ମାର୍ଟଫୋନ୍ ଉପଲବ୍ଧ ହେଉଛି । ଏଥିରେ ନୂଆ ନୂଆ ଫିଚର ଆସୁଛି । ଅନ୍ୟ ଓଏସ୍ ଅପେକ୍ଷା ଆଣ୍ଡ୍ରଏଡ୍ ଓଏସ୍ ଥିବା ଫୋନ୍ମାନଙ୍କର ଚାହିଦା ବୃଦ୍ଧି ପାଉଛି । ତେବେ ସାମସଙ୍ଗ, ଭିଭୋ ଓ ହୁଓ୍ୱାଇ ସ୍ୱତନତ୍ର ଫିଚର ଥିବା ସ୍ମାର୍ଟ ଫୋନ୍ ଲଞ୍ଚ୍ …
କେମିତି ଖୋଲିବେ ଜିରୋ ବାଲାନ୍ସ ସେଭିଙ୍ଗ୍ ଆକାଉଣ୍ଟ, ଦରକାର ନାହିଁ ମିନିମମ୍ ବାଲାନ୍ସ
ନୂଆଦିଲ୍ଲୀ: ଏବେ ବ୍ୟାଙ୍କଖାତାରେ କି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ଟଙ୍କା ନ ଥିଲେ ମାସ ଶେଷରେ ଜରିମାନା ଦେବାକୁ ପଡୁଛି । କିଛି ଆକାଉଣ୍ଟରେ ମାଇନସ୍ ବାଲାନ୍ସ ବି ହୋଇଯାଉଛି । ମାତ୍ର ଆପଣ ବିଭିନ୍ନ ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ପାରିବେ ଏଥିପାଇଁ ଟଙ୍କା ଜମା ଦେବା ଦରକାର…
କିପରି ଲୋକକୁ କେବେ ବିଶ୍ୱାସ କରିବେ ନାହିଁ ଜାଣନ୍ତୁ
ବିଶ୍ୱାସ ମଣିଷର ସବୁଠାରୁ ବଡ ଜିନିଷ । ମାତ୍ର ବେଳେ ବେଳେ ଅତ୍ୟଧିକ ବିଶ୍ୱାସ ଯୋଗୁଁ ମଣିଷ ଧୋକା ପାଇଥାଏ ।ତେବେ କିପରି ଲୋକଙ୍କ ଉପରେ ବିଶ୍ୱାସ କରିବା ଅନୁଚିତ ଜାଣନ୍ତୁ
-ସବୁ କଥାରେ ନିଜ ଫାଇଦା ଦେଖୁଥିବା ବ୍ୟକ୍ତିଠାରୁ ଦୂରେଇ ରୁହନ୍ତୁ। କାହିଁକି ନାଁ ଭଲ ସଂପର୍କର ପରମାପକ ଫାଇଦା…
ବିଲେଇ ରାସ୍ତାପାର କରିବା ସତ୍ୟତା ଓ ଅନ୍ଧ ବିଶ୍ୱାସ
ରାସ୍ତାରେ ବିଲେଇ ପାର ହେଲେ ଅନେକ ଏହା ଖରାପ ବୋଲି ବିଶ୍ୱାସ କରି ଥାଆନ୍ତି । କିଛି ଲୋକ ଚାରି ପାଦ କି ଅଳ୍ପ ପଛକୁ ଫେରି ଥାଆନ୍ତି । ଏହା କେବଳ ଭାରତରେ ନୁହଁ ୟୁରୋପର କିଛି ରାଷ୍ଟ୍ରରେ ପ୍ରଚଳିତ । ପୁରାତନ କାଳରେ ଲୋକମାନେ ଶଗଡ, ବଳଦ ଗାଡ଼ିରେ କିମ୍ବା ଘୋଡା ଗାଡିରେ ଯାତାୟାତ କରୁଥିଲେ।…
ଘରେ ରଖନ୍ତୁ ନାହିଁ ଏ ସବୁ ଜିନିଷ , ଆସିପାରେ ବିପତ୍ତି
ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଜିନଷ ଗରେ ରଖିଲେ ଏହାର ସୁଫଳ ମିଳେ । ମାତ୍ର ଏପରି କିଛି ଦ୍ରବ୍ୟ ଅଛି ଯାହାକୁ ରଖିଲେ ଏହା ନକରତ୍ମକ ପ୍ରଭାବ ପକାଇଥାଏ । ତଳେ ଏ ସବୁ ଜିନିଷ ବିଷର ତାଲିକା ରହିଛି ।
-ଭୂତ ପୋଷ୍ଟର୍
-ଛିଣ୍ଡା ଚପଲ
-ଭଙ୍ଗା ବାସନ
-ପୋଡ଼ି ଯାଇଥିବା କପଡ଼ା
-କଳଙ୍କି ଲଗା…