Browsing Category

ବିଶ୍ୱାସ

ଫାଲଗୁନ ଶୁକ୍ଲ ଦଶମୀଠାରୁ ଶ୍ରୀମନ୍ଦିରରେ ପବିତ୍ର ଦୋଳଯାତ୍ରା ପାଳନ
ଆରମ୍ଭ

ଫାଲଗୁନ ଶୁକ୍ଲ ଦଶମୀଠାରୁ ଶ୍ରୀମନ୍ଦିରରେ ପବିତ୍ର ଦୋଳଯାତ୍ରା ପାଳନ ଆରମ୍ଭ ହୋଇଛି । ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ଅବସରରେଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ଜଗନ୍ନାଥବଲ୍ଳଭ ମଠକୁ ବିଜେ କରି ସେଠାରେ କେତେକ ନୀତି ସମ୍ପନ୍ନ ହେବା ସହିତ ଶ୍ରୀଜୀଉଙ୍କୁ ଚାଚେରି

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ
ହୋଇଛି

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ ହୋଇଛି । ୧୦୬ଟି ପୌର ପରିଷଦ ସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଯାଇ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର ବସ୍‍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ୍‍ ସୀମାକୁ…

ୟୁକ୍ରେନ୍‍ର ଖାର୍‍କିଭ୍‍ ଓ ପେଶୋଚିନ୍‍ରେ ଫଶି ରହିଥିବା ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର ବସ୍‍ ଯୋଗେ ନିରାପଦଭାବେ ପଶ୍ଚିମ ୟୁକ୍ରେନ୍‍ ସୀମାକୁ ଆଣିବାରେ ସଫଳ ହୋଇଛନ୍ତି । ସେହି ଅଞ୍ଚଳରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ

ରାଜ୍ୟ ସରକାର ଜାରି କରିଥିବା ନୂତନ କରୋନା ମାର୍ଗଦର୍ଶିକା
ଲାଗୁ

ରାଜ୍ୟ ସରକାର ଜାରି କରିଥିବା ନୂତନ କରୋନା ମାର୍ଗଦର୍ଶିକା ଲାଗୁ ହୋଇଛି । ମହାଶିବରାତ୍ରୀ, ଦୋଳପୂର୍ଣ୍ଣିମା, ହୋଲି ପାଳନ ସକାଶେ ଅନୁମତି ଦିଆଯାଇଥିଲାବେଳେ କେବଳ ଘର ଭିତରେ ସଦସ୍ୟମାନଙ୍କ ମଧ୍ୟରେ ହୋଲି ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନ ଓ ରାସ୍ତାଘାଟରେ ହୋଲି

ଭୁବନେଶ୍ୱରରେ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ୍‍ ହେବ

ଭୁବନେଶ୍ୱରରେ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ୍‍ ହେବ । କୋଭିଡ୍‌ ସ୍ଥିତିରେ ସୁଧାର ଆସିଥିବାରୁ ଭୁବନେଶ୍ୱର ମହାନଗର ନିଗମ - ବି.ଏମ୍‍.ସି. ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ହାଇଟେକ୍‍ ଓ କିମ୍‌ସ ମେଡିକାଲ୍‌କୁ ବି.ଏମ୍‍.ସି. କ୍ଲୋଜର ନୋଟିସ୍‌ ଦେଇଛି ।

ରାଜ୍ୟର ବିଭିନ୍ନ ଦେବଦେବୀ ପୀଠରେ ମକର ସଂକ୍ରାନ୍ତି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ -ମା’ ତାରିଣୀ ମନ୍ଦିରକୁ ବନ୍ଦ୍…

ରାଜ୍ୟର ବିଭିନ୍ନ ଦେବଦେବୀ ପୀଠରେ ମକର ସଂକ୍ରାନ୍ତି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏହି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି କେନ୍ଦୁଝର ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିରକୁ ବନ୍ଦ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱତନ୍ତ୍ର ରିଲିଫ୍‍ କମିଶନର ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ-ବାଲେଶ୍ୱର, ଗଞ୍ଜାମ ଜିଲ୍ଲାର ସମସ୍ତ…

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । କେବଳ ପାଳିଆ ସେବାୟତ ଏବଂ କର୍ମଚାରୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ମନ୍ଦିର ବିଶୋଧନ କାର୍ଯ୍ୟ ପାଇଁ ବନ୍ଦ ରହିଛି । ସେହିପରି ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିରରେ

ରାଜ୍ୟ ସରକାର କ୍ୟାବିନେଟ୍‍ରେ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ୧୯୪୫ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି

ରାଜ୍ୟ ସରକାର କ୍ୟାବିନେଟ୍‍ରେ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ୧୯୪୫ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତିକୁ ବିକ୍ରି, ଲିଜ୍‍ ଓ ବନ୍ଧକ ଆକାରରେ ହସ୍ତାନ୍ତର କରିବାପାଇଁ ଏଣିକି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ ।

ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ସ୍ଥଗିତ

କରୋନା ମହାମାରୀ ସଂକ୍ରମଣ ଓ ରାଜ୍ୟ ସରକାରଙ୍କର କଟକଣା ଯୋଗୁଁ ୨୦୨୨ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଛି । ଧନୁଯାତ୍ରା ମହୋତ୍ସବର କାର୍ଯ୍ୟକାରିଣୀ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ

ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ

ପୁରୀ- ଡିସେମ୍ବର ୩୧ ଓ ଜାନୁୟାରୀ ପହିଲାରେ ସାଧାରଣ ଦର୍ଶନାର୍ଥୀଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର ବନ୍ଦ୍‍ ରହିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।