Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ତତ୍ୱ ଟେକ୍ନୋଲୋଜି ପକ୍ଷରୁ ଉତ୍କର୍ଷର ୨୨ ବର୍ଷ ପୂର୍ତି ପାଳନ
ଆଗାମୀ ଦଶନ୍ଧି ପାଇଁ ଲକ୍ଷ୍ୟ ତତ୍ୱ ୨.୦ ଉନ୍ମୋଚିତଭୁବନେଶ୍ୱର: ଆଇଟି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନି ‘ତତ୍ୱ ଟେକ୍ନୋଲୋଜିସ୍ ଲିମିଟେଡ୍'ର ୨୨ତମ ପ୍ରତିଷ୍ଠା ଦିବସ ଫେବ୍ରୁଆରି ୪ ତାରିଖରେ ଏହାର ସମସ୍ତ ଡେଲିଭରି ସେଂଟରରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ତତ୍ୱର!-->…
ଟାଟା ହିଟାଚିର ଇଏକ୍ସ ୨୧୦ଏଲ୍ସି ପ୍ରାଇମ୍ର ଶୁଭାରମ୍ଭ
ଭୁବନେଶ୍ୱର : ନିର୍ଭରଯୋଗ୍ୟତା ଓ କାର୍ଯ୍ୟଦକ୍ଷତାର ଏକ ଆଧାର ଉପରେ ନିର୍ମିତ ନୂଆ ଆଡ୍ଭାନ୍ସଡ୍ ଇଏକ୍ସ ୨୧୦ଏଲସି ପ୍ରାଇମର ଶୁଭାରମ୍ଭ କରାଯାଇଛି । ଏହି ଅପ୍ଗ୍ରେଡେଡ୍ ମେଶିନ ଉଚ୍ଚମାନର ନିର୍ମାଣ ଉପକରଣ ପ୍ରଦାନ କରିବା ପ୍ରତି ଟାଟା ହିଟାଚିର ପ୍ରତିବଦ୍ଧତାକୁ ସମର୍ଥନ କରିବା ଜାରି ରଖିଛି ।!-->…
ଏଂଟରପ୍ରାଇଜ୍ ଓଡ଼ିଶା, ଝାରସୁଗୁଡ଼ାରେ ୨୩,୩୮୯.୪୩ କୋଟି ଟଙ୍କାର ଏମ୍ଓୟୁ ସ୍ୱାକ୍ଷରିତ, ୧୫,୧୬୮ ନିଯୁକ୍ତି ସୁଯୋଗ…
ଓଡ଼ିଶା ସରକାରଙ୍କ ସହ ୧୧ ଏମ୍ଓୟୁ ସ୍ୱାକ୍ଷର
ରାଜ୍ୟରେ ଭିତିଭୂମିରେ ଜିଏସ୍ଡିପି ନିବେଶ ୭.୫-୮%କୁ ବୃଦ୍ଧି ପାଇବ : ମୁଖ୍ୟ ସଚିବ
ଝାରସୁଗୁଡ଼ା ଓଡ଼ିଶା ଶିଳ୍ପାୟନର ପ୍ରତିନିଧିତ୍ୱ କରୁଛି: ହେମନ୍ତ ଶର୍ମା
ଶିଳ୍ପ ପ୍ରଦର୍ଶନୀରେ ୧୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ଅଂଶଗ୍ରହଣ
!-->!-->!-->!-->!-->!-->!-->!-->!-->…
ଭାରତରେ ଦୁଇଚକିଆ ଡିଜିଟାଲ ବୀମା କ୍ଷେତ୍ରରେ ଫୋନପେର ଉଲ୍ଲେଖନୀୟ ବୃଦ୍ଧି
ଭାରତରେ ଦୁଇଚକିଆ ଯାନର ଡିଜିଟାଲ ବୀମା କ୍ଷେତ୍ରରେ ୬୫%ରୁ ଅଧିକ ଅଭିବୃଦ୍ଧିରେ ଯୋଗଦାନ ଦେଇଛି । କଂପାନି ୭୫ ନିୟୁତରୁ ଅଧିକ ଯାନ ବୀମା ମୂଲ୍ୟ ଏବଂ ବୀମା ଉତ୍ପାଦଗୁଡ଼ିକରେ ୪୦୦ ନିୟୁତ ମୂଲ୍ୟ ସୁବିଧା ମଧ୍ୟ ପ୍ରଦାନ କରିଛି । ଫୋନପେ ସେପ୍ଟେମ୍ବର ୨୦୨୧ରେ ନିଜ ପ୍ଲାଟଫର୍ମରେ ବୀମା ପ୍ରଦାନ!-->…
ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ରେ ‘ଇଣ୍ଡଷ୍ଟ୍ରୀ ଫର୍ ଷ୍ଟାର୍ଟଅପ୍ସ୍’ ଉପରେ ଗୋଲ୍ଟେବୁଲ ବୈଠକ ଆୟୋଜିତ
ଭୁବନେଶ୍ୱର : ଅଟଳ ଇନୋଭେଶନ ମିଶନ ଦ୍ୱାରା ସମର୍ଥିତ ଏଆଇସି-ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ନିତି ଆୟୋଗ (ଭାରତ ସରକାର) ପକ୍ଷରୁ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ୟୁସିସିଆଇଏଲ୍) ସହ ସହଭାଗିତାରେ ଏକ!-->…
ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ପାଇଁ ଝାରସୁଗୁଡ଼ା ହେଉଛି ପରବର୍ତୀ ଆକର୍ଷଣ : ପ୍ରମୁଖ ଶାସନ ସଚିବ
ଭୁବନେଶ୍ୱର: ଓଡ଼ିଶା ସରକାର ଓ ରାଜ୍ୟର ପ୍ରମୁଖ ଶିଳ୍ପ ସଂଘଗୁଡ଼ିକ ସହଯୋଗିତାରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଝାରସୁଗୁଡ଼ାରେ ୨୦୨୪ ଜାନୁଆରି ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୨୪ତମ ଏଟଂରପ୍ରାଇଜ୍ ଓଡ଼ିଶାର ଆୟୋଜନ କରାଯାଉଛି ।
ସିଆଇଆଇ ଏଂଟରପ୍ରାଇଜ ଓଡ଼ିଶା ଅବସରରେ!-->!-->!-->!-->!-->…
ଶକ୍ତି ସମ୍ମାନ ସମାଜରେ ମହିଳାଙ୍କ ଦୃଢ଼ତାର ପ୍ରମାଣ: ମୁଖ୍ୟମନ୍ତ୍ରୀ
ସାତଟି ବର୍ଗରେ ୩୦ ଜଣ ମହିଳାଙ୍କୁ ‘ଶକ୍ତି ସମ୍ମାନ’ ପ୍ରଦାନଭୁବନେଶ୍ୱର: ଶକ୍ତି ସମ୍ମାନ କେବଳ ବ୍ୟକ୍ତିଗତ ଉପଲବ୍ଧି ପ୍ରତି ସ୍ୱୀକୃତି ନୁହେଁ, ଏହା ଆମ ସମାଜରେ ମହିଳାମାନଙ୍କ ସାମଗ୍ରିକ ଦୃଢ଼ତା ଓ ସ୍ଥାୟୀତ୍ୱର ଉତ୍ସବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭାରତୀୟ ଶିଳ୍ପ!-->…
ଭୁବନେଶ୍ୱରରେ ଫ୍ଲିପକାର୍ଟର ପ୍ରଥମ ଗ୍ରୋସରୀ ଫୁଲ୍ଫିଲମେଂଟ୍ ସେଂଟର୍ର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ଘରୋଇ ଇକମର୍ସ ମାର୍କେଟ୍ପ୍ଲେସ୍ ଫ୍ଲିପ୍କାର୍ଟ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଗ୍ରୋସରୀ ଫୁଲ୍ଫିଲମେଂଟ୍ ସେଂଟର୍ର ଶୁଭାରମ୍ଭ ସହିତ ନିଜର ଉପସ୍ଥିତିକୁ ଅଧିକ ବିସ୍ତାର କରିଛି । ଏହି ନୂଆ ଫୁଲ୍ଫିଲମେଂଟ୍ ସେଂଟର୍ ଅର୍ଡର ପ୍ଲେସ୍ ହେବାର ୨୪ ଘଂଟା ମଧ୍ୟରେ!-->…
କେଏଫ୍ସି ପକ୍ଷରୁ ଦେଶରେ ୧୦୦୦ତମ ରେଷ୍ଟୁରାଂଟ୍ର ଶୁଭାରମ୍ଭ
ଭୁବନେଶ୍ୱର: ୧୯୯୫ରେ ଭାରତରେ ପ୍ରଥମ କେଏଫ୍ସି ରେଷ୍ଟୁରାଂଟ୍ର ଲଂଚ୍ ପରଠାରୁ ଏହି ବ୍ରାଣ୍ଡ ଦେଶ ସହିତ ଗଭୀର ଭାବେ ଜଡିତ ହୋଇଛି । ବର୍ତମାନ କେଏଫ୍ସି ଦେଶରେ ଏହାର ୧୦୦୦ତମ ରେଷ୍ଟୁରାଂଟ୍ର ଶୁଭାରମ୍ଭ କରିଛି, ଏହା ୨୫ ବର୍ଷରୁ ଅଧିକ ସମୟର ଏକ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ ।!-->…
ମିନ୍ତ୍ରା ଇଓଆର୍ଏସ୍-୧୯ରେ ସପିଙ୍ଗ୍ କରିବେ ୧୦ ଲକ୍ଷରୁ ଅଧିକ ନୂଆ ଗ୍ରାହକ
ଭୁବନେଶ୍ୱର: ମିନ୍ତ୍ରାର ଏଣ୍ଡ୍ ଅଫ୍ ରିଜନ ସେଲ୍ (ଇଓଆର୍ଏସ୍)ର ୧୯ତମ ସଂସ୍କରଣ ଦେଶବ୍ୟାପୀ ଲକ୍ଷ ଲକ୍ଷ ଫ୍ୟାଶନ-ଫର୍ୱାର୍ଡ ସପର୍ମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ଇଭେଂଟ୍ ଆସନ୍ତା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ, ମିନ୍ତ୍ରା!-->…