Browsing Category

ବାଣିଜ୍ୟ

୨୦୨୪ ଆର୍ଥିକ ବର୍ଷରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ୨୦୨୪ରେ ଶେଷ ହୋଇଥିବା ଆର୍ôଥକ ବର୍ଷ ପାଇଁ ଏହାର ଫଳାଫଳ ଘୋଷଣା କରାଯାଇଛି । ଏହି ଆର୍ôଥକ ବର୍ଷରେ ସମସ୍ତ ପରିମାପରେ ପ୍ରଦର୍ଶନରେ ଚମତ୍କାର ବୃଦ୍ଧି ହାସଲ କରିଛି, ଯାହା ଏହାର ଅଭିବୃଦ୍ଧି ଯାତ୍ରାରେ ଏକ

ୱାନପ୍ଲସକୁ ପଛରେ ପକାଇ ୬ଷ୍ଠ ସ୍ଥାନରେ ପହଂଚିଛି ପୋକୋ

ଭୁବନେଶ୍ୱର: ପୋକୋ ଇଣ୍ଡିଆ ୨୦୨୪ର ପ୍ରଥମ ତ୍ରୈମାସିକରେ ୭୨.୨%ର ଅସାଧାରଣ ବାର୍ଷିକ ଅଭିବୃଦ୍ଧି ହାସଲ କରି ୱାନ୍‌ପ୍ଲସ୍‌କୁ ପଛରେ ପକାଇଛି । ଆଇଡିସିର ସଦ୍ୟତମ ରିପୋର୍ଟ, ୨୦୨୪ର ପ୍ରଥମ ତ୍ରୈମାସିକରେ ୫.୯%ର ବଜାର ଅଂଶଧନ ସହିତ ପୋକୋର ପ୍ରଭାବଶାଳୀ ଅଭିବୃଦ୍ଧିକୁ ଆଲୋକପାତ କରିଛି । ଯାହା

ଫୋନପେ ଏବଂ ଲଙ୍କାପେ ମଧ୍ୟରେ ସହଭାଗୀତାର ଘୋଷଣା

ଭୁବନେଶ୍ୱର: କଲମ୍ବୋରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଫୋନପେ ପକ୍ଷରୁ ଏହା ଘୋଷଣା କରାଯାଇଛି ଯେ ଏହା ଲଙ୍କାପେ ସହଯୋଗରେ ସମସ୍ତ ଲଙ୍କାକ୍ୟୁଆର ମର୍ଚାଂଟ ପଏଂଟଗୁଡ଼ିକରେ ୟୁପିଆଇ ପେମେଂଟର ଗ୍ରହଣୀୟତାକୁ ସକ୍ଷମ କରିଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର

ଭାରତରେ ଅଲ୍‌-ଇଲେକ୍‌ଟ୍ରିକ ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ଉନ୍ମୋଚିତ ଭୁବନେଶ୍ୱର: ଭାରତରେ ଫାଷ୍ଟ-ଏଭର ବିଏମଡବ୍ଲୁ ଆଇ୫ର ଶୁଭାରମ୍ଭ କରାଯାଇଛି ଏବଂ ଏହା ସ୍ୱତନ୍ତ୍ର ଭାବେ ବିଏମଡବ୍ଲୁ ଏମ ପର୍‌ଫର୍ମାନ୍ସ ମଡେଲ, ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ୍ ଭାବେ ଉପଲବ୍ଧ ହେବ ।

ଭୁବନେଶ୍ୱରରେ ପହଂଚିଲା ଏମଜିର ସ୍ମାର୍ଟ ଓ ସଷ୍ଟେନେବୁଲ କୋମେଟ ଓ ଜେଡଏସ ଇଭି ଡ୍ରାଇଭ

ଭୁବନେଶ୍ୱର,୨୭ ଏପ୍ରିଲ ୨୦୨୪: ୧୦୦ ବର୍ଷ ପୁରୁଣା ବିରାସତ ସହିତ ଏକ ବ୍ରିଟିଶ ଅଟୋମୋବାଇଲ ଏମ୍‌ଜି (ମୋରିସ୍ ଗ୍ୟାରେଜେସ୍‌) ଏମ୍‌ଜି କୋମେଟ ଇଭି ଓ ଜେଡ୍‌ଏସ୍ ଇଭି ସହିତ ଭାରତରେ ସବୁଜ ଯାତାୟତ ବା ଗ୍ରୀନ ମୋବିଲିଟିର ଦ୍ରୁତ ଗ୍ରହଣୀୟତା ଦିଗରେ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି । ୧୭ରୁ ଅଧିକ

୧୦ଟି ଭାରତୀୟ ଭାଷାରେ ଭଏସ ସର୍ଚ୍ଚ ଫିଚର ନେଇଆସିଛି ଇଣ୍ଡସ ଆପଷ୍ଟୋର

ଭୁବନେଶ୍ୱର: ଭାରତରେ ଘରୋଇ ଆପ୍ ମାର୍କେଟପ୍ଲେସ ଫୋନପେର ଇଣ୍ଡସ ଆପଷ୍ଟୋର ପକ୍ଷରୁ ଇଂରାଜୀ ସମେତ ୧୦ ଟି ଭାରତୀୟ ଭାଷାରେ ଭଏସ ସର୍ଚ୍ଚ ଫିଚରର ଶୁଭାରମ୍ଭ କରାଯାଇଛି । ଏହି ଅଭିନବ ଫିଚର ଉପଭୋକ୍ତାମାନଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଭଏସ ସର୍ଚ୍ଚ ମାଧ୍ୟମରେ ଆପଗୁଡ଼ିକୁ ଖୋଜିବାରେ ସାହାଯ୍ୟ

ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏନସିଏମସି ଡେବିଟ ଓ ପ୍ରିପେଡ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଏହାର ପରିବେଶ ଅନୁକୂଳ ଏନସିଏମସି (ନ୍ୟାଶନାଲ କମନ ମୋବିଲିଟି କାର୍ଡସ) ସକ୍ଷମ ଡେବିଟ ଓ ପ୍ରିପେଡ୍ କାର୍ଡର ଶୁଭାରମ୍ଭ କରାଯାଇଛି । ରୁପେ ଦ୍ୱାରା ପରିଚାଳିତ ଏହି ଇଂଟରଅପରେବୁଲ କାର୍ଡଗୁଡିକୁ ଉନ୍ମୋଚନ କରିବା ପାଇଁ ଏହି ବ୍ୟାଙ୍କ

ତତ୍ୱ ଟେକ୍ନୋଲୋଜି ପକ୍ଷରୁ ଉତ୍କର୍ଷର ୨୨ ବର୍ଷ ପୂର୍ତି ପାଳନ

ଆଗାମୀ ଦଶନ୍ଧି ପାଇଁ ଲକ୍ଷ୍ୟ ତତ୍ୱ ୨.୦ ଉନ୍ମୋଚିତଭୁବନେଶ୍ୱର: ଆଇଟି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନି ‘ତତ୍ୱ ଟେକ୍ନୋଲୋଜିସ୍ ଲିମିଟେଡ୍'ର ୨୨ତମ ପ୍ରତିଷ୍ଠା ଦିବସ ଫେବ୍ରୁଆରି ୪ ତାରିଖରେ ଏହାର ସମସ୍ତ ଡେଲିଭରି ସେଂଟରରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ତତ୍ୱର

ଟାଟା ହିଟାଚିର ଇଏକ୍ସ ୨୧୦ଏଲ୍‌ସି ପ୍ରାଇମ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ନିର୍ଭରଯୋଗ୍ୟତା ଓ କାର୍ଯ୍ୟଦକ୍ଷତାର ଏକ ଆଧାର ଉପରେ ନିର୍ମିତ ନୂଆ ଆଡ୍‌ଭାନ୍ସଡ୍ ଇଏକ୍ସ ୨୧୦ଏଲସି ପ୍ରାଇମର ଶୁଭାରମ୍ଭ କରାଯାଇଛି । ଏହି ଅପ୍‌ଗ୍ରେଡେଡ୍ ମେଶିନ ଉଚ୍ଚମାନର ନିର୍ମାଣ ଉପକରଣ ପ୍ରଦାନ କରିବା ପ୍ରତି ଟାଟା ହିଟାଚିର ପ୍ରତିବଦ୍ଧତାକୁ ସମର୍ଥନ କରିବା ଜାରି ରଖିଛି ।