Browsing Category

ବାଣିଜ୍ୟ

କଟକ, ବାଦାମବାଡିରେ ରିଲାଏନ୍ସ ଡିଜିଟାଲର ନୂଆ ଷ୍ଟୋର୍‌

କଟକ, ୨୦ ଜୁଲାଇ ୨୦୨୪: ରିଲାଏନ୍ସ ଡିଜିଟାଲ ପକ୍ଷରୁ କଟକର ବାଦାମବାଡି ସ୍ଥିତ ଲିଙ୍କ୍‌ରୋଡ୍‌ଠାରେ ଏହାର ନୂଆ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି । ୧୨,୦୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଟେକ୍ନୋଲୋଜି ଗନ୍ତବ୍ୟସ୍ଥଳୀ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ବିକ୍ରି ପରବର୍ତୀ ସେବା ପାଇଁ

ମେଟା ଭେରିଫାଏଡ ସବସ୍କ୍ରିପ୍ସନର ଶୁଭାରମ୍ଭ

ଭୁବନେଶ୍ୱର: ମେଟା ଏବେ ଭାରତରେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ବ୍ୟବସାୟ ପାଇଁ ମେଟା ଭେରିଫାଏଡ ସବସ୍କ୍ରିପ୍ସନ ପ୍ଲାନ ଆରମ୍ଭ କରିଛି । ନିଜ ଆପରେ ବ୍ୟବସାୟଗୁଡ଼ିକୁ ସେମାନଙ୍କର ଲକ୍ଷ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ମେଟା କିପରି ସବୁଠାରୁ ମୂଲ୍ୟବାନ ସବସ୍କ୍ରିପ୍ସନ ଟୁଲକିଟ୍ ପ୍ରଦାନ

ଭୁବନେଶ୍ୱର ପହଂଚିଛି ବିର୍‌ଲା ଓପସ୍ ଇଂଟରାକ୍ଟିଭ ଏକ୍ସପୋ

ବିର୍‌ଲା ଓପସ୍ ପ୍ରଡକ୍ଟ ଶୃଙ୍ଖଳାର ଅନନ୍ୟ ଫିଚରଗୁଡିକର ଅନୁଭୂତି ପାଇବା ପାଇଁ ବ୍ୟାଣିଜ୍ୟ ସମୁଦାୟ ସ୍ୱତନ୍ତ୍ର ପହଂଚ ହାସଲ କରିଛିଭୁବନେଶ୍ୱର, ୧୨ ଜୁଲାଇ ୨୦୨୪: ଫେବୃଆରୀ ୨୦୨୪ରେ ଆଦିତ୍ୟ ବିର୍‌ଲା ଗ୍ରୁପ୍ “ବିର୍‌ଲା ଓପସ୍‌’ର ଲଂଚ୍ ସହିତ ପେଂଟ୍ ଶିଳ୍ପରେ ପ୍ରବେଶ କରିଥିଲା । ବିର୍‌ଲା

ଟାଇ ଭୁବନେଶ୍ୱର ପକ୍ଷରୁ ‘ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୨ ଜୁଲାଇ ୨୦୨୪: ଟାଇ (ଟିଆଇଇ) ଭୁବନେଶ୍ୱର ପକ୍ଷରୁ ଆଜି ଓଡିଶାର ବ୍ୟବସାୟ ପରିଦୃଶ୍ୟକୁ ଉନ୍ନତ କରିବା ଲକ୍ଷ୍ୟରେ ‘ଫଷ୍ଟରିଙ୍ଗ୍ ଏ ଥ୍ରାଇଭିଂ ଏଂଟ୍ରପ୍ରେନ୍ୟୋରିଆଲ ଇକୋସିଷ୍ଟମ” ବା “ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ” ନାମକ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମର

ଇସରାଏ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚାର୍ଟରିଙ୍ଗ୍ ସେରିମନି ପାଳିତ

ଭୁବନେଶ୍ୱର,: ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ, ରେଫ୍ରିଜରେଟିଙ୍ଗ୍ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ) ଭୁବନେଶ୍ୱର ଚାପ୍ଟର ଗର୍ବର ସହିତ ଏହାର ଚାର୍ଟରିଂ ସେରିମନିର ଆୟୋଜନ କରିଛି, ଯାହା ରାଜ୍ୟରେ ଏହାର ଅଭିନବ ଓ ଉଲ୍ଲେଖନୀୟ ଯାତ୍ରା କ୍ଷେତ୍ରରେ ଏକ

ସିଆଇଆଇ ‘ଫାର୍ମ ୨ ଫୋର୍କ’ର ୧୦ମ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର: କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସିଆଇଆଇ ଫାର୍ମ୨ଫୋର୍କର ୧୦ମ ସଂସ୍କରଣ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ରପ୍ତାନି ବୃଦ୍ଧିର ସୁଯୋଗ ଉପରେ ଆଲୋକପାତ କରାଯାଇଛି । ଓଡ଼ିଶା

ଓପୋ ପକ୍ଷରୁ ଏଫ୨୭ ପ୍ରୋ+ ୫ଜିର ଶୁଭାରମ୍ଭ

ଭୁବନେଶ୍ୱର : ଓପୋ ପକ୍ଷରୁ ଦେଶର ପ୍ରଥମ ଆଇପି୬୬, ଆଇପି୬୮ ଏବଂ ଆଇପି୬୯-ରେଟେଡ ସୁପର-ରଗ୍‌ଡ, ମନସୁନ - ରେଡି ସ୍ମାର୍ଟଫୋନ ଏଫ୨୭ ପ୍ରୋ+ ୫ଜିର ଶୁଭାରମ୍ଭ କରାଯାଇଛି । ଏହି ଏଫ୨୭ ପ୍ରୋ+ ସ୍ମାର୍ଟଫୋନ ଡସ୍କ ପିଙ୍କ ଏବଂ ମିଡନାଇଟ ନେଭି ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ରହିବ । ଏହି ସ୍ମାର୍ଟଫୋନରେ

ମାତ୍ର ୧୭,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଓପୋ ଏ୩ ପ୍ରୋର ଶୁଭାରମ୍ଭ

ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଓପୋ ଏ୩ ପ୍ରୋର ଶୁଭାରମ୍ଭ କରାଯାଇଛି । ଏହି ନୂଆ ସିରିଜର ସ୍ମାର୍ଟଫୋନ୍‌ରେ ଡ୍ରପ୍ ଓ ଇମ୍ପାକ୍ଟ ରେଜିଷ୍ଟାନ୍ସ ପାଇଁ ଏକ ଡ୍ୟାମେଜ୍‌-ପ୍ରୁଫ୍ ଅଲ୍‌-ରାଉଣ୍ଡ ଆର୍‌ମର ବଡି, ଜଳ ଓ ଧୂଳି ପ୍ରତିରୋଧ ପାଇଁ ଆଇପି୫୪ ସାର୍ଟିଫିକେଶନ ଏବଂ ଓଦା ହାତରେ ବ୍ୟବହାର

ରିଲାକ୍ସୋ ଫୁଟ୍‌ୱେୟାର ଲିଃର ଫ୍ଲାଇଟ୍ ପକ୍ଷରୁ ୨୦୨୪ ପାଇଁ ଏହାର ସ୍ପ୍ରିଙ୍ଗ୍ ସମର କଲେକ୍ସନ ଉନ୍ମୋଚିତ

ଭୁବନେଶ୍ୱର: ଅଗ୍ରଣୀ ଫୁଟ୍‌ୱେୟାର ନିର୍ମାତା, ରିଲାକ୍ସୋ ଫୁଟ୍‌ୱେୟାର୍‌ସ ଲିମିଟେଡର ମାଲିକାନାରେ ଥିବା ଏକ ସୁପରିଚିତ ବ୍ରାଣ୍ଡ୍ ଫ୍ଲାଇଟ୍ ପକ୍ଷରୁ ଏହାର ବହୁପ୍ରତିକ୍ଷୀତ ସ୍ପ୍ରିଙ୍ଗ୍‌-ସମର ୨୦୨୪ (ଏସ୍‌ଏସ୍‌’୨୪) କଲେକ୍ସନ ଶୁଭାରମ୍ଭ କରାଯାଇଛି । ଏହି ନୂଆ ରେଞ୍ଜରେ ୧୦୦ରୁ ଅଧିକ

ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି ହାସଲ କରିଛି ଫ୍ଲିପ୍‌କାର୍ଟ ଗ୍ରୋସରୀ

ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍‌କାର୍ଟ ଏହାର ଗ୍ରୋସରୀ ବ୍ୟବସାୟରେ ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି ହାସଲ କରିଛି । ଏକ ଗ୍ରାହକ-ପ୍ରଥମ ସଂସ୍ଥା ଭାବେ ଫ୍ଲିପ୍‌କାର୍ଟ ଗ୍ରୋସରୀ, ସୁଲଭ ମୂଲ୍ୟରେ ସତେଜ ଉତ୍ପାଦ ବ୍ୟବସ୍ଥାକୁ ସୁନିଶ୍ଚିତ କରୁଛି ।