Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଏନ୍ଆଇଆର୍ଏଫ୍ ରାଙ୍କିଂରେ ଓଡ଼ିଶାର ଏହି ସବୁ ଶିକ୍ଷାନୁଷ୍ଠାନ
ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର୍ୟାଙ୍କିଙ୍ଗ୍ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁପ୍ରକାଶିତ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟସ୍ଥାନ ପାଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ!-->…
ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ
ଦେଶରେ ୧୯ କିଲୋଗ୍ରାମ ବ୍ୟାବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରରମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଦିଲ୍ଲୀରେ ବର୍ତ୍ତମାନ ୧୯କିଲୋଗ୍ରାମ ବ୍ୟାବସାୟିକ ଏଲ୍.ପି.ଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭ଶହ ୭୩ଟଙ୍କା ଥିବାବେଳେ କୋଲକାତାରେ ୧୮୭୫, ମୁମ୍ବାଇରେ ୧୭୨୫ ଓଚେନ୍ନାଇରେ ୧୯୩୭!-->…
‘ବିକଶିତ ଭାରତ ଆଟ୍ ୨୦୪୭ : ଟିମ୍ ଇଣ୍ଡିଆର ଭୂମିକା’
ନୀତି ଆୟୋଗ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ର ଅଷ୍ଟମ ବୈଠକ ପ୍ରଗତି ମଇଦାନର କନ୍ଭେନ୍ସନ ସେଣ୍ଟରରେ ଚାଲିଛି । ଏହି ବୈଠକରେ ‘ବିକଶିତ ଭାରତ ଆଟ୍ ୨୦୪୭ : ଟିମ୍ ଇଣ୍ଡିଆର ଭୂମିକା’ ଉପରେ ଆଲୋକପାତ କରାଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ନୀତି ଆୟୋଗ ଚେୟାରମ୍ୟାନ୍ ଭାବେ!-->…
ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ଆଜିର ସାହସୀ ଓ ଦୃଢ଼ ଭାରତୀୟ ମହିଳାଙ୍କ ପାଇଁ ନୂଆ ଅଭିଯାନ
ଭୁବନେଶ୍ୱର: ସବୁ ସମାଜ ଓ ସାମାଜିକ-ଅର୍ଥନୈତିକ ବିକାଶରେ ମହିଳାମାନେ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରୁଛନ୍ତି । ଏହା ମଧ୍ୟ ସତ ଯେ ଆମ ସମାଜର ମହିଳାମାନେ ସେମାନଙ୍କ ଜୀବନ ସାରା ପରିବାର, ସହଯୋଗୀ କିମ୍ବା ସୋସିଆଲ ମିଡିଆରେ ବହୁ ପ୍ରକାର ନକାରାତ୍ମକ ଓ ବିଚାର ସମ୍ପର୍କିତ ମତାମତ ଶୁଣି!-->…
ଋଣ ବଜାରରେ ମହିଳା ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ
ଗତ ପାଂଚ ବର୍ଷରେ ସକ୍ରିୟ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟାରେ ବାର୍ଷିକ ହାରାହାରି ୧୫% ବୃଦ୍ଧିଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ପ୍ରତିବର୍ଷ ମହିଳା ଋଣଗ୍ରହୀତାଙ୍କୁ ନେଇ ରିପୋର୍ଟ ଜାରି କରାଯାଉଛି । ଚଳିତ ବର୍ଷ ଜାରି ହୋଇଥିବା!-->…
ଟିପିଏନ୍ଓଡିଏଲ୍ ପକ୍ଷରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହର ପ୍ରଥମ ଦିନ “ଲାଇନ୍ମ୍ୟାନ୍ ଦିବସ’ ଭାବେ ପାଳନ
ଭୁବନେଶ୍ୱର: ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ପ୍ରବଳ ଉତ୍ସାସ ଓ ଉଦ୍ଦୀପନା ସହ ଲାଇନ୍ମ୍ୟାନ୍ ଦିବସ ଓ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ!-->…
ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳର ମଧୁପୁରାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
୫ ସ୍ୱାସ୍ଥ୍ୟ ଶିବିରରେ ୪୦୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସାବାଲିଆପାଳ: ପ୍ରକଳ୍ପ ପାରିପାଶ୍ୱିର୍କ ଅଂଚଳର ଲୋକମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବାର ନିରନ୍ତର ଉଦ୍ୟମକୁ ଆଗକୁ ବଢ଼ାଇ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ (ଏସ୍ପିପିଏଲ୍) ପକ୍ଷରୁ ଟାଟା ଷ୍ଟିଲ୍!-->…
ପ୍ରତିଷ୍ଠାତା ଦିବସ: ଟାଟା ଷ୍ଟିଲ୍ ପକ୍ଷରୁ ଜେଏନ୍ ଟାଟାଙ୍କୁ ୧୮୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଚଳିତ ବର୍ଷ ପ୍ରତିଷ୍ଠାତାଙ୍କ ଦିବସର ବିଷୟବସ୍ତୁ “ଗ୍ରିନୋଭେସନ-ମେକ୍ ଟୁମରୋ ଗ୍ରିନ୍’ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ତଥା “ଭାରତୀୟ ଶିଳ୍ପର ଜନକ’ ଭାବେ ପରିଚିତ କିମ୍ବଦନ୍ତୀ ଜାମସେତଜୀ ନୁସେରୱାନଜୀ ଟାଟାଙ୍କୁ ତାଙ୍କ ୧୮୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ!-->…
ସୋନମ କପୁର ଆହୁଜାଙ୍କୁ ନେଇ ହଗିସ୍ର ନୂଆ “ହଗିସ୍ ଫ୍ଲିପ୍ ଆଣ୍ଡ୍ ଡିପ୍ ଚ୍ୟାଲେଞ୍ଜ’ ଅଭିଯାନ
ଭୁବନେଶ୍ୱର: କିମ୍ବର୍ଲି କ୍ଲାର୍କର ଲୋକପ୍ରିୟ ବ୍ରାଣ୍ଡ୍ ହଗିସ୍ ପକ୍ଷରୁ ଏହାର “ୱି ଗଟ୍ ୟୁ, ବେବି’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଲାଗି ବଲିଉଡ୍ ଅଭିନେତ୍ରୀ ତଥା ନିକଟରେ ମା’ ହୋଇଥିବା ସୋନମ କପୁର ଆହୁଜାଙ୍କ ସହ ସହଯୋଗିତା ସ୍ଥାପନ କରାଯିବା ସହ ହଗିସ୍ କମ୍ପ୍ଲିଟ୍ କମ୍ଫର୍ଟ ବର୍ଗମାଳାର!-->…
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୧୮୪ତମ ପ୍ରତିଷ୍ଠାତା ଦିବସ ପାଳିତ
କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ) ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନାରେ ଜାମସେଟ୍ଜୀ ନସରୱାନଜୀ ଟାଟାଙ୍କ ୧୮୪ତମ ଜୟନ୍ତୀକୁ ପ୍ରତିଷ୍ଠାତା ଦିବସ ଭାବେ ଶୁକ୍ରବାର ପାଳନ କରାଯାଇଛି । ଭେଣ୍ଡର ପାର୍ଟନର କର୍ମଚାରୀମାନଙ୍କ ପାଇଁ ଇଞ୍ଜିନିୟରିଂ ଆଣ୍ଡ୍!-->…