ଦେଶରେ ୧୯ କିଲୋଗ୍ରାମ ବ୍ୟାବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର
ମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଦିଲ୍ଲୀରେ ବର୍ତ୍ତମାନ ୧୯
କିଲୋଗ୍ରାମ ବ୍ୟାବସାୟିକ ଏଲ୍.ପି.ଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭ଶହ ୭୩
ଟଙ୍କା ଥିବାବେଳେ କୋଲକାତାରେ ୧୮୭୫, ମୁମ୍ବାଇରେ ୧୭୨୫ ଓ
ଚେନ୍ନାଇରେ ୧୯୩୭ ରହିଛି । ଗତମାସରେ ମଧ୍ୟ ଏହି ସିଲିଣ୍ଡରର ମୂଲ୍ୟ
୧୭୨ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା । ତେବେ ଦେଶରେ ଘରୋଇ
ଗ୍ୟାସ ସିଲିଣ୍ଡର’ର ମୂଲ୍ୟ ପୂର୍ବପରି ସମାନ ରହିଛି ।
Comments are closed, but trackbacks and pingbacks are open.