Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଖୋର୍ଦ୍ଧାରେ ସଫଳତା ପରେ କଟକରେ ପହଂଚିଛି ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ
କଟକ: ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ, ଜିଲ୍ଲାସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ଚଳିତ ସେପ୍ଟେମ୍ବର ୧୬ ତାରିଖ ଶନିବାର ଦିନ କଟକ ଜିଲ୍ଲାରେ ପହଂଚିଛି । ଖୋର୍ଦ୍ଧା ଗସ୍ତର ସଫଳତା ପରେ ଏହି କାର୍ଯ୍ୟକ୍ରମ ବର୍ତମାନ!-->…
ଶୁକ୍ରବାରଠାରୁ ଆରମ୍ଭ ହେବ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩
ତିନି ଦିନରେ ଷ୍ଟାର୍ଟଅପ୍ ଯାତ୍ରା ୩୯ଟି ଶିକ୍ଷାନୁଷ୍ଠାନରରେ ପହଁଚି, ୩୬୦ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛିଭୁୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଭାବନା ଉଦ୍ରେକ ନିମନ୍ତେ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହୋଇ ଖୋର୍ଦ୍ଧା!-->…
ଦ୍ୱିତୀୟ ଦିନରେ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି ଷ୍ଟାର୍ଟଅପ୍ ଓଡ଼ିଶା
ଦ୍ୱିତୀୟ ଦିନରେ ଯାତ୍ରା ୧୧ଟି ଶିକ୍ଷାନୁଷ୍ଠାନର, ୧୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛି
ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆଜି!-->!-->!-->…
ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାର ଆକର୍ଷଣୀୟ ଶୁଭାରମ୍ଭ ସହ ବିପୁଳ ପରିମାଣରେ ଉତ୍ସାହୀ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ପ୍ରଥମ ଦିନରେ ଯାତ୍ରା ୧୫ଟି ଶିକ୍ଷାନୁଷ୍ଠାନର, ୧୫୦୦ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୦୭ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ
ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ କରିଛି ଯେଉଁଥିରେ ଭୁବନେଶ୍ୱରର ବହୁ!-->!-->!-->…
ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍ସିପ୍ ଅଭିଯାନ ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ୨୦୨୩ର ଶୁଭାରମ୍ଭ
ଏହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତାକୁ ବିକଶିତ କରିବା ଏବଂ ଓଡିଶାର ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ, ଓ ଉଦ୍ଭାବକମାନଙ୍କଠାରୁ ନୂଆ ବିଚାରଧାରାଗୁଡିକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି ।
ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍!-->!-->!-->!-->…
ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩
ଦେଶର ସାମୂହିକ ନୌବାଣିଜ୍ୟ ଆକାଂକ୍ଷାକୁ ବୃଦ୍ଧି କରିବା ପାଇଁ ମଂଚ ପ୍ରସ୍ତୁତ କରିଛି ଭୁବନେଶ୍ୱର ରୋଡ୍ଶୋ’
ଭୁବନେଶ୍ୱର : ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ (ଜିଏମ୍ଆଇଏସ୍) ୨୦୨୩ର ୩ୟ ସଂସ୍କରଣ ପୂର୍ବରୁ କେନ୍ଦ୍ର ବନ୍ଦର, ନୌପରିବହନ ଓ ଜଳପଥ (ଏମ୍ଓପିଏସ୍ଡବ୍ଲ୍ୟୁ) ଏବଂ!-->!-->!-->…
ଭୁବନେଶ୍ୱରରେ ମର୍ସିଡିଜ୍-ବେଞ୍ଜ୍ ର ବହୁପ୍ରତିକ୍ଷିତ ଏସ୍ୟୁଭି ନୂଆ ଜିଏଲ୍ସିର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ସବୁଠାରୁ ଆକର୍ଷଣୀୟ ଲକ୍ଜରୀ କାର୍ ନିର୍ମାତା ମର୍ସିଡିଜ୍-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍-ସାଇଜ୍ ଲକ୍ଜରୀ ଏସ୍ୟୁଭି, ନୂଆ ଜିଏଲ୍ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି । ନୂଆ ଜିଏଲ୍ସି ହେଉଛି ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର!-->…
ଭୁବନେଶ୍ୱରରେ ଓକାୟା ଇଭିର ନୂଆ ଡିଲରସିପ୍ ଏଆଣ୍ଡ୍ଟି ଅଟୋମୋବାଇଲ୍ସର ଶୁଭାରମ୍ଭ
ଏଠାରେ ହାଇସ୍ପିଡ୍, ଲୋ-ସ୍ପିଡ୍ ଇଭି ମଡେଲ୍ଗୁଡିକର ରେଞ୍ଜ ଉପଲବ୍ଧ ହେବ
ଭୁବନେଶ୍ୱର : ଏକ ପ୍ରତିଷ୍ଠିତ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଓକାୟା ଇଭି, ଭୁବନେଶ୍ୱରର ଖଣ୍ଡଗିରିଠାରେ ଏହାର ଅତ୍ୟାଧୁନିକ ଡିଲରସିପ୍ ଏଆଣ୍ଡ୍ଟି ଅଟୋମୋବାଇଲ୍ସର ଶୁଭାରମ୍ଭ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମ!-->!-->!-->…
ଏୟାରଟେଲ୍ ପକ୍ଷରୁ “ଏୟାରଟେଲ୍ ଆଇକ୍ୟୁ ରିଚ୍’ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିକମ କଂପାନି ଏୟାରଟେଲ୍ ପକ୍ଷରୁ ପ୍ରଥମ ସ୍ୱୟଂ ସେବା (ସେଲ୍ଫ ସର୍ଭ) ମାର୍କେଟିଂ ଯୋଗାଯୋଗ ପ୍ଲାଟଫର୍ମ ଏୟାରଟେଲ୍ ଆଇକ୍ୟୁ ରିଚ୍ର ଶୁଭାରମ୍ଭ କରାଯାଇଛି । ଏହା ବ୍ୟାବସାୟିକ ସଂସ୍ଥା / ବ୍ରାଣ୍ଡ୍ଗୁଡ଼ିକୁ ବ୍ୟକ୍ତିଗତ ଯୋଗାଯୋଗ ଜରିଆରେ ପୂର୍ବ!-->…
ଅଶୋଧିତ ପେଟ୍ରୋଲ ଡିଜେଲ ତୈଳ କମ୍ ଉତ୍ପାଦନ କରିବ ସାଉଦିଆରବ
ସାଉଦୀ ଆରବ ଜୁଲାଇ ମାସରେ ଦୈନିକ ଏକ ନିୟୁତ ବ୍ୟାରେଲ ତୈଳ କମ୍ ଉତ୍ପାଦନ କରିବ ବୋଲି ଘୋଷଣା କରିଛି । ଭିଏନାରରେ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ବୈଠକ ପରେ ଏହି ଘୋଷଣା କରାଯାଇଛି । ସାଉଦୀ ଆରବ ଏହାର ତୈଳ ଉତ୍ପାଦନ ହ୍ରାସ କରିବା ବିଷୟ ନିଜ ତରଫରୁ ନିଷ୍ପତ୍ତି ନେଇଛି । ସାଉଦୀ ଆରବ!-->…