ଏହି ଆଶ୍ରମକୁ ମହିଳା ପ୍ରବେଶ ମନା, ବିଧାୟିକା ପ୍ରବେଶ କରିବାରୁ ଗଙ୍ଗାଜଳରେ ଧୋଇଲେ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଏକ ପ୍ରାଚୀନ ମନ୍ଦିରରେ ଜଣେ ବିଜେପି ବିଧାୟିକା ପ୍ରବେଶ କରିବାରୁ ମନ୍ଦିରର ପୂଜକମାନେ ଗଙ୍ଗା ଜଳରେ ମନ୍ଦିରକୁ ସଫା କରିଛନ୍ତି । ଏହାକୁ ନେଇ ସାରା ରାଜ୍ୟରେ ବିବାଦ ସୃଷ୍ଟି ହୋଇଛି । ମିଳିଥିବା ରିପୋର୍ଟ ଅନୁସାରେ ଗତ ୧୨ ତାରିଖରେ ଉତ୍ତରପ୍ରଦେଶର ବିଜେପି…