ରାତିରେ ଘର ନ ଓଳାଇବା ଓ କାଉକୁ ଖାଇବାକୁ ଦେବା ପଛର ସତ୍ୟତା
ଧନର ଦେବୀ ଲକ୍ଷ୍ମୀ ଏହା ଦ୍ୱାରା ଅସୁନ୍ତୁଷ୍ଟ ହୁଅନ୍ତି ବୋଲି ଲୋକଙ୍କ ଧାରଣା। ପୂର୍ବକାଳେ ବିଜୁଳି ନଥିବାରୁ ଘର ଭିତର ଦିନ-ରାତି ସର୍ବଦା ଅନ୍ଧାର ରହୁଥିଲା। ଅନ୍ଧାର ଘରେ ଝାଡ଼ୁ ମାରିବା ଫଳରେ ଅନ୍ୟମନସ୍କରେ ତଳେ ପଡ଼ିଯାଇଥିବା ସୁନା, ରୁପା ଗହଣାକୁ ଲୋକମାନେ ଦେଖି ପାରୁ ନଥିଲେ ଓ ଅଳିଆ ଭାବି…