ବିଲେଇ ରାସ୍ତାପାର କରିବା ସତ୍ୟତା ଓ ଅନ୍ଧ ବିଶ୍ୱାସ
ରାସ୍ତାରେ ବିଲେଇ ପାର ହେଲେ ଅନେକ ଏହା ଖରାପ ବୋଲି ବିଶ୍ୱାସ କରି ଥାଆନ୍ତି । କିଛି ଲୋକ ଚାରି ପାଦ କି ଅଳ୍ପ ପଛକୁ ଫେରି ଥାଆନ୍ତି । ଏହା କେବଳ ଭାରତରେ ନୁହଁ ୟୁରୋପର କିଛି ରାଷ୍ଟ୍ରରେ ପ୍ରଚଳିତ । ପୁରାତନ କାଳରେ ଲୋକମାନେ ଶଗଡ, ବଳଦ ଗାଡ଼ିରେ କିମ୍ବା ଘୋଡା ଗାଡିରେ ଯାତାୟାତ କରୁଥିଲେ।…