ଥଣ୍ଡାର ପାଣି ସ୍ୱାସ୍ଥ୍ୟ ଉପରେ ରହିଛି କୁ ପ୍ରଭାବ ଜାଣନ୍ତୁ
ଥଣ୍ଡାପାଣି ପିଇବା ପାଇଁ ଅନେକ ଲୋକ ଭଲ ପାଇଥାଆନ୍ତି। ହେଲେ ସବୁବେଳେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖରାପ। କେବଳ ଥଣ୍ଡା ସର୍ଦ୍ଦି ନୁହେଁ ଏହା ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ। ଖାଦ୍ୟ ଖାଇବା ପରେ ଥଣ୍ଡାପାଣି ପିଇବା ଅଧିକ ଖରାପ। ଏପରି କରିବା ଦ୍ୱାର ଖାଦ୍ୟରେ ଥିବା ତୈଳ…