୧୬୫କୋଟି ଡୋଜ୍‍ରୁ ଅଧିକ ଟିକାଦାନ କରି ଭାରତ ଆଉ ଏକ ସଫଳତା ହାସଲ

ଦେଶବ୍ୟାପୀ ଚାଲିଥିବା ସର୍ବବୃହତ୍‍ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି । ୧୬୫କୋଟି ଡୋଜ୍‍ରୁ ଅଧିକ ଟିକାଦାନ କରି ଭାରତଆଉ ଏକ ସଫଳତା ହାସଲ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ୧୬୫ କୋଟି ୫୯ ଲକ୍ଷ ୬୪ହଜାରରୁ ଅଧିକ ଡୋଜ୍‍ ଟିକାଦାନ କରାଯାଇଥିବା ଜଣାପଡିଛି । ୧ କୋଟି ୧୧ଲକ୍ଷ ୨୯

ରାଜ୍ୟରେ ମାଟ୍ରିକ ଓ ଯୁକ୍ତ-୨ ପରୀକ୍ଷା ଯଥା ସମୟରେ ହେବ

ରାଜ୍ୟରେ ମାଟ୍ରିକ ଓ ଯୁକ୍ତ-୨ ପରୀକ୍ଷା ଯଥା ସମୟରେ ହେବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେଣୁ ଏଥିପାଇଁପରୀକ୍ଷାର୍ଥୀମାନେ ପ୍ରସ୍ତୁତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଗତ କିଛିଦିନର ସ୍ଥିତିକୁ ଲକ୍ଷ୍ୟ କଲେ ରାଜ୍ୟର କରୋନା ସଂକ୍ରମଣ ହ୍ରାସ

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍ ୨୦୨୦ ହାଇକୋର୍ଟରେ କାଏମ

ଓଡ଼ିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ୍‍ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ଏଥିସହିତ ଏ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଫଳରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍ ୨୦୨୦ ହାଇକୋର୍ଟରେ

ପୁଣି ଥରେ ନାମାଙ୍କନର ସୁଯୋଗ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର

ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦୌ ପ୍ରାର୍ଥୀପତ୍ର ଦାଖଲ ହୋଇ ପାରି ନଥିବା ସ୍ଥାନରେ ପୁଣି ଥରେ ନାମାଙ୍କନର ସୁଯୋଗ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ନିର୍ବାଚନ କମିଶନର କହିଛନ୍ତି, ପ୍ରାର୍ଥୀପତ୍ର ଦାଖଲ ହୋଇ

ଓମିକ୍ରନ୍‍ ସଂକ୍ରମଣ ୬୦ପ୍ରତିଶତ- ଏବେ ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉ ଥିବାଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର…

ଜିନମ୍‍ ସିକୁଏନ୍‍ସିଂ ଅନୁଯାୟୀ ଦେଶରେ ଓମିକ୍ରନ୍‍ ସଂକ୍ରମଣ ୬୦ ପ୍ରତିଶତ ଥିବାବେଳେ ଏବେ ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉ ଥିବା ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା

ରାଜ୍ୟରେ ପୁଣି ଶୀତ ବଢ଼ିବ-କେତେକ ସ୍ଥାନରେ କୁହୁଡି ଓ ଘନକୁହୁଡି ହେବାର ସମ୍ଭାବନା

ରାଜ୍ୟରେ ପୁଣି ଶୀତ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୬, ୨୭ ଓ ୨୮ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ୨୬ ଓ ୨୭ ତାରିଖରେ କେତେକ ସ୍ଥାନରେ କୁହୁଡି ଓ ଘନକୁହୁଡି ହେବାର ସମ୍ଭାବନା ରହିଛି । ଏହି ୩ଦିନ ପାଗ ଶୁଖିଲା ରହିଲେ

ସାଧାରଣତନ୍ତ୍ର ଦିବସ-୨୦୨୨ ଅବସରରେ ଦେଶର ୯୩୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକରେ ସମ୍ମାନିତ କରାଯିବ

ସାଧାରଣତନ୍ତ୍ର ଦିବସ-୨୦୨୨ ଅବସରରେ ଦେଶର ୯୩୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକରେ ସମ୍ମାନିତ କରାଯିବ । ୧୮୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସାହସିକତା ପାଇଁ ପୁଲିସ ପଦକରେ ସମ୍ମାନିତ ହେବେ । ଅନ୍ୟପକ୍ଷରେ ୮୮ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୬ଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ

ଆଗାମୀ ୫ଦିନ ମଧ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ଥିବାବେଳେ ଘନକୁହୁଡି ପ୍ରତି ସତର୍କ ରହିବାକୁ ସ୍ୱତନ୍ତ୍ର…

ସମଗ୍ର ରାଜ୍ୟରେ ଏବେ ଶୀତର ଲହରୀ ବୃଦ୍ଧି ପାଇଥିବାରୁ କେତେକ ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହୋଇଛି । ଏହାର ପ୍ରଭାବରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଆଦି ଜିଲ୍ଲାରେ ଘନକୁହୁଡି ପରିଦୃଶ୍ୟ ହେବାରୁ ଭୁବନେଶ୍ୱର ପାଣିପାଗ ବିଭାଗ

ପିଲାଙ୍କ ବୈଦ୍ଧିକ ବିକାଶ ପାଇଁ ରାଜ୍ୟସରକାର ପଦକ୍ଷେପ ଗ୍ରହଣ

କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ଗୁରୁତରଭାବେ ପ୍ରଭାବିତ ହୋଇଥିବାବେଳେ ଏହିେ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ସହ ପିଲାଙ୍କ ବୈଦ୍ଧିକ ବିକାଶ ପାଇଁ