Sign in
Sign in
Recover your password.
A password will be e-mailed to you.
ନିର୍ବାଚନ କମିଶନ୍ ଓଡ଼ିଶା ସମେତ କେରଳ ଓ ଉତ୍ତରାଖଣ୍ଡର ତିନୋଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା
…
ନିର୍ବାଚନ କମିଶନ୍ ଓଡ଼ିଶା ସମେତ କେରଳ ଓ ଉତ୍ତରାଖଣ୍ଡର ତିନୋଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣାକରିଛନ୍ତି ।
ଓଡ଼ିଶାର ବ୍ରଜରାଜନଗର ବିଧାନସଭା ଆସନ, କେରଳର ଥ୍ରୀକାକରା ଆସନ ଓ ଉତ୍ତରାଖଣ୍ଡର ଚମ୍ପାୱତ୍ ଆସନ ପାଇଁ ଚଳିତ ମାସ ୩୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।!-->!-->!-->…
୨୦୨୨-୨୩ ରବି ଋତୁରେ ଏପର୍ଯ୍ୟନ୍ତ ୧୧ଟି ରାଜ୍ୟରୁ ୧୬୧ ଲକ୍ଷ
ମେଟ୍ରିକ୍ ଟନ୍ ଗହମ ସଂଗୃହିତ
୨୦୨୨-୨୩ ରବି ଋତୁରେ ଏପର୍ଯ୍ୟନ୍ତ ୧୧ଟି ରାଜ୍ୟରୁ ୧୬୧ ଲକ୍ଷ ମେଟ୍ରିକ୍ ଟନ୍ ଗହମ ସଂଗୃହିତ ହୋଇଛି । ସେହି ରାଜ୍ୟ ଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ, ହରିଆନା, ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଗୁଜରାତ, ବିହାର ଓ ରାଜସ୍ଥାନ ରହିଛି ।!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱ ଯେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହୋଇଛି ସେତେବେଳେ ଭାରତ ଏହାର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱ ଯେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହୋଇଛି ସେତେବେଳେ ଭାରତ ଏହାର ସମାଧାନ ସୂତ୍ର ବାହାର କରିଛି । ଏହାକୁ ସେ ନୂତନ ଭାରତର ଶକ୍ତି ବୋଲି କହିଛନ୍ତି । ଗତକାଲି ଜର୍ମାନୀର ବର୍ଲିନ୍ଠାରେ ଭାରତୀୟ ବଂଶୋଦ୍ଭବଙ୍କ ସହିତ ଆଲୋଚନା ବେଳେ!-->…
ସି.ବି.ଆଇ. ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି, ଗୀତାଞ୍ଜଳୀ
ଜେମ୍ସ ଲିମିଟେଡ୍, ସୂରଯମଲ ଲାଲୁଭାଇ ଆଣ୍ଡ କମ୍ପାନୀ…
ସି.ବି.ଆଇ. ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି, ଗୀତାଞ୍ଜଳୀ ଜେମ୍ସ ଲିମିଟେଡ୍, ସୂରଯମଲ ଲାଲୁଭାଇ ଆଣ୍ଡ କମ୍ପାନୀ ଓ ଅନ୍ୟଖିଲାପକାରୀମାନଙ୍କ ବିରୁଦ୍ଧରେ ସାନି ମାମଲା ରୁଜୁ କରିଛି । ସେମାନେ ଭାରତୀୟ ଶିଳ୍ପପାଣ୍ଠି ନିଗମରୁ ୨୫ କୋଟି ଟଙ୍କା ଋଣ ନେଇଥିଲେ ।ସି.ବି.ଆଇ. ତଦନ୍ତ କରିବା!-->…
୨୦୭୦ ସୁଦ୍ଧା ଅଙ୍ଗାଳକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ନେବା ପାଇଁ ଭାରତ ଦେଇଥିବା ପ୍ରତିଶ୍ରୁତିର ପୂରଣ ସକାଶେ
ପରିବେଶର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ଏହାର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛି । ୨୦୭୦ ସୁଦ୍ଧା ଅଙ୍ଗାଳକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ନେବା ପାଇଁ ଭାରତ ଦେଇଥିବା ପ୍ରତିଶ୍ରୁତିର ପୂରଣ ସକାଶେ ଭାରତ ଜାତୀୟ ହାଇଡ୍ରୋଜେନ୍ ଶକ୍ତି ମିଶନ୍ ଆରମ୍ଭ କରିଛି ।!-->…
ଦେଶରେ ଇଦ୍-ଉଲ୍-ଫିତର୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ
କରାଯାଉଛି
ଦେଶରେ ଇଦ୍-ଉଲ୍-ଫିତର୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି । ପବିତ୍ର ରମ୍ଜାନ୍ ମାସ ଶେଷରେ ପାଳିତ ହେଉଥିବା ଇଦ୍- ଉଲ୍-ଫିତର ଈଶ୍ୱର ଭକ୍ତି ଓ କୃତଜ୍ଞତାର ପ୍ରତୀକ ବହନ କରିଥାଏ । କରୋନା ମହାମାରୀ ପରେ ଆଜି ଇଦ୍ଗା ଓ ମସ୍ଜିଦ୍ ଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ବିପୁଳ!-->…
‘ପୁଞ୍ଜିନିବେଶର ସାମର୍ଥ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ଭବିଷ୍ୟତ ଶକ୍ତି ଚାହିଦା’
ଆଜାଦି କା ଅମ୍ରିତ ମହୋତ୍ସବର ଅଂଶସ୍ୱରୂପ ସିଲଂଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ‘ପୁଞ୍ଜିନିବେଶର ସାମର୍ଥ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ଭବିଷ୍ୟତ ଶକ୍ତି ଚାହିଦା’ ଶୀର୍ଷକ ଏହି କର୍ମଶାଳାକୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ, ମେଘାଳୟ ସରକାର, ଉତ୍ତର ପୂର୍ବାଞ୍ଚଳ ପରିଷଦ ଓ!-->…
ରାଜ୍ୟର ୯୬ଦଶମିକ ୫ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
ଯୋଜନାରେ ସାମିଲ ପାଇଁ ଚିହ୍ନଟ
ରାଜ୍ୟର ୯୬ଦଶମିକ ୫ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୮ପ୍ରତିଶତ ପରିବାରକୁ ଇତିମଧ୍ୟରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସମିତି ପରିଚାଳନା ପରିଷଦ ବୈଠକରେ ସୂଚନା ଦିଆଯାଇଛି ।
!-->!-->…
ଶ୍ରୀଲଙ୍କାରେ ଭାରତୀୟ ନୌସେନାର ଜାହାଜ ଯୋଗାଇଦେବ
ଶ୍ରୀଲଙ୍କାର ସାମ୍ପ୍ରତିକ ସଂକଟ ଜନକ ପରିସ୍ଥିତିରେ ସେଠାରେ ଚିକିତ୍ସା ସହାୟତ ପହଞ୍ଚାଇବା ପାଇଁ ଆଇ.ଏନ୍.ଏସ୍. ଘଡ଼ିଆଳ କଲମ୍ବୋରେ ପହଞ୍ଚିଛି । ଏହା ସେଠାରେ ୭୬୦ କିଲୋଗ୍ରାମ ଓଜନର ୧୦୭ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ପହଞ୍ଚାଇଛି । ଶ୍ରୀଲଙ୍କା ସ୍ୱାସ୍ଥ୍ୟ ମନ୍ତ୍ରୀ ଚନ୍ନା ଜୟସୁଗନା!-->…
ଅଲିଭ ରିଡ୍ଲେ କଇଁଛଙ୍କ ଗତିବିଧି ଅନୁଧ୍ୟାନ -ଓଡ଼ିଶା ଉପକୂଳରେ ସେମାନଙ୍କ ସଂରକ୍ଷଣ ଓ ପରିବେଶଗତ ପ୍ରଭାବକୁ ନିରୀକ୍ଷଣ
ଅଲିଭ ରିଡ୍ଲେ କଇଁଛଙ୍କ ଗତିବିଧି ଅନୁଧ୍ୟାନ କରିବା, ଓଡ଼ିଶା ଉପକୂଳରେ ସେମାନଙ୍କ ସଂରକ୍ଷଣ ଓ ପରିବେଶଗତ ପ୍ରଭାବକୁ ନିରୀକ୍ଷଣ କରିବା ପାଇଁ କେନ୍ଦ୍ର ପରିବେଶ ବିଭାଗ ଓ ରାଜ୍ୟ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ତଥ୍ୟ ସଂଗ୍ରହ ଜାରି ରହିଛି । ୨୦୨୧ ମସିହାରୁ ଏହି କାର୍ଯ୍ୟ ଆରମ୍ଭ!-->!-->!-->…