ସି.ବି.ଆଇ. ପଳାତକ ହୀରା ବ୍ୟବସାୟୀ ମେହୁଲ୍‍ ଚୋକ୍ସି, ଗୀତାଞ୍ଜଳୀ
ଜେମ୍ସ ଲିମିଟେଡ୍‍, ସୂରଯମଲ ଲାଲୁଭାଇ ଆଣ୍ଡ କମ୍ପାନୀ ଓ ଅନ୍ୟ
ଖିଲାପକାରୀମାନଙ୍କ ବିରୁଦ୍ଧରେ ସାନି ମାମଲା ରୁଜୁ

182

ସି.ବି.ଆଇ. ପଳାତକ ହୀରା ବ୍ୟବସାୟୀ ମେହୁଲ୍‍ ଚୋକ୍ସି, ଗୀତାଞ୍ଜଳୀ ଜେମ୍ସ ଲିମିଟେଡ୍‍, ସୂରଯମଲ ଲାଲୁଭାଇ ଆଣ୍ଡ କମ୍ପାନୀ ଓ ଅନ୍ୟ
ଖିଲାପକାରୀମାନଙ୍କ ବିରୁଦ୍ଧରେ ସାନି ମାମଲା ରୁଜୁ କରିଛି । ସେମାନେ ଭାରତୀୟ ଶିଳ୍ପପାଣ୍ଠି ନିଗମରୁ ୨୫ କୋଟି ଟଙ୍କା ଋଣ ନେଇଥିଲେ ।
ସି.ବି.ଆଇ. ତଦନ୍ତ କରିବା ସମୟରେ ମୁମ୍ବାଇ ଓ କୋଲକାତାର ୮ଟି ସ୍ଥାନରେ ଚଢ଼ଉ କରି ସେଠାରୁ ଅନେକ ଦସ୍ତାବିଜ୍‍ ଜବତ କରିଥିଲା ।
ପଞ୍ଜାବ ନ୍ୟାସନାଲ୍‍ ବ୍ୟାଙ୍କ୍‍ ଋଣ ଖିଲାପ ମାମଲାରେ ଚୋକ୍ସି ମୁଖ୍ୟ ଅଭିଯୁକ୍ତ ରହିଛି ।

Comments are closed, but trackbacks and pingbacks are open.