Sign in
Sign in
Recover your password.
A password will be e-mailed to you.
ଆସନ୍ତା ଶନିବାର ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା
ଓ କନ୍ଧମାଳ ଜିଲ୍ଲାରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର…
ଦକ୍ଷିଣ ଅଣ୍ଡାମାନ ସାଗରରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି କଟକ, ଖୋର୍ଦ୍ଧା,ଯାଜପୁର, ଭଦ୍ରକ, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ ଦେବଗଡ଼ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବପରିଲକ୍ଷିତ!-->…
ଅଣସ୍ୱୀକୃତିପ୍ରାପ୍ତ ୱେବ୍ସାଇଟ୍ ଏବଂ ଅଜଣା ଲିଙ୍କ୍ ଜରିଆରେ
ସାଇବର ଆକ୍ରମଣ ବିପଦ ବିରୋଧରେ
ସାଇବର୍ ବିଶେଷଜ୍ଞ ଏବଂ ସାଇବର୍ ଅପରାଧ ପରିଚାଳନା କରୁଥିବା ଅଧିକାରୀମାନେ ଅଣସ୍ୱୀକୃତିପ୍ରାପ୍ତ ୱେବ୍ସାଇଟ୍ ଏବଂ ଅଜଣା ଲିଙ୍କ୍ ଜରିଆରେସାଇବର ଆକ୍ରମଣ ବିପଦ ବିରୋଧରେ ଅନ୍ଲାଇନ୍ ବ୍ୟବହାରକାରୀମାନଙ୍କୁ ସତର୍କ କରାଇଛନ୍ତି । ସାଇବର୍ ନିରାପତ୍ତା ସଂକ୍ରାନ୍ତରେ ଏକ!-->…
ଲଘୁଚାପ-ସରକାର ଅତି କମ୍ରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନାକୁ ନେଇ ଓଡ଼ିଶା ସରକାର ଅତି କମ୍ରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘୂର୍ଣ୍ଣିଝଡ଼ର ପ୍ରକୃତ ପଥ ଏ ପର୍ଯ୍ୟନ୍ତ ଅନୁମାନ କରାଯାଇ ପାରିନଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ କହିଛି, ବଙ୍ଗୋପସାଗରରେ!-->…
ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ କମିଶନ୍ ୟୁ.ଜି.ସି. ସାଧାରଣ ବିଶ୍ୱବିଦ୍ୟାଳୟ
ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଦାଖଲ ଶେଷ…
ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ କମିଶନ୍ ୟୁ.ଜି.ସି. ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଦାଖଲ ଶେଷ ସମୟ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୨୦୨୨ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ସକାଶେ କେନ୍ଦ୍ରୀୟ, ରାଜ୍ୟ, ବେସରକାରୀ ଓ ଡିମ୍ଡ୍!-->…
ବନ୍ଦରଭିତ୍ତିକ ସାଗରମାଳା ପ୍ରକଳ୍ପର ବିକାଶ ପାଇଁ ଏହି ସର୍ବୋଚ୍ଚ କମିଟି ନୀତି ନିର୍ଦ୍ଦେଶନାମା ଓ ପଥ ପ୍ରଦର୍ଶନ…
କେନ୍ଦ୍ର ବନ୍ଦର ନୌଚଳାଚଳ ଓ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଆଜି ନୂଆଦିଲ୍ଲୀରେ ଜାତୀୟ ସାଗରମାଳା ସର୍ବୋଚ୍ଚ କମିଟି - ଏନ୍.ଏସ୍.ଏ.ସି. ବୈଠକରେ ଅଧ୍ୟକ୍ଷତା କରିବେ । ବନ୍ଦରଭିତ୍ତିକ ସାଗରମାଳା ପ୍ରକଳ୍ପର ବିକାଶ ପାଇଁ ଏହି ସର୍ବୋଚ୍ଚ କମିଟି ନୀତି ନିର୍ଦ୍ଦେଶନାମା ଓ ପଥ!-->…
ଦେଶରେ କୋଭିଡ୍ ଟିକାକରଣ ଶହେ ଅଣାନବେ କୋଟି ଅଣାଅଶି
ଲକ୍ଷ୍ୟ ଅତିକ୍ରମ
ଦେଶରେ କୋଭିଡ୍ ଟିକାକରଣ ଶହେ ଅଣାନବେ କୋଟି ଅଣାଅଶି ଲକ୍ଷ୍ୟ ଅତିକ୍ରମ କରିଛି । ଗତକାଲି ଗୋଟିଏ ଦିନରେ ୧୪ ଲକ୍ଷରୁ ଊଦ୍ଧ୍ୱର୍ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ୧୨ରୁ ୧୪ ବର୍ଷ ମଧ୍ୟରେ ପିଲାମାନଙ୍କୁ ୩ କୋଟି ୮୭ଲକ୍ଷରୁ ଊଦ୍ଧ୍ୱର୍!-->…
ଫ୍ରାନ୍ସ ବିଭିନ୍ନ କ୍ଷେତ୍ରରେ ଭାରତର ଏକ ଶକ୍ତିଶାଳୀ ଭାଗିଦାରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି ।ଶ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲମାକ୍ରନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନାର କରିବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ଟୁଇଟ୍ କରି ଶ୍ରୀ ମୋଦୀ କହିଛନ୍ତି,!-->…
ଭାରତ ଓ ଡେନ୍ମାର୍କ ମଧ୍ୟରେ ପ୍ରଥମଥର ପାଇଁ ସ୍ୱାକ୍ଷରିତ ସବୁଜ କୌଶଳାତ୍ମକ ଭାଗିଦାରୀ ରାଜିନାମାର ପ୍ରଗତିକୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦେଶୀୟ ୟୁରୋପ ଗସ୍ତର ଦ୍ୱିତୀୟ ଦିନରେ ଅପରାହ୍ଣରେ ଡେନ୍ମାର୍କର ରାଜଧାନୀ କୋପେନ୍ହେଗେନ୍ରେ ଯାଇ ପହଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ଶୁଭେଚ୍ଛାମୂଳକ ପଦକ୍ଷେପ ସ୍ୱରୂପ ଡେନ୍ମାର୍କର ପ୍ରଧାନମନ୍ତ୍ରୀ ମେଟେ ଫେଡେରିକ୍ସେନ୍ ବିମାନ ବନ୍ଦରରୁ ଶ୍ରୀ!-->…
ଆଇ.ପି.ଏଲ୍. କ୍ରିକେଟ୍ ମ୍ୟାଚ୍ରେ କୋଲକାତା ନାଇଟ୍ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ୱିକେଟ୍ରେ ପରାସ୍ତ କରିଛି
ନଭି ମୁମ୍ବାଇର ଡି.ୱାଇ. ପାଟିଲ୍ ଷ୍ଟାଡିୟମ୍ଠାରେ ରାତି ୭ଟା ୩୦ରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ ।ଗତକାଲି ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ଆଇ.ପି.ଏଲ୍. କ୍ରିକେଟ୍ ମ୍ୟାଚ୍ରେ କୋଲକାତା ନାଇଟ୍ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ୱିକେଟ୍ରେ!-->…
ଦେଶବ୍ୟାପି କୋଭିଡ୍ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୧୮୯ କୋଟି ୩୮ଲକ୍ଷରୁ ଅଧିକ ଟିକା ପ୍ରଦାନ
ଦେଶବ୍ୟାପି କୋଭିଡ୍ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୧୮୯ କୋଟି ୩୮ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି । କେବଳ ଗତକାଲି ୧୪ଲକ୍ଷରୁ ଅଧିକ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ୧୨ରୁ ୧୪ ବର୍ଷ ବୟସ ବର୍ଗରେ ୩କୋଟି ୭୨ଲକ୍ଷରୁ ଅଧିକ!-->…