ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ଉଲ୍ଲଙ୍ଘନ କଲେ ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ପାଇଁ ଆଜିଠାରୁ ଅନ୍‍ଲାଇନ୍‍ରେ ଆବଦେନ ଆରମ୍ଭ ହୋଇଛି । ଙ୍ଗଙ୍ଗଙ୍ଗ.ଗ୍ଦସବଜ୍ଞ.ସଦ୍ଭରେ ଗାଡ଼ି ମାଲିକମାନେ ଆବଶ୍ୟକ ଦେୟ ଦେଇ ଏହି ଆବେଦନ କରିପାରିବେ । ଗାଡ଼ିର ବୀମା କିମ୍ବା କୌଣସି ପ୍ରକାର ଚାଲାଣ ବକେୟା ଥିଲେ ମଧ୍ୟ ଏହି

ଶୀତଳଷଷ୍ଠୀ ଯାତ୍ରାପାଇଁ ପତରପେଣ୍ଡି ଅନୁଷ୍ଠିତ

ସମ୍ବଲପୁର ସହରର ଦୁର୍ଗାପାଲି ସ୍ଥିତ ଶ୍ରୀ ଶ୍ରୀ ଗୁଡେଶ୍ୱର ବାବା ମନ୍ଦିରର ଶୀତଳଷଷ୍ଠୀ ଯାତ୍ରାପାଇଁ ପତରପେଣ୍ଡି ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର ଓ ସମୀର ଶତପଥୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ବରପିତା ସାମ୍ବାଦିକ ହେମନ୍ତ

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍‍ ପାଇଁ ଟିକେଟ୍‍ ବିକ୍ରି ଆରମ୍ଭ

କଟକ ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍‍ ପାଇଁ ଟିକେଟ୍‍ ବିକ୍ରି ଆରମ୍ଭ ହୋଇଛି । ଅନ୍‍ଲାଇନ୍‍ରେ ୫ ହଜାର ଟିକେଟ୍‍ ବିକ୍ରି କରାଯିବାର ବ୍ୟବସ୍ଥା ରହିଛି । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନ୍‍କ୍ଲୋଜର୍‍, ନ୍ୟୁ-ପାଭିଲିୟନ୍‍ ଏବଂ ଏ.ସି.ବକ୍ସ ପାଇଁ ଟିକେଟ୍‍ ବିକ୍ରି କରାଯିବ ।

ରାଜ୍ୟରେ ଗୋଟିଏ ଦିନରେ ଆଉ ୧୪ ଜଣ ନୂଆ କରୋନା ଆକ୍ରାନ୍ତ
ଚିହ୍ନଟ

ରାଜ୍ୟରେ ଗୋଟିଏ ଦିନରେ ଆଉ ୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର

ନ୍ୟାଶନାଲ୍‍ ଡିଫେନ୍ସ ଏକାଡେମୀର ୧୪୨ତମ ପାଶିଙ୍ଗ୍‍
ଆଉଟ୍‍ ପ୍ୟାରେଡ୍‍

ନ୍ୟାଶନାଲ୍‍ ଡିଫେନ୍ସ ଏକାଡେମୀର ୧୪୨ତମ ପାଶିଙ୍ଗ୍‍ ଆଉଟ୍‍ ପ୍ୟାରେଡ୍‍ ପୁଣେ ସ୍ଥିତ କ୍ଷେତ୍ରପାଳ ମଇଦାନଠାରେ ଅନୁଷ୍ଠିତ ହୋଇଛି । କ୍ୟାଡେଟ୍‍ ମାନେ ଚିତ୍ତାକର୍ଷକ ପ୍ୟାରେଡ୍‍ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଉଦ୍‍ବୋଧନ ଦେଇ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍‍ ବିବେକ ରାମ

ଭାରତର ବିକାଶ, ସୁରକ୍ଷା ଓ ସଭ୍ୟତା କୁଟନୀତିର କେନ୍ଦ୍ରବିନ୍ଦୁ-ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିରେ ସର୍ବଦା ଲୋକମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଆସିଛି । କିଛି ଟ୍ୱିଟ୍‍ କରି ସେ କହିଛନ୍ତି ଭାରତର ବିକାଶ, ସୁରକ୍ଷା ଓ ସଭ୍ୟତା କୁଟନୀତିର କେନ୍ଦ୍ରବିନ୍ଦୁ ରହିଛି । ଜନସାଧାରଣଙ୍କ ହିତ ପାଇଁ କୁଟନୀତିକୁ

ଜୁନ୍‍ ମାସ ୧୦ ତାରିଖ ସୁଦ୍ଧା ଓଡ଼ିଶାରେ ମୌସୁମୀ ପ୍ରଭାବରେ ବର୍ଷା:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି

। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି ଏହାର ପ୍ରଭାବରେ କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ ତାମିଲ୍‍ନାଡ଼ରୁ କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ସକ୍ରିୟ ହୋଇଛି । ପାଗ ଅନୁକୂଳ ଥିବାରୁ ଆସନ୍ତା ତିନି ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର କିଛି ଅଞ୍ଚଳ,

ଅନ୍‍ଲାଇନ୍‌ରେ ବିନା ମୂଲ୍ୟରେ ଏହି ଚଳଚ୍ଚିତ୍ରଗୁଡ଼ିକୁ ଦେଖିବାର ସୁଯୋଗ ପାଇପାରିବେ

ସପ୍ତଦଶ ମୁମ୍ବାଇ ବୃତ୍ତଚିତ୍ର, କ୍ଷୁଦ୍ର ଫିକ୍‍ସନ୍‍ ଓ ଆନିମେସନ ଚଳଚ୍ଚିତ୍ର - ଏମ୍‍.ଆଇ.ଏଫ୍‍.ଏଫ୍‍.-୨୦୨୨ ଗତକାଲି ମୁମ୍ବାଇର ନେହେରୁ କେନ୍ଦ୍ରରେଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଚଳଚ୍ଚିତ୍ର ପ୍ରଭାଗ ପକ୍ଷରୁ ଏହି

ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବି.ଜେ.ପି.
ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି

ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବି.ଜେ.ପି. ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ବି.ଜେ.ପି. ୧୬ ଓ କଂଗ୍ରେସ ୧୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କର୍ଣ୍ଣାଟକରୁ ପ୍ରାର୍ଥୀ କରାଯାଇଥିବାବେଳେ