Sign in
Sign in
Recover your password.
A password will be e-mailed to you.
ମସ୍କୋରେ ବିୟର ଅଭାବ, ଫୁଟବଲ ଫ୍ୟାନ ପିଇଯାଉଛନ୍ତି ଦିନକୁ ଶହ ଶହ ଲିଟର ବିୟର
ମସ୍କୋ : ଋଷିଆରେ ଏବେ ବିଶ୍ୱ ଫୁଟବଲର ମହାକୁମ୍ଭ ବିଶ୍ୱକପ ଫୁଟବଲ ଚାଲିଛି । ଏହାକୁ ଦେଖିବାକୁ ସାରା ବିଶ୍ୱରୁ ଫୁଟବଲପ୍ରେମୀମାନେ ଏହି ଦେଶକୁ ଆସିଛନ୍ତି । କେତେକ ନିଜ ଦେଶର ଟିମକୁ ଚିୟର କରିବାକୁ ଆସିଥିବାବେଳେ ଆଉ କେତେକ କେବଳ ଫୁଟବଲକୁ ଉପଭୋଗ କରିବାକୁ ଆସିଛନ୍ତି । ଋଷିଆରେ ଏବର୍ଷ ଟିକିଏ…
ଏହି ତିନୋଟି ହାଇଏଣ୍ଡ ସ୍ମାର୍ଟଫୋନ୍ର ବିଲୁକୁଲ୍ ନୂଆ ଫିଚର୍, ୪୦ ଏମ୍ପି କ୍ୟାମେରା ସେନସ୍ର
ଏବେ ବଜାରରେ ଓ ଅନ୍ଲାଇନ୍ ବିଭିନ୍ନ ସ୍ମାର୍ଟଫୋନ୍ ଉପଲବ୍ଧ ହେଉଛି । ଏଥିରେ ନୂଆ ନୂଆ ଫିଚର ଆସୁଛି । ଅନ୍ୟ ଓଏସ୍ ଅପେକ୍ଷା ଆଣ୍ଡ୍ରଏଡ୍ ଓଏସ୍ ଥିବା ଫୋନ୍ମାନଙ୍କର ଚାହିଦା ବୃଦ୍ଧି ପାଉଛି । ତେବେ ସାମସଙ୍ଗ, ଭିଭୋ ଓ ହୁଓ୍ୱାଇ ସ୍ୱତନତ୍ର ଫିଚର ଥିବା ସ୍ମାର୍ଟ ଫୋନ୍ ଲଞ୍ଚ୍ …
କେମିତି ଖୋଲିବେ ଜିରୋ ବାଲାନ୍ସ ସେଭିଙ୍ଗ୍ ଆକାଉଣ୍ଟ, ଦରକାର ନାହିଁ ମିନିମମ୍ ବାଲାନ୍ସ
ନୂଆଦିଲ୍ଲୀ: ଏବେ ବ୍ୟାଙ୍କଖାତାରେ କି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ଟଙ୍କା ନ ଥିଲେ ମାସ ଶେଷରେ ଜରିମାନା ଦେବାକୁ ପଡୁଛି । କିଛି ଆକାଉଣ୍ଟରେ ମାଇନସ୍ ବାଲାନ୍ସ ବି ହୋଇଯାଉଛି । ମାତ୍ର ଆପଣ ବିଭିନ୍ନ ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ପାରିବେ ଏଥିପାଇଁ ଟଙ୍କା ଜମା ଦେବା ଦରକାର…
କିପରି ଲୋକକୁ କେବେ ବିଶ୍ୱାସ କରିବେ ନାହିଁ ଜାଣନ୍ତୁ
ବିଶ୍ୱାସ ମଣିଷର ସବୁଠାରୁ ବଡ ଜିନିଷ । ମାତ୍ର ବେଳେ ବେଳେ ଅତ୍ୟଧିକ ବିଶ୍ୱାସ ଯୋଗୁଁ ମଣିଷ ଧୋକା ପାଇଥାଏ ।ତେବେ କିପରି ଲୋକଙ୍କ ଉପରେ ବିଶ୍ୱାସ କରିବା ଅନୁଚିତ ଜାଣନ୍ତୁ
-ସବୁ କଥାରେ ନିଜ ଫାଇଦା ଦେଖୁଥିବା ବ୍ୟକ୍ତିଠାରୁ ଦୂରେଇ ରୁହନ୍ତୁ। କାହିଁକି ନାଁ ଭଲ ସଂପର୍କର ପରମାପକ ଫାଇଦା…
ବିଲେଇ ରାସ୍ତାପାର କରିବା ସତ୍ୟତା ଓ ଅନ୍ଧ ବିଶ୍ୱାସ
ରାସ୍ତାରେ ବିଲେଇ ପାର ହେଲେ ଅନେକ ଏହା ଖରାପ ବୋଲି ବିଶ୍ୱାସ କରି ଥାଆନ୍ତି । କିଛି ଲୋକ ଚାରି ପାଦ କି ଅଳ୍ପ ପଛକୁ ଫେରି ଥାଆନ୍ତି । ଏହା କେବଳ ଭାରତରେ ନୁହଁ ୟୁରୋପର କିଛି ରାଷ୍ଟ୍ରରେ ପ୍ରଚଳିତ । ପୁରାତନ କାଳରେ ଲୋକମାନେ ଶଗଡ, ବଳଦ ଗାଡ଼ିରେ କିମ୍ବା ଘୋଡା ଗାଡିରେ ଯାତାୟାତ କରୁଥିଲେ।…
‘ଶ୍ୱାସରୋଗ’-ଏହି ଘରୋଇ ଖାଦ୍ୟ ଓ ଆସନ ପ୍ରାଣାୟମ ଦ୍ୱାରା ଚିକିତ୍ସା ସମ୍ଭବ
ସାଧାରଣତଃ ଦୁଇଟି ଜିନିଷର ପ୍ରଭାବରେ ଶ୍ୱାସରୋଗ ଦେଖାଯାଏ ଗୁଣସୂତ୍ର (ଜିନ୍) ଏବଂ ପରିବେଶ। ଏହି ରୋଗର ପ୍ରତିଷେଧକ ଟୀକା ନାହିଁ। ଜିନ୍ ଉପରେ ଆମର କର୍ତ୍ତୃତ୍ୱ ନାହିଁ। ପରିବେଶ ଉପରେ ନିୟନ୍ତ୍ରଣ ସୀମିତ। ତେଣୁ ଶ୍ୱାସରୋଗକୁ ପ୍ରତିରୋଧ କରିବା ଏକ କଠିନ କାର୍ଯ୍ୟ। ଶ୍ୱାସ ରୋଗର ନିୟନ୍ତ୍ରଣ…
ଘରେ ରଖନ୍ତୁ ନାହିଁ ଏ ସବୁ ଜିନିଷ , ଆସିପାରେ ବିପତ୍ତି
ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଜିନଷ ଗରେ ରଖିଲେ ଏହାର ସୁଫଳ ମିଳେ । ମାତ୍ର ଏପରି କିଛି ଦ୍ରବ୍ୟ ଅଛି ଯାହାକୁ ରଖିଲେ ଏହା ନକରତ୍ମକ ପ୍ରଭାବ ପକାଇଥାଏ । ତଳେ ଏ ସବୁ ଜିନିଷ ବିଷର ତାଲିକା ରହିଛି ।
-ଭୂତ ପୋଷ୍ଟର୍
-ଛିଣ୍ଡା ଚପଲ
-ଭଙ୍ଗା ବାସନ
-ପୋଡ଼ି ଯାଇଥିବା କପଡ଼ା
-କଳଙ୍କି ଲଗା…
ସକାଳୁ ମୋଦି କିପରି ପଥର ଉପରେ କରୁଛନ୍ତି ବ୍ୟାୟାମ ଦେଖନ୍ତୁ, ଭିଡିଓ
ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ପାଇଁ ଆହ୍ୱାନ ଦେଇଛନ୍ତି । ବ୍ୟାୟାମ କଲେ ସମସ୍ତେ ସୁସ୍ଥ ସବଳ ରହିବେ । ଏହା ଦେଶର ପ୍ରଗତି ପାଇଁ ହିତକର । ସେ ଏକ ବଗିଚାରେ ବ୍ୟାୟାମ କରିବା ସହ ଏକ ପଥର ଉପରେ କିଛି ଯୋଗ ଓ ବ୍ୟାୟାମ କରୁଥିବାର ଭିଡିଓ ପୋଷ୍ଟ କରିଛନ୍ତି । ଦେଖନ୍ତୁ…
ରୋଷେଇ ଘରେ କରନ୍ତୁ ନାହିଁ ଏପରି କାର୍ଯ୍ୟ
ରୋଷାଇ ଘର ହେଉଛି ଲକ୍ଷ୍ମୀଙ୍କ ବାସ ସ୍ଥାନ । ତେଣୁ ରୋଷାଇ ଘରେ ଏହି ସବୁ କାର୍ଯ୍ୟ କରନ୍ତୁ ।
-ରୋଷେଇ ଗୃହ ମଧ୍ୟରେ ଠାକୁର ରଖନ୍ତୁ ନାହିଁ।
-ଘରର ସାମ୍ନା ଗେଟ୍ ସମ୍ମୁଖରେ ରୋଷେଇ ଘର କରନ୍ତୁ ନାହିଁ।
-ଗାଧୋଇ ସାରି ରୋଷେଇ ଘରରେ ପ୍ରବେଶ କରନ୍ତୁ।
-ରୋଷେଇ ଘର ମଧ୍ୟରେ ଅଇଁଠା ବାସନ…
ବଏଲର କୁକୁଡା ଅଧିକ ଖାଇଲେ କାମ ଦେବନି ଔଷଧ
କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ କଥା । ଏବେ କୁକୁଡା ଚାଷ ବା ପାଳନ ସମୟରେ ବଏଲରଙ୍କ ସହ ଅନ୍ୟ କୁକୁଡାମାନଙ୍କୁ ଅଧିକ ପରିମାଣରେ ଆଣ୍ଟିବାଓଟିକ ଇଂଜେକସନ୍ ଦିଆଯାଉଛି । ସେମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ପାଇଁ ଦିଆଯାଉଛି । ମାତ୍ର କିଛି ଦିନ ପରେ ସେମାନଙ୍କ…