ଲଖନଉ ଆସନରେ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ କଂଗ୍ରେସର ଆଚାର୍ଯ୍ୟ ପ୍ରମୋଦ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ ପାଇଁ କଂଗ୍ରେସ ମଙ୍ଗଳବାର ଆଉ ତିନୋଟି ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି । ଉତ୍ତରପ୍ରଦେଶର ଲଖନଉ ଆସନରେ କଂଗ୍ରେସ ନିଜର ପ୍ରାର୍ଥୀଙ୍କୁ ଠିଆ କରାଇବ । ଲଖନଉ ଲୋକସଭା ଆସନରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ପ୍ରାର୍ଥୀ ହେବେ । ଏହାର ଅର୍ଥ ହେବ ଯେ ଆଚାର୍ଯ୍ୟ…

ଘର ସମ୍ମୁଖରେ କଳା ଗେଟ ରହିବା ନେଇ ବାସ୍ତୁ ଦୋଷ କ’ଣ କହେ? ଜାଣନ୍ତୁ

ଭୁବନେଶ୍ୱର: କିିଛି ଘରେ ସବୁବେଳେ ଛୋଟ ଛୋଟ କଥାରେ ଝଗଡା ହୋଇଥାଏ ଅଥବା ସେହି ଘରେ ସବୁବେଳେ ଲୋକମାନେ ରୋଗରେ ରହିଥାନ୍ତି । ଏହି ସବୁ କଥାର କାରଣ ବାସ୍ତୁ ଦୋଷ ମଧ୍ୟ ହୋଇଥାଇପାରେ । କିଛି ଛୋଟ କଥାକୁ ଧ୍ୟାନରେ ରଖିଲେ ଏହି ବାସ୍ତୁ ଦୋଷରୁ ରକ୍ଷା ପାଇପାରିବେ । ଏହି ୫ଟି ବାସ୍ତୁ ଦୋଷ ଯାହା…

ସମ୍ବଲପୁରରେ ଉଭୟ କଂଗ୍ରେସ-ବିଜେଡିକୁ ଟାର୍ଗେଟ କଲେ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଓଡ଼ିଶା ମୋ ପାଇଁ ତୀର୍ଥଯାତ୍ରା । ଏଠାରେ ଆୟୋଜିତ ହୋଇଥିବା ସଭାକୁ ଦେଶର ଜନତା ଟିଭି ମାଧ୍ୟମରେ ଦେଖୁଛନ୍ତି । ଏହା ହେଉଛି ଚୌକିଦାର ପ୍ରତି ସ୍ନେହ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି । ସପ୍ତଦଶ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପାଇଁ…

କ୍ରିକେଟ ବିଶ୍ୱକପ ୨୦୧୯: ଭାରତୀୟ ଦଳ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ ମେ’ ମାସ ୩୦ରୁ ଇଂଲଣ୍ଡରେ ଆରାମ୍ଭ ହେବାକୁଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବିଶ୍ୱ କପ ପାଇଁ ଭାରତୀୟ ଟିମ ସୋମବାର ଘୋଷଣା କରିଛି । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ୫ସଦସ୍ୟ ଚୟନ କମିଟିି ମୁମ୍ବାଇରେ…

ଓଡ଼ିଶାକୁ ଏକ ନୂଆ ଓଡ଼ିଶାରେ ପରିଣତ କରିବାଲାଗି ବିଜେପି ସଂକଳ୍ପ ନେଇଛି’ ଯୋଗୀ ଆଦିତ୍ୟ ନାଥ

ରାଉରକେଲା .. - ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟ ନାଥ । ରାଉରକେଲାରେ ସେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଓଡ଼ିଶା ଜଗନ୍ନାଥଙ୍କ ଭୂମି , ବିଜେପି ଓଡ଼ିଶାକୁ ଏକ ନୂଆ ଓଡିଶାରେ ପରିଣତ କରିବା ପାଇଁ ସଙ୍କଳ୍ପ ନେଇଥିବା କଥା ସେ…

ଏକ ଡଲାର ଚୋରି କରି ଜାମିନ ପାଇଁ ୧୨ହଜାର ଡଲାର ଜୋରିମାନା ଦେବେ ମହିଳା

ନ୍ୟୁୟର୍କ ..- ବେଳେ ବେଳେ ଛୋଟ ଅପରାଧ କଲେ ବି ଏହାର ପରିଣାମ ଭୟଙ୍କର ହୋଇଥାଏ । ଏପରି ଏକ ଘଟଣା ଆମେରିକାରେ ଘଟିଛି । ଏକ ଡଲାର ଚୋରି କରି ଜଣେ ମହିଳା ୧୨ ହଜାର ଡଲାର ଜୋରିମାନେ ଗଣିଛନ୍ତି । ଜିନା ଡାଏନା(ଛଦ୍ମନାମ) ନାମକ ମହିଳା ଏକ ଖାଦ୍ୟ ବିକା ଯ।ଉଥଇବା ଗାଡ଼ି ନିକଟରୁ ଖାଇବା ଜିନଷ…

ପ୍ରଚାର ବେଳେ ତୃଣମୂଳ ସ୍ତରରେ ହଟହଟା ହେଉଛନ୍ତି ନବୀନଙ୍କ ବିଧାୟକ

ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବିଜୁ ଜନତା ଦଳ ସରକାର ଓଡ଼ିଶାର ବିକାଶ କରି ପାରି ନାହିଁ । ସରକାର କେବଳ ଭୋଟ ପାଇବା ପାଇଁ ବୃଦ୍ଧ-ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଓ ଅସ୍ୱାକ୍ଷରମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ଆକର୍ଷଣୀୟର ପାତ୍ର ହୋଇଛି । ପ୍ରକୃତପକ୍ଷେ ଉଚ୍ଚ…

ବୟାନ ଭୁଲ ପ୍ରମାଣିତ ହେଲେ ନିର୍ବାଚନରୁ ପାଦ ଫେରାଇ ଆଣିବି: ଆଜମ ଖାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାମପୁର ଆସନରୁ ସମାଜବାଦୀ ପାଟି ପ୍ରାର୍ଥୀ ଆଜମ ଖାନ ରବିବାର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟା ପ୍ରଦାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ନିଜର ବୟାନରେ ଆଜମ ଖାନ କହିଛନ୍ତି, ମୁଁ ରାମପୁର ଆସନରୁ ୯ ଥର ବିଧାୟକ ହୋଇଛି । ମନ୍ତ୍ରୀ ବି…

ଭାରତ ପରେ ଭୂଟାନ ମଧ୍ୟ ଚୀନର ବିଆରଏଫ ବୈଠକରୁ ଓହରିବ!

ନୂଆଦିଲ୍ଲୀ: ଚୀନର ବେଲ୍ଟ ଆଣ୍ଡ ରୋଡ ଫୋରମ (ବିଆରଏଫ) ବୈଠକ ପାଇଁ ଆସିଥିବା ନିମନ୍ତ୍ରଣକୁ ଭାରତ ଅସ୍ୱୀକାର କରିଛି । ମାତ୍ର ଏହି ବୈଠକରେ ଚୀନର ପଡୋଶୀ ଦେଶ ମାଳଦୀପ, ଶ୍ରୀଲଙ୍କା, ନେପାଳ ଓ ବାଂଲାଦେଶ ଅଂଶଗ୍ରହଣ କରୁଛନ୍ତି । ବାସ୍ତବରେ ୨୦୧୭ ଭଳି ଭୁଟାନ ଏକମାତ୍ର ଦେଶ, ଯିଏକି ଏହି ବୈଠକରେ…

ମହାକାଶରେ ୩୪୦ ଦିନ ବିତାଇବା ପରେ ଫେରିଲେ କେଲୀ, ବଦଳିଗଲା ଡିଏନଏ

ୱାସିଂଟନ: ମହାକାଶରେ ଏକ ବର୍ଷ ବିତାଇଥିବା ନାସାର ଅନ୍ତରୀକ୍ଷ ଯାତ୍ରୀ ସ୍କଟ କେଲୀଙ୍କ ଶରୀର ଆଗ ପରି ଆଉ ରହୁନାହିଁ । ତାଙ୍କର ଶରୀରରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସେ ପୃଥିବୀ ପରିକ୍ରମା କରୁଥିବା ବେଳେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ୩୪୦ ଦିନ ବିତାଇଥିଲେ । ସେ ତିନି ବର୍ଷ…