Sign in
Sign in
Recover your password.
A password will be e-mailed to you.
ନିର୍ବାଚନରେ ବିପୁଳ ବିଜୟ ପରେ କାଶୀ ବିଶ୍ୱନାଥଙ୍କୁ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ବାରାଣସୀ: ଲୋକସଭା ନିର୍ବାଚନ ୨୦୧୯ରେ ମିଳିଥିବା ବିପୁଳ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭଗବାନ କାଶୀ ବିଶ୍ୱନାଥଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବାରାଣସୀରେ ପହଂଚିଛନ୍ତି । ମୋଦୀଙ୍କ ସହିତ ଭାରତୀୟ…
ତାଜମହଲ ପରିସରରେ ନିର୍ମାଣ ହେବ ବ୍ରେଷ୍ଟଫିଡିଙ୍ଗ ପ୍ରକୋଷ୍ଠ!
ଆଗ୍ରା: ତାଜମହଲ ଦେଶର ପ୍ରଥମ ସ୍ମୃତିସ୍ଥଳ ହେବ, ଯେଉଁଠାରେ କି ମହିଳାଙ୍କ ପାଇଁ ସ୍ତନପାନ କରାଇବା ଲାଗି ବ୍ରେଷ୍ଟଫିଡିଙ୍ଗ ପ୍ରକୋଷ୍ଠ ନିର୍ମାଣ ହେବ । ଏହା ବ୍ୟତୀତ ଆଗ୍ରା ଦୁର୍ଗ ଏବଂ ଫତେପୁର ସିକ୍ରିରେ ମଧ୍ୟ ଆଗାମୀ ଦିନରେ ଏଭଳି ସୁବିଧା ଦିଆଯିବ । ଭାରତୀୟ ପ୍ରତ୍ନତାତ୍ତ୍ୱିତ ସର୍ବେକ୍ଷଣ…
ମୁମ୍ବାଇ ବିମାନ ବନ୍ଦରରୁ ବିଦେଶ ଯାଇପାରିଲେନି ଜେଟ୍ ଏୟାରେଓ୍ଵଜ୍ର ପୂର୍ବତନ ଚେୟାରମ୍ୟାନ୍-ତାଙ୍କ ପତ୍ନୀ
ମୁମ୍ବାଇ: ଜେଟ୍ ଏୟାରେଓ୍ଵଜ୍ର ପୂର୍ବତନ ଚେୟାରମ୍ୟାନ ନରେଶ ଗୋୟଲ ଏବଂ ତାଙ୍କ ପତ୍ନୀ ଅନିତା ଗୋୟଲଙ୍କୁ ଅଧିକାରୀମାନେ ଶନିବାର ମୁମ୍ବାଇ ବିମାନ ବନ୍ଦରରେ ବିଦେଶ ଯାତ୍ରା ବେଳେ ଅଟକାଇଥିବା ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ସୂତ୍ର ଅନୁସାରେ ଗୋୟଲ ଏବଂ ତାଙ୍କ ପତ୍ନୀ…
୨୯ରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ, ରାଜଭବନରେ ହେବ ସମାରୋହ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ୨୯ ତାରିଖରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନୂତନ ସରକାର ଗଢ଼ିବା ପାଇଁ ଶୁକ୍ରବାର ନିଜର ଇସ୍ତଫା ପତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ…
ଖାଦ୍ୟ ପ୍ରିୟ ଗମା ପହଲବାନ ଦିନକୁ ଖାଉଥିଲେ ୬କିଲୋ ଚିକେନ
ନୂଆଦିଲ୍ଲୀ: ୧୦ଲିଟର କ୍ଷୀର, ଅଧା ଲିଟର ଘିଅ, ବହୁତ ଗୁଡିଏ ବାଦାମ ଓ ଜୁସ । ଏହା ବ୍ୟତୀତ ସବୁଦିନ ୬ କେଜି ଚିକେନ ଖାଇ ଯାଉଥିବା ଏମିତି କୌଣସି ବ୍ୟକ୍ତି ନ ଥିବେ । ହେଲେ, ଆଜିଠାରୁ ପ୍ରାୟ ୮୦ ବର୍ଷ ପୂର୍ବରୁ ଏହା ଜଣେ ବ୍ୟକ୍ତିର ଗୋଟିଏ ଦିନର ଖାଇବା ଥିଲା । ଏହି ବ୍ୟକ୍ତିକୁ…
୨୭ରେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଚଳିତ ବିଧାନସଭାରେ ବିଜୁ ଜନତା ଦଳ ପୁଣି ଥରେ ଐତିହାସିକ ବିଜୟ ହାସଲ କରିଛି । ବିଜେଡି କ୍ରମାଗତ ଭାବେ ୫ମ ଥର ବିଜୟୀ ହୋଇଛି । ଫଳରେ ଦଳୀୟ ସୁପ୍ରିମୋ ନବୀନ ଚଳିତ ମାସ ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…
କେନ୍ଦ୍ରରେ ମୋଦି, ଓଡିଶାରେ ନବୀନ
ନୂଆଦିଲ୍ଲୀ : ବିପୁଳ ବିଜୟ ସହ ଦେଶରେ ପୁଣି ଥରେ ମୋଦି ସରକାର କ୍ଷମତାକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଦିନ ୧୨ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୩୭ଟି ଆସନରେ ଆଗୁଆ ରହିଛି। ଏହା ସହିତ ବିଜେପି ନିଜର ୨୦୧୪ ରେକର୍ଡକୁ ମଧ୍ୟ ଭାଙ୍ଗିବାକୁ ଯାଉଛି।…
ଲୋକସଭା ନିର୍ବାଚନ: ମତଗଣନା ଜାରି, ବିଜେପିକୁ ମିଳିବ କ୍ଷମତା!
ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ସକାଳ ୮ ଟାରୁ ମତଗଣନା ଆରମ୍ଭ ହୋଇଯାଇଛି । ଦେଶର ୩୬ଟି ରାଜ୍ୟରେ ମତ ଗଣନା ଆଜି ରାତି ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଗଣତି ରିପୋର୍ଟରେ ଭାରତୀୟ ଜନତା ପାର୍ଟିକୁ ଚଳିତ…
କ୍ରିକେଟ ବିଶ୍ୱକପ-୨୦୧୯: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ
ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ ୭ ଦିନ ପରେ ଆରମ୍ଭ ହୋଇଯିବ । ଇଂଲଣ୍ଡ ଏବଂ ୱେଲ୍ସରେ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ମହାକୁମ୍ଭ ଜୁଲାଇ ୧୪ରେ ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପରେ ଭାରତ ସମେତ ୧୦ଟି ଟିମ ଅଂଶଗ୍ରହଣ…
ଏମିତି ସ୍ତ୍ରୀ ଦୁନିଆରେ ବହୁତ କମ, ପତି-ପ୍ରେମିକାଙ୍କ ବିବାହ ପାଇଁ ରାଜି ହେଲେ ମହିଳା
ରାୟପୁର: ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଯଦି ଆଉ ଜଣେ ଆସିଯାଏ ତା’ହେଲେ ଦଂପତିଙ୍କ ମଧ୍ୟରେ ଝଗଡା ହୋଇଥାଏ । କିନ୍ତୁ ଛତିଶଗଡର ଯଶପୁର ଅଂଚଳାରେ ସ୍ତ୍ରୀ ନିଜର ସ୍ୱାମୀକୁ ତା’ର ପ୍ରେମିକା ସହିତ ବିବାହ କରାଇଦେଇଛି ।
ବଗଡେଲ ନିବାସୀ ଅନିଲ ପେଂକରା ସିଆରପିଏଫ ଜବାନ ଅଟନ୍ତି । ସେ ବର୍ତ୍ତମାନ…