Browsing Category

ଓଡିଶା

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: ଆଉ ୨୪ ଘଣ୍ଟା କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର :  ରାଜ୍ୟରେ ଆଉ ୨୪ ଘଣ୍ଟା କାଳ  କାଳ ବୈଶାଖିର ସମ୍ଭାବନା ରହିଛି । ମଙ୍ଗଳବାର ୧୯ ତାରିଖ ପର୍ଯ୍ୟନ୍ତ ପାଗର ଏହି  ଅବସ୍ଥା ରହିବ । କେନ୍ଦୁଝରରୁ କେନ୍ଦ୍ରାପଡ଼ା , ବରଗଡ଼ରୁ ବାଲେଶ୍ବରରେ କାଳବୈଶାଖୀ ପ୍ରଭାବ ରହିହିପାରେ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।…

ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସମାରୋହ-୨୦୧୯

ଭୁବନେଶ୍ୱର, - ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସମାରୋହ-୨୦୧୯ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି,ସାମାଜିକ ସୁରକ୍ଷା ଓ…

ପ୍ରେମିକାକୁ  ହାଣିବାପରେ ଆତ୍ମହତ୍ୟା ଉଦ୍ୟମ କଲା ଯୁବକ

ଯାଜପୁର..-  ଏକ ତରଫା ପ୍ରେମକରି  ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ଗୁରୁତର କରିବା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲା ବ୍ରହ୍ମବରଦ ବନ୍ଧ ଡିହ ଗ୍ରାମରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କ ନାମ ଧନ ସାହୁ ବୋଲି ସୂଚନା ମିଳିଥିବା ବେଳେ ଯୁବତୀ ଜଣଙ୍କ ସେହି…

ରାଜ୍ୟ ସରକାରୀ କର୍ମଚାରୀ  ଓ ପେନ୍‌ସନ ଭୋଗୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିଲା

ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀ  ଓ ପେନ୍‌ସନ ଭୋଗୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିଲା ।             ୨୦୧୯ ଜାନୁଆରୀ ମାସରୁ ଏହି ମହଙ୍ଗା ଭତ୍ତା  ଲାଗୁ କରାଯିବ  ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏବେ ପେନସନ୍‌ ଭୋଗୀ ଓ ସରକାର କର୍ମଚାରୀ ୯ ପ୍ରତିଶ…

‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ’ ଉଦ୍‌ଘାଟିତ

ଭୁବନେଶ୍ୱର, -ପୁସ୍ତକ ମେଳା ହେ ଉଛି ଲେ ଖକ, ପ୍ରକାଶକ ଓ ପାଠକ ମାନ ଙ୍କ ତି୍ରବେ ଣୀ ସଂଗମ ସଦୃଶ୍ୟ । ପାଠକୀୟ ଆଦୃତି ଦ୍ୱାରା ପୁସ୍ତକର ପ୍ରକୃତ ମୂଲ୍ୟାୟନ ହୋଇପାରିବ ବୋଲି ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା…

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ

ଭୁବନେଶ୍ୱର..- ରାଜ୍ୟର ବିଭିନ୍ନ ସ୍ଥାନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଙ୍ଗଠନର କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ରାଜଧାନୀ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତାରେ ଶୋଇ ରହି ବିରୋଧ…

୧୫ ଓ ୧୬ ତାରିଖରେ ଝଡ ବାତ୍ୟା ସମ୍ଭାବନା

ଭୁବନେଶ୍ୱର...----  ଏବେ ପଶ୍ଚିମ ଘୂର୍ଣ୍ଣିଝଡ ବା ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର ବାନସ୍‌  ପୂର୍ବ ଭାରତେ ଆଡୁ ମୁହାଁଇଛି । ଏହି କାରଣରୁ ୧୫ ଓ ୧୬ ତାରିଖରେ  ରାଜ୍ୟର ୧୨ଟି ଜାଲାରେ ବର୍ଷା ସହ ଝଡ ତୋଫାନ ହୋଇପାରେ । ୧୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ମେଘାଚ୍ଛନ୍ନ ରହିବା ସହ ଖରାପ…

ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚିବା ବିଷୟରେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ନିଷ୍ପତ୍ତି ନେବେ

କଟକ --- ଜାନୁୟାରୀ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା  ସଚିବାଳୟର ସହକାରୀ  ବିଭାଗୀୟ ଅଧିକାରୀ ବା ଏଏସ୍‌ଓ ପରୀକ୍ଷା ଘୁଞ୍ଚାଇବା  ବିଷୟରେ  ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ନିଷ୍ପତି ନେବେ । ଏ ନେଇ ସ୍ୟାଟରେ ଏକ ମାମଲା ଦାୟର ହୋଇଥିଲା । ଜନୁୟାରୀ ୨୦ ତାରିଖରେ ରେଳବାଇର ଏକ…

ଆଜି ମଧ୍ୟ ରାତ୍ରୀରେ ଖୋଲା ରହିବ ଶ୍ରୀମନ୍ଦିର , ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ ..-  ନବବର୍ଷ ଉପଲକ୍ଷେ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରୀରୁ ଶ୍ରୀମନ୍ଦିରରେ  ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେବ ।  ଡିସେମ୍ବର ୩୧ ତାରିଖ ରାତି ୨ଟାରେ ଦର୍ଶନ ଲାଗି ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ନୂଆ ବର୍ଷ ଅବସରରେ ପୁରୀର ପ୍ରବଳ…

ଜାନୁଆରୀ ଏକ ଓ ଦୁଇ ତାରିଖରେ ମାଡିଆସିବ ଶୀତ ଲହରୀ, ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ଶୀତ

ଭୁବନେଶ୍ୱର ..- ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି ।  ଏଥିଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅପରାହ୍ନରୁ ସକାଳ ୧୦ଟା ପର୍ଯ୍ୟନ୍ତ ଥଣ୍ଡା ପବନ ବହୁଛି । ପାହାଡିଆ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସଞ୍ଜ ଓ ସକାଳେ ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇ ପଡୁଛି ।…