Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୮୪ ବର୍ଷରେ ଓଡ଼ିଶା: ଗୁଜୁରାଟ-ତାମିଲନାଡୁର କପଡା ଶିଳ୍ପରେ କାମ କରୁଛନ୍ତି ଲକ୍ଷାଧିକ ଓଡ଼ିଆ ଶ୍ରମିକ
ଭୁବନେଶ୍ୱର: ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହେବାକୁ ୮୩ ବର୍ଷ ପୂରିଛି । ଏହାରି ମଧ୍ୟରେ ଆମର ମହାପୁରୁଷଙ୍କ ସ୍ପପ୍ନ ପୂରା ହୋଇପାରି ନାହିଁ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ୱପ୍ନକୁ ଓଡ଼ିଶାର ରାଜନେତାମାନେ ଖାଇ ଦେଇଛନ୍ତି । ରାଜ୍ୟରେ ୫୦ ବର୍ଷରୁ ଅଧିକ ସମୟ କଂଗ୍ରେସ ଶାସନ କରିବା…
ଅର୍ଜୁନଙ୍କ ପରେ ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ
ଭୁବନେଶ୍ୱର .- ବାଲେଶ୍ୱର ସାଂସଦ ଅର୍ଜୁନ ସେଠୀ ଦଳରୁ ଟିକେଟ ନପାଇବା ପରେ ବିଜେଡିରୁ ଇସ୍ତଫା ଦେବା ମାତ୍ରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇ ବିଜେପିରେ ଯୋଗ ଦେଇଥିଲେ। ଏବେ ପୁଣି ବସ୍ତାରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ରଘୁନାଥ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ…
ପୁରୀ ଲୋକସଭା ଆସନ: ବିଜେଡିର ଗାଦି ଉଠାଇବେ ବିଜେପିର ପ୍ରାର୍ଥୀ ସମ୍ବିତ ପାତ୍ର!
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଡ. ସମ୍ବିତ ପାତ୍ର ଚଳିତ ଲୋକସଭା ନିର୍ବାଚନରେ ପୁରୀରୁ ଲଢ଼େଇ କରୁଛନ୍ତି । ପୁରୀରେ କଂଗ୍ରେସର ସ୍ଥିତି ଭଲ ନାହିଁ । କାରଣ ଏହି ଆସନ ଅଧିକାଂଶ ସମୟ ଅଣ କଂଗ୍ରେସ ହାତରେ ରହି ଆସିଛି । ମୋଟାମୋଟି ଭାବରେ କହିବାକୁ ଗଲେ ସମ୍ବିତ ପାତ୍ରଙ୍କୁ…
ଏଥର ନିର୍ବାଚନରେ କ’ଣ ଓଡ଼ିଶାବାସୀଙ୍କ ପାଇଁ ଏକ ବିକଳ୍ପ ଆସିଯ଼ାଇଛି ?
ଭୁବନେଶ୍ୱର : 2019ର ନିର୍ବାଚନରେ ପୂର୍ବଭାରତର ଦୁଇଟି ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ଆଖି । କାରଣ ଏହି ଦୁଇଟି ରାଜ୍ୟରେ ଦୁଇଟି ଆଞ୍ଚଳିକ ଦଳ (ଯ଼ଥାକ୍ରମେ ବିଜେଡି଼ ଓ ତୃଣମୂଳ କଂଗ୍ରେସ) ବିଗତ ଦୁଇ ଦଶନ୍ଧି ଧରି ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ଚ୍ୟାଲେଞ୍ଜ…
ସଡକ ଦୁର୍ଘଟଣାରେ ତହସିଲଦାରଙ୍କର ମୃତ୍ୟୁ
ଭୁବନେଶ୍ୱର: ସଡକ ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନାର ତହସିଲଦାରଙ୍କର ମୃତ୍ୟୁ ହୋଇଛି । ସେ ଭୁବନେଶ୍ୱରୁ ଆସୁଥିବା ସମୟରେ ତାଙ୍କର ଟାଭେରା ଗାଡି ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଶନିବାର ସକାଳ ୫ଟା୩୦ ସମୟରେ ଏହି ଘଟଣା ଘଟିଛି । ସୋରଡା ନିକଟରେ ଏହି…
ନିର୍ବାଚନ ପାଇଁ ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷିତ
ନିର୍ବାଚନ ପାଇଁ ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷିତ
ପୁରୀ – ମହେଶ୍ୱର ମହାନ୍ତି
ବାଲେଶ୍ୱର- ଜୀବନ ପ୍ରଦୀପ ଦାସ
ସୋର- ପର୍ଶୁରାମ ଧଡା
ଜଳେଶ୍ବର-ଅଶ୍ବିନୀ ପାତ୍ର
ଭଦ୍ରକ-ସଂଜୀବ ମଲ୍ଲିକ
ବଡ଼ଚଣା- ଅମର ପ୍ରସାଦ ଶତପଥୀ
ରେଙ୍ଗାଲୀ-ରୀନା ତନ୍ତୀ
ବାରବାଟୀ-କଟକ – ଦେବାଶୀଷ…
କଂଗ୍ରେସର ୨୦ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷିତ
କଂଗ୍ରେସର ୨୦ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷିତ
ପାଟକୁରା- ଜୟନ୍ତ ମହାନ୍ତି
ଧାମନଗର-ବିଦ୍ୟାଧର ଜେନା
ବିଝାଂରପୁର-ମନୋରଂଜନ ଦାସ
ବରି-ଉମେଶ ଜେନା
ସୁକିନ୍ଦା- ଶରତ ରାଉତ
ପରଜଙ୍ଗ- ଜସସ୍ୱିନୀ ରାଉତ
ନିଆଳି- ମମତା ଭୋଇ…
ଓଡ଼ିଶାର ୭ ଲୋକସଭା ଆସନ ଓ ୨୦ ବିଧାନସଭା ଆସନ ପାଇଁ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର କଂଗ୍ରେସ ଚତୁର୍ଦ୍ଦଶ ପ୍ରାର୍ଥୀ ତାଲକା ଘୋଷଣା କରିଛି । ଏହି ତାଲିକାରେ ଓଡ଼ିଶାର ୭ଟି ଲୋକସଭା ଆସନ ସ୍ଥାନ ପାଇଛି । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ତାଲିକାରେ ଓଡ଼ିଶାର ୭ଟି, ବିହାରର ୪ଟି ଓ ଉତ୍ତର…
ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ମୁଁ ଆପଣମାନଙ୍କ ପ୍ରଧାନ ସେବକ ଭାବେ କାମ କରିବାକୁ ପ୍ରସ୍ତୁତ ଅଛି
ଭୁବନେଶ୍ୱର: ମୋଦୀ କହିଛନ୍ତି, ମୁଁ ଆପଣମାନଙ୍କ ପ୍ରଧାନ ସେବକ ଭାବେ କାମ କରିବାକୁ ପ୍ରସ୍ତୁତ ଅଛି । ବିଗତ ୫ ବର୍ଷରେ ଆପଣମାନେ ମୋ ସହିତ ଯେମିତି ଅଛନ୍ତି, ଏଥି ପାଇଁ ଧନ୍ୟବାଦ ଜଣାଉଛି । ଦେଶବାସୀ ମୋତେ ଆର୍ଶୀବାଦ, ସହଯୋଗ ଦେଇ ନଥିଲେ, ଆଜି ଯେଉଁ କାମ କରୁଛି, ତାହା ହୋଇପାରି ନଥାନ୍ତା ।…
ଏକାକୀ ବିଜେପି ଫେରିଲେ ବିଜୟ, ଏବେ କ’ଣ କରିବେ ଦିଲ୍ଲୀପ ରାୟ?
ଭୁବନେଶ୍ୱର: ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ଶକ୍ତିଶାଳୀ ନେତା ଦିଲ୍ଲୀପ ରାୟଙ୍କୁ ଛାଡି କେନ୍ଦ୍ରାପଡ଼ା ଜିଲ୍ଲାର ଚର୍ଚ୍ଚିତ ନେତା ବିଜୟ ମହାପାତ୍ର ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ଫେରିଯାଇଛନ୍ତି । ଉଭୟ ଦିଲ୍ଲୀପ ଓ ବିଜୟ ଭାରତୀୟ ଜନତା ପାର୍ଟିରେ ୨୦୦୯ ମାର୍ଚ୍ଚରେ ଯୋଗ…