Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନୀଳାଦ୍ରି ବିଜେ,ରତ୍ନ ସିଂହାସନରେ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ସୋମବାରରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ସିଂହାସନକୁ ବିଜେ କରିଛନ୍ତି । ଶ୍ରୀଗୁଣ୍ଡିଚା ଶ୍ରଦ୍ଧାଳୁଓ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀ ଜୀଉମାନେ…
ଚନ୍ଦ୍ରଗ୍ରହଣରେ ହାଣ୍ଡିଛାଡ ଓ ଦେବ ନୀତି ନିଷେଧ ସମୟ
ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣ ଓ ଅନ୍ନଭୋଜନ କରିପାରିବେ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ…
ମଙ୍ଗଳବାର ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିରର ନୀତିକାନ୍ତି, ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ
ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେବ । ଏଥିପାଇଁ ଅପରାହ୍ନ ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ଏହି ଗ୍ରହଣ ସର୍ବମୋକ୍ଷ ମଙ୍ଗଳବାର ବିଳମ୍ବିତ ରାତ୍ରୀ ବା ବୁଧବାର ଭୋର ୪ଘଣ୍ଟା୩୦ ମିନିଟରେରେ ହେବ। ନୀଳାଦ୍ରୀ ବିଜେ ଶେଷ ହୋଇ ରତ୍ନ ସିଂହାସନରେ…
ସୁନାବେଶ ପରେ ରଥ ଉପରେ କେଉଁଦିନ ହେବ ଆଉ କି ନୀତି ଜାଣନ୍ତୁ
ଶନିବାର ରଥ ଉପରେ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ।
ଆସନ୍ତା ୧୪ତାରିଖ ରବିବାରରେ ଅଧରପଣା ନୀତି,
ସୋମବାର ୧୫ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
ବର୍ଷରେ ୪ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ବା ରାଜା ରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ ।…
ଜାଣନ୍ତୁ କେତେବେଳେ ହେବ ସୁନାବେଶ କେତେ ବେଳ ପର୍ଯ୍ୟନ୍ତ ଦର୍ଶନ କରିହେବ
ଶନିବାରରେ ସିଂହଦ୍ୱାର ଉପରେ ଶ୍ରୀ ବିଗ୍ରହମାନଙ୍କର ସୁନାବେଶ ବା ବଡ ତଢଉ ବେଶ ଅନୁଷ୍ଠିତ ହେବ ।
ଅପରାହ୍ନ ୪ଟାରୁ ୫ ଟା ମଧ୍ୟରେ ସୁନାବେଶ ଆରମ୍ଭ ରାତି ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଏହା ଚାଲିବ
ଏହାର ନୀତି ନିର୍ଘଣ୍ଟ
ମଙ୍ଗଳ ଆଳତି ନୀତି ଭୋର ୬ଟାରୁ ସାଢ଼େ ୬ଟା
ମଇଲମ ଓ ତଡ଼ପଲାଗି ସକାଳ…
ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା କରାଯାଇଥିବା ବାହୁଡା ଯାତ୍ରାର ନୀତି ନିର୍ଘଣ୍ଟ –
ମଙ୍ଗଳ ଆଳତି ଭୋର ୪ଟା
ମଇଲମ ୪ଟା ୧୫ ମିନିଟ
ତଡପ ଲାଗି ୪ଟା ୩୦ ମିନିଟ
ରୋଷ ହୋମ ୪ଟା ୩୦ ମିନିଟ
ଅବକାଶ ସକାଳ ୫ଟା
ସୂର୍ଯ୍ୟପୂଜା ୫ଟା ୧୫ ମିନିଟ
ଦ୍ବାରପାଳ ପୂଜା ୫ଟା ୩୦ ମିନିଟ
ବେଶ ଶେଷ ୫ଟା ୩୦ ମିନିଟ
ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ୫.୪୫ ରୁ ୬ଟା୪୫
ସେନାପଟା ଲାଗି…
ସନ୍ଧ୍ୟା ଦର୍ଶନରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ କି ପୁଣ୍ୟ ଲାଭ ହୁଏ ଜାଣନ୍ତୁ
ଗୁରୁବାର ଦିନ ଆଡପମଣ୍ଡପରେ ପ୍ରଭୂଙ୍କର ସଂନ୍ଧ୍ୟାଦର୍ଶନ ଶେଷ ହୋଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା । ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନବମୀଦର୍ଶନ ବ୍ୟବସ୍ଥା ରହିଥିବା ବେଳେ…
ଗୁଣ୍ଡିଚାମନ୍ଦିରରେ ବୃନ୍ଦାବନ ଲୀଳା
ଶ୍ରୀଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୂଙ୍କର ନିତ୍ୟରାସ ସ୍ଥଳୀ । ଷଷ୍ଠ ଦିବସରୁ ପ୍ରଭୂଙ୍କର ଚଳନ୍ତି ପ୍ରତିମା ମଦନମୋହନ କରିଛନ୍ତି ବୃନ୍ଦାବନ ରାସ ଲୀଳା । ଏହି ସମୟରେ ପ୍ରଭୂ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ରାସରାସେଶ୍ୱର ବେଶରେ । ଏଥିପାଇଁ ଗୌଡୀୟ ସମ୍ପ୍ରଦାୟର ଭକ୍ତମାନେ ଅଷ୍ଟମୀ ତିଥି…
ସନ୍ଧ୍ୟା ଦର୍ଶନର ନୀତି ନିର୍ଘଣ୍ଟ
ଗୁରୁବାର ଭୋର ୪ଟାରେ ଦ୍ୱାରଫିଟା,
ସାଢ଼େ ୪ଟାରେ ମଙ୍ଗଳ ଆଳତି,
୫ଟାରେ ମଇଲମ ଓ ତଡ଼ପଲାଗି,
୬ଟାରେ ଅବକାଶ,
ସକାଳ ୬ଟା ୧୫ରେ ରୋଷ ହୋମ,
ସାଢ଼େ ୬ଟାରେ ସୂର୍ଯ୍ୟପୂଜା,
୬ଟା ୪୫ରେ ଦ୍ୱାରପାଳ ପୂଜା,
୭ଟାରେ ବେଶ ଶେଷ
ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ
ସକାଳ ୮ରୁ ସାଢ଼େ ୯ଟା ସକାଳଧୂପ…
ବାହୁଡା , ସୁନା ବେଶ ଓ ନିଳାଦ୍ରୀ ବିଜେର ତାରିଖ ବିଷୟରେ ଜାଣନ୍ତୁ
ପୁରୀ .- ଏବେ ଦକ୍ଷିଣ ମୋଡ ସରିଛି । ତିନି ରଥ ନାକଚଣା ଦ୍ୱାର ନିକଟରେ ପ୍ରସ୍ତୁ ହୋଇ ରହିଛନ୍ତି। ହେରା ପ଼ଞ୍ଚମୀ ପରେ ମା ସୁଭଦ୍ରା ନିର୍ଦେଶ ଦେବାରୁ ରଥର ଦକ୍ଷିଣ ମୋଡ କରାଯାଇଛି । ଗୁରୁବାରରେ ସନ୍ଧ୍ୟା ଦର୍ଶନ ନୀତି ପରେ ରାତି ୭ଟାରୁ ଦର୍ଶନ ବନ୍ଦ ହବେ ।
୧୨ ତାରିଖ ଶୁକ୍ରବାରରେ ବାହୁଡ଼ା…