ମଙ୍ଗଳ ଆଳତି ଭୋର ୪ଟା
ମଇଲମ ୪ଟା ୧୫ ମିନିଟ
ତଡପ ଲାଗି ୪ଟା ୩୦ ମିନିଟ
ରୋଷ ହୋମ ୪ଟା ୩୦ ମିନିଟ
ଅବକାଶ ସକାଳ ୫ଟା
ସୂର୍ଯ୍ୟପୂଜା ୫ଟା ୧୫ ମିନିଟ
ଦ୍ବାରପାଳ ପୂଜା ୫ଟା ୩୦ ମିନିଟ
ବେଶ ଶେଷ ୫ଟା ୩୦ ମିନିଟ
ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ୫.୪୫ ରୁ ୬ଟା୪୫
ସେନାପଟା ଲାଗି ସକାଳ ୭ରୁ ୧୧ଟା
ମଙ୍ଗଳାର୍ପଣ ୧୧ଟା ୪୫ ମିନିଟ
ବାହୁଡା ପହଣ୍ଡି ଆରମ୍ଭ
ଦିନ ୧୨ଟାରୁ ୨ଟା ୩୦
ଛେରା ପହଁରା ୨ଟା୩୦ ରୁ ୩ଟା୩୦ରୁ
ଚାରମାଳ ଫିଟା, ଘୋଡା, ସାରଥି ଲାଗି ୩ଟା ରୁ ୪ଟା
ରଥଟଣା ଆରମ୍ଭ ଅପରାହ୍ଣ ୪ଟା
( ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହିଁ ହେବ )