Browsing Category

ଓଡିଶା

ସୁନାବେଶ ପରେ ରଥ ଉପରେ କେଉଁଦିନ ହେବ ଆଉ କି ନୀତି ଜାଣନ୍ତୁ

ଶନିବାର ରଥ ଉପରେ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ । ଆସନ୍ତା ୧୪ତାରିଖ ରବିବାରରେ ଅଧରପଣା ନୀତି, ସୋମବାର ୧୫ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ବର୍ଷରେ ୪ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ବା ରାଜା ରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ ।…

ଜାଣନ୍ତୁ କେତେବେଳେ ହେବ ସୁନାବେଶ କେତେ ବେଳ ପର୍ଯ୍ୟନ୍ତ ଦର୍ଶନ କରିହେବ

ଶନିବାରରେ ସିଂହଦ୍ୱାର ଉପରେ ଶ୍ରୀ ବିଗ୍ରହମାନଙ୍କର ସୁନାବେଶ ବା ବଡ ତଢଉ ବେଶ ଅନୁଷ୍ଠିତ ହେବ । ଅପରାହ୍ନ ୪ଟାରୁ ୫ ଟା ମଧ୍ୟରେ ସୁନାବେଶ ଆରମ୍ଭ ରାତି ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଏହା ଚାଲିବ ଏହାର ନୀତି ନିର୍ଘଣ୍ଟ ମଙ୍ଗଳ ଆଳତି ନୀତି ଭୋର ୬ଟାରୁ ସାଢ଼େ ୬ଟା ମଇଲମ ଓ ତଡ଼ପଲାଗି ସକାଳ…

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା କରାଯାଇଥିବା ବାହୁଡା ଯାତ୍ରାର ନୀତି ନିର୍ଘଣ୍ଟ –

ମଙ୍ଗଳ ଆଳତି ଭୋର ୪ଟା ମଇଲମ ୪ଟା ୧୫ ମିନିଟ ତଡପ ଲାଗି ୪ଟା ୩୦ ମିନିଟ ରୋଷ ହୋମ ୪ଟା ୩୦ ମିନିଟ ଅବକାଶ ସକାଳ ୫ଟା ସୂର୍ଯ୍ୟପୂଜା ୫ଟା ୧୫ ମିନିଟ ଦ୍ବାରପାଳ ପୂଜା ୫ଟା ୩୦ ମିନିଟ ବେଶ ଶେଷ ୫ଟା ୩୦ ମିନିଟ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ୫.୪୫ ରୁ ୬ଟା୪୫ ସେନାପଟା ଲାଗି…

ସନ୍ଧ୍ୟା ଦର୍ଶନରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ କି ପୁଣ୍ୟ ଲାଭ ହୁଏ ଜାଣନ୍ତୁ

ଗୁରୁବାର ଦିନ ଆଡପମଣ୍ଡପରେ ପ୍ରଭୂଙ୍କର ସଂନ୍ଧ୍ୟାଦର୍ଶନ ଶେଷ ହୋଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା  । ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନବମୀଦର୍ଶନ ବ୍ୟବସ୍ଥା ରହିଥିବା ବେଳେ…

ଗୁଣ୍ଡିଚାମନ୍ଦିରରେ ବୃନ୍ଦାବନ ଲୀଳା

ଶ୍ରୀଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୂଙ୍କର ନିତ୍ୟରାସ ସ୍ଥଳୀ । ଷଷ୍ଠ ଦିବସରୁ ପ୍ରଭୂଙ୍କର ଚଳନ୍ତି ପ୍ରତିମା ମଦନମୋହନ କରିଛନ୍ତି ବୃନ୍ଦାବନ ରାସ ଲୀଳା । ଏହି ସମୟରେ ପ୍ରଭୂ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ରାସରାସେଶ୍ୱର ବେଶରେ । ଏଥିପାଇଁ ଗୌଡୀୟ ସମ୍ପ୍ରଦାୟର ଭକ୍ତମାନେ ଅଷ୍ଟମୀ ତିଥି…

ସନ୍ଧ୍ୟା ଦର୍ଶନର ନୀତି ନିର୍ଘଣ୍ଟ

ଗୁରୁବାର ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ୬ଟାରେ ଅବକାଶ, ସକାଳ ୬ଟା ୧୫ରେ ରୋଷ ହୋମ, ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ୱାରପାଳ ପୂଜା, ୭ଟାରେ ବେଶ ଶେଷ ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ ସକାଳ ୮ରୁ ସାଢ଼େ ୯ଟା ସକାଳଧୂପ…

ବାହୁଡା , ସୁନା ବେଶ ଓ ନିଳାଦ୍ରୀ ବିଜେର ତାରିଖ ବିଷୟରେ ଜାଣନ୍ତୁ

ପୁରୀ .- ଏବେ ଦକ୍ଷିଣ ମୋଡ ସରିଛି । ତିନି ରଥ ନାକଚଣା ଦ୍ୱାର ନିକଟରେ ପ୍ରସ୍ତୁ ହୋଇ ରହିଛନ୍ତି। ହେରା ପ଼ଞ୍ଚମୀ ପରେ ମା ସୁଭଦ୍ରା ନିର୍ଦେଶ ଦେବାରୁ ରଥର ଦକ୍ଷିଣ ମୋଡ କରାଯାଇଛି । ଗୁରୁବାରରେ ସନ୍ଧ୍ୟା ଦର୍ଶନ ନୀତି ପରେ ରାତି ୭ଟାରୁ ଦର୍ଶନ ବନ୍ଦ ହବେ । ୧୨ ତାରିଖ ଶୁକ୍ରବାରରେ ବାହୁଡ଼ା…

ଗୁଣ୍ଡିଚା ମନ୍ଦିରରେ ଗୁରୁବାରରେ ସନ୍ଧ୍ୟା୭ରୁ ଦର୍ଶନ ବନ୍ଦ, ଶୁକ୍ରବାରରେ ବାହୁଡା

ପୁରୀ .- ଗୁରୁବାରରେ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ । ଶୁକ୍ରବାରରେ ବାହୁଡା । ରାତି ୭ଟା ମଧ୍ୟରେ ସନ୍ଧ୍ୟା ଦର୍ଶନ ବନ୍ଦ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ରାତିରେ ବାହୁଡା ପାଇଁ କେତକ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରାଯିବ । ଗୁଣ୍ଡିଚାମନ୍ଦିରରୁ ରାତି ସାତଟା…

୧୪.୧୦ ପ୍ରତିଶତ ଅଧିକ, ରେଳ ପାଇଁ ଓଡ଼ିଶାକୁ ମିଳିଲା ୫୯୯୩ କୋଟି ଟଙ୍କା

ନୂଆଦିଲ୍ଲୀ . -ରେଳବାଇର ବିକାଶ ପାଇଁ ଚଳିତ ବର୍ଷ ଓଡିଶାରୁ ଗତ ଆର୍ଥିକ ବର୍ଷ ତୁଳନାରେ ଅଦିକ ୧୪.୧୦ ପ୍ରତିଶତ ଅର୍ଥ ବ୍ୟୟ ବରାଦ କରାଯାଇଛି। ଗତ ବର୍ଷ ଏହାର ପରିମାଣ ୫୨୫୨ କୋଟି ଟଙ୍କା ଥିଲା । ଚଳିତ ବର୍ଷ ଏହା ୫୯୯୩ କୋଟି ଟଙ୍କା । ପୂର୍ବ ତଟ ରେଳବାଇକୁ ୭୨୨୨ କୋଟି ଟଙ୍କାର ବ୍ୟୟ ବରାଦ…

କାହିଁକି ନନ୍ଦି ଘୋଷରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ଜଗ୍ଗଜନନୀ ମା' ମହାଲକ୍ଷ୍ମୀ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ରୁକ୍କୁଣୀ ବିବାହ ସମ୍ପନ୍ନ ହେବାର କିଛି ଦିନ ପରେ ମହାପ୍ରଭୁ ଜଗନ୍ନାଥ ଭାଇ ଓ ଭଉଣୀଙ୍କ ସହ ରଥଯାତ୍ରାରେ ଜନ୍ମ ଭୂମିରେ ବିରାଜ ମାନ କରିଛନ୍ତି । ବିବାହ ସରିଛି, ହେଲେ ବୈବାହିକ ଜୀବନ ଆରମ୍ଭ ହୋଇନାହିଁ . ସମସ୍ତ ବିଧି ମଧ୍ୟ…