Browsing Category

ଓଡିଶା

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୃଙ୍ଖଳିତ ଭାବେ ପାଳିତ

ଭବାନୀପାଟଣା - କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଶୃଙ୍ଖଳିତ ଭାବରେ ସଂପନ୍ନ ହୋଇଯାଇଛି । ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ମହାଷ୍ଟମୀ ରାତ୍ରିରେ ସନ୍ଧିପୂଜା ପରେ ମା’ଙ୍କ ପ୍ରତିନିଧି ଛତରକୁ ମନ୍ଦିରର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୩ କିଲୋମିଟର ଦୂରରେ ଥିବା…

ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ

ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ ହୋଇଛି । ଭାଇମାନଙ୍କର ଦୀର୍ଘ ଆୟୁଷ କାମନା ସହ ସର୍ବବିଧ ମଙ୍ଗଳ ମନାସି ଭଉଣୀମାନେ ଦେବୀ ଦୁର୍ଗାଙ୍କ ପାଖରେ ବ୍ରତ ରଖି ନିଶା ପୂଜା କରିଛନ୍ତି । ବ୍ରତଧାରୀ ଭଉଣୀମାନେ ୧୦୮ ଅକ୍ଷତ ଦୁବ ଓ ରଂଗବେରଙ୍ଗର ଜିଉନ୍ତିଆ ସୂତ୍ରକୁ ଦେବୀ…

ରବିବାରରେ ଧୁମ୍‌ଧାମରେ ମହାଷ୍ଟମୀ ପାଳିତ

ମହାମାୟୀ, ଜଗତଜନନୀ ମା’ ଦୁର୍ଗାଙ୍କର ମହାଷ୍ଟମୀ ରବିବାରରେ ବିଭିନ୍ନ ପୂଜାମଣ୍ଡପରେ ପାଳିତ ହୋଇଯାଇଛି । ଏଥିପାଇଁ ପୂଜାମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ପୂଜାମାନ ଅନୁଷ୍ଠିତ ହୋଇଥିଲା । ଭକ୍ତିମୟ ପରିବେଶ ମଧ୍ୟରେ ସକାଳଠାରୁ ବ୍ରତଧାରୀମାନେ ମଣ୍ଡପ ନିକଟରେ ପୂଜାର୍ଚ୍ଚନା କରିଥିଲେ ।ବିଭିନ୍ନ…

ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର - ଆନ୍ଧ୍ରପ୍ରଦେଶ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ,…

ବଢିଲା ଓମ୍‌ଫେଡ୍‌ କ୍ଷୀର ଦର

ଭୁବନେଶ୍ୱର - ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ମାନରେ ପରିବର୍ତ୍ତନ ପାଇଁ ସରକାର ଓମ୍‍ଫେଡ୍‍ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ଏହି ନୂଆ ଦର ଶୁକ୍ରବାରଠାରୁ ଲାଗୁ ହୋଇଛି । ସରକାରଙ୍କଠାରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଥିଲା । ।…

ଆରମ୍ଭ ହେଲା ଦଲାଲ ହଟାଅ କାର୍ଯ୍ୟକ୍ରମ,ରାଜ୍ୟର ସମସ୍ତ ଆର୍‍.ଟି.ଓ. ଅଫିସ୍‍ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ ହେବ

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାଜ୍ୟର ବିଭିନ୍ନ ହସ୍ପିଟାଲ୍‍ରୁ ୩୦ଜଣ ଦଲାଲଙ୍କୁ ଗିରଫ୍‍ କରାଯାଇଛି। ପୁଲିସ୍‍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‍ରୁ ୪ ଦଲାଲ୍‍କୁ ଗିରଫ୍‍…

ଏଣିକି ଅଫିସ କିମ୍ବା ବିଭିନ୍ନ ମିଟିଂରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ

ଭୁବନେଶ୍ୱର - ଏଣିକି ଅଫିସ କିମ୍ବା ବିଭିନ୍ନ ମିଟିଂରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ଅଫିସରେ ସିଙ୍ଗଲ ୟୁଜ୍‍ ପ୍ଲାଷ୍ଟିକ୍‍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି । ଏମିତିକି ଅଫିସମାନଙ୍କରେ…

ଏଣିକି ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ସ୍ୱଚ୍ଛତା ପୁରସ୍କାର

ଭୁବନେଶ୍ୱର - ଏଣିକି ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ସ୍ୱଚ୍ଛତା ପୁରସ୍କାର ପ୍ରଦାନ କରାଯିବ । ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କହିଛନ୍ତି, ଏଥିପାଇଁ ବିଦ୍ୟାଳୟଗୁଡ଼ିକ ଏଣ୍ଡ୍ରଏଡ୍‍ ଆପ୍‍ ମାଧ୍ୟମରେ ଅନ୍‍ଲାଇନ୍‍ରେ…

ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ସବ୍‍ଡିଭିଜନ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଖୋଲିବ

ଭୁବନେଶ୍ୱର - ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ସବ୍‍ଡିଭିଜନ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତକାଲି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡ୍ରାଇଭିଂ ଲାଇସେନ୍ସ ପାଇବା ଲାଗି ରାଜ୍ୟର…

ଆରବ ସାଗରରେ ହିକ୍କା ନେଲା ବାତ୍ୟା ରୂପ, ଓଡିଶାରେ ୨୭ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା

ଭୁବନେଶ୍ୱର - ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ହିକ୍ମା କ୍ରମଶଃ ଘନୀଭୂତ ହୋଇ ବାତ୍ୟା ରୂପ ନେଇଛି । ଓମାନର ତଟବର୍ତ୍ତୀ ଅଞ୍ଚଳ ଦେଇ ଏହି ବାତ୍ୟା ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…