Browsing Category

ଓଡିଶା

ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ…

ଭୁବନେଶ୍ୱର - ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ ଯାଞ୍ଚକାରୀଙ୍କ ଦ୍ୱାରା ହଇରାଣ ହେବେ ନାହିଁ କି ମୋଟା ଅଙ୍କର ଜୋରିମାନା ଦେବେ ନାହିଁ । କାରଣ ଡିଜିଟାଲ ପଦ୍ଧତିରେ ଗାଡି କାଗଜପତ୍ର ଦେଖାଇଲେ ତାହା ଗ୍ରହଣଯୋଗ୍ୟ ହେବ…

ଟ୍ରେନରୁ ୧୧ କିଲୋଗ୍ରାମ ସୁନା ଜବତ

ଝାରସୁଗୁଡା - ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ଗୁରୁବାରରେ ୧୧ କିଲୋଗ୍ରାମ ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪କୋଟିରୁ ଅଧିକ ଟଙ୍କା ହେବ ।ଘଟଣାରୁ ଜଣାପଡିଛି ଯେ, ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ…

ଭୁବନେଶ୍ୱର ସୁରଟ୍‍-ବିମାନ ସେବା ଜାନୁଆରୀ ଏକ ତାରିଖରୁ ଆରମ୍ଭ ହେବ

ଭୁବନେଶ୍ୱର - ଗୁଜରାଟ୍‍ର ସୁରଟ୍‍ ସହରରେ ରହୁଥିବା ଓଡିଆଙ୍କ ପାଇଁ ଏଣିକି ଗମନାଗମନରେ ଆଉ ବିଶେଷ କିଛି ଅସୁବିଧା ହେବନାହିଁ । ବିମାନ ଯୋଗେ ସେମାନେ ଭୁବନେଶ୍ୱରରୁ ସୁରଟ୍‍ ଯାଇପାରିବେ । ନୂଆବର୍ଷ ଅର୍ଥାତ୍‍ ଜାନୁୟାରୀ ୧ତାରିଖରୁ ଭୁବନେଶ୍ୱରରୁ ସୁରଟ୍‍କୁ ସିଧାସଳଖ ବିମାନସେବା ଆରମ୍ଭ ହେବ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର - ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଶୁକ୍ରବାର ୧୧ ଅକ୍ଟୋବର ୨୦୧୯ ଦିନ ସାଢ଼େ ବାରଟାରୁ ସାଢ଼େ ୩ଟା…

ସବୁଠି ଭସାଣୀ ପୁରୀରେ ଗୋସାଣୀ

ପୁରୀ - ବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ବିଜୟାଦଶମୀ ପରଦିନ ଏକାଦଶୀରେ ପ୍ରସିଦ୍ଧ ଗୋସାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହିଯାତ୍ରା ଦେଖିବାପାଇଁ ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିଲା । ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାର…

ଜେଇଇ ମେନ୍‍ ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଶେଷ ,ଅକ୍ଟୋବର ୧୪ରୁ ୨୦ ତାରିଖ ମଧ୍ୟରେ କରିପାରିବେ ଆବେଦନ ପ୍ରକ୍ରିୟାରେ…

ଭୁବନେଶ୍ୱର - ଜେଇଇ ମେନ୍‍ ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଶେଷ । ୧୦ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଅନ୍‍ଲାଇନ୍‍ରେ କରିଛନ୍ତି । ଯଦି ଆବେଦନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରିବାର ଥାଏ, ତେବେ ପରୀକ୍ଷାର୍ଥୀମାନେ ଅକ୍ଟୋବର ୧୪ରୁ ୨୦ ତାରିଖ ରାତି ୧୧ଟା ୫୦…

ଶ୍ରୀମନ୍ଦିରରେ ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ

ପୁରୀ -  ଶ୍ରୀମନ୍ଦିରରେ ଗତକାଲି ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ ହୋଇଛି ।  ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାପୂଜା ଲାଗି ସ୍ୱତନ୍ତ୍ର  ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ  ଚତୁର୍ଦ୍ଧାମୂର୍ତ୍ତିଙ୍କ…

ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ

ଭୁବନେଶ୍ୱର - ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ । ଆଧାର ସଂଯୁକ୍ତ ନହେଲେ ଚାଷୀମାନେ ନିଜ ଉତ୍ପାଦିତ ଧାନ ମଧ୍ୟ ସରକାରଙ୍କୁ ବିକ୍ରି କରି।ରିବେ ନାହିଁ । ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ାକଡ଼ି ଭାବେ ରାଜ୍ୟ ସରକାର ଲାଗୁ କରିଥିଲେ । ତେବେ ଧାନ ବିକ୍ରି କରିବା…

ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ

ଭୁବନେଶ୍ୱର - ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୁଜରାଟର କୌଣସି ସହରକୁ ଏହା ହେବ ପ୍ରଥମ ବିମାନ ସେବା । ରବିବାର ବ୍ୟତୀତ ଅନ୍ୟ ସବୁଦିନ ଦୁଇସହର ମଧ୍ୟରେ ଏହି ବିମାନ ଚଳାଚଳ କରିବ ।…

କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା

ଭବାନୀ ପାଟଣା - କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ମାଆଙ୍କ ଛତରଯାତ୍ରା ପରେ ବିଜୟାଦଶମୀ ତିଥିରେ ଲାଖମରା ଯାତ୍ରା ନିମନ୍ତେ ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଦେବୀଙ୍କ ବିଜୟ ପ୍ରତିମା ଛତରକୁ ପୁଣିଥରେ ମନ୍ଦିରରୁ ବହାରକରି ଲାଖମରା…