Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମହିଳାଙ୍କ ଉପରେ ହିଂସା ମାମଲାର ଶୀଘ୍ରନ୍ୟାୟ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ
ଭୁବନେଶ୍ୱର --- ପୀଡିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଆଇନ୍ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ଦେଇଛନ୍ତି । ଏହି ୪୫ଟି ଫାଷ୍ଟ ଟ୍ରାକ୍ କୋର୍ଟ ମଧ୍ୟରୁ ୨୧ଟିରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା…
ଶ୍ରୀଜୀଉଙ୍କୁ ଘୋଡ଼ାଲାଗି ବେଶ
ପୁରୀ - ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଗତକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଆରମ୍ଭ ହୋଇଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ୍ର ପରିଧାନ କରିବା ଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ୍ୟ ଶୀତଦିନେ ଶୀତବସ୍ତ୍ରରେ ଭୂଷିତ ହେଉଛନ୍ତି । ସକାଳଧୂପ ଶେଷ ହେବାପରେ…
ମଧୁ ଆପ୍ ଲଞ୍ଚ
ଭୁବନେଶ୍ୱର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍କୁ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଉତ୍କଳମଣି ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍କୁ ନାମିତ କରାଯାଇଛି । ଏହି ଆପ୍ ପ୍ରଥମେ ଗଞ୍ଜାମ ଜିଲ୍ଲା ଲାଗି କାର୍ଯ୍ୟକାରୀ କରାଯାଉଛି ।…
ବଢିବ ଶୀତ- ଆସନ୍ତା ୨ରୁ ୩ ଦିନରେ ୧୪ ଜିଲ୍ଲାରେ ଘନ କୁହୁଡି
ଭୁବନେଶ୍ୱର - କ୍ରମାଗତ ଭାବେ ତିନି ଦିନ ହେବ ରାଜ୍ୟର କେତେକ ଜିଲ୍ଲାରେ ଶୀତର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବା ସହିତ ଘନି କୁହୁଡ଼ି ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତା ଠିକ୍ ଭାବରେ ଦେଖାଯାଉ ନ ଥିବାରୁ ଯାନବାହନ ଚଳାଚଳରେ…
ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ୱର - ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବେଶନକୁ ଗତକାଲିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ନଭେମ୍ବର ୧୩ରୁ…
ଓଡିଶା ସରକାରଙ୍କ ନିର୍ଦେଶ- ସ୍କୁଲ ବସ୍ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର - ବିଭିନ୍ନ ବେସରକାରୀ ଓ ଇଂଲିଶ ମିଡିୟମ ସ୍କୁଲର ସ୍କୁଲ ବସ୍ ରହିଛି । କେତକ ସ୍କୁଲ ବସ୍ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ଯାଉଛନ୍ତି । ଅନେକ ସମୟରେ ଛୋଟ ପିଲା ଛିଡା ହୋଇଯାତ୍ରା କରୁଛନ୍ତି।
ପ୍ରାଇଭେଟ୍ ବା ବେସରକାରୀ ସ୍କୁଲର ସ୍କୁଲ ବସ୍ରେ ଆବଶ୍ୟକତାକରୁ ଅଧିକ…
ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ
ବାଲେଶ୍ୱର - ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ କରାଯାଇଛି । ଗତକାଲି ସନ୍ଧ୍ୟା ୭ଟାରୁ ୭ଟା ୧୫ ମିନିଟ୍ ମଧ୍ୟରେ ଏଲ୍.ସି.-୩ ପରୀକ୍ଷଣ କେନ୍ଦ୍ରରୁ ଏହାର ଉତ୍କ୍ଷେପଣ କରାଯାଇଥିଲା । ଏକହଜାର କିଲୋଗ୍ରାମ ଓଜନ ବିଶିଷ୍ଟ!-->…
ଅଭୟଙ୍କୁ ପୁଲିସ୍ ଡିଜି ,ସୁନୀଲ ରାୟଙ୍କୁ ହୋମ୍ଗାର୍ଡ଼ ଏବଂ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି
ଭୁବନେଶ୍ୱର - ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ନ୍ୟାସନାଲ୍ ପୁଲିସ୍ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଭୟ ପୁଲିସ୍ ଡିଜି ଭାବେ ଦାୟିତ୍ୱ ଗ୍ରହଣ!-->…
କୁନ୍ଦଲୀ ମାମଲାର ହେବ ଏସ୍ଆଇଟି ତଦନ୍ତ
କଟକ - କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ରୁଜୁ ପୃଥକ୍ ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍. ଜାଭେରୀ ଓ ଜଷ୍ଟିସ କେ. ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକତ୍ର ଶୁଣାଣି କରି ଏହି ଘଟଣାରେ ସ୍ପେଶାଲ ଇନ୍ଭେଣ୍ଟିଗେସନ ଟିମ୍ (ଏସ୍ଆଇଟି) ଗଠନ କରିବା ପାଇଁ ନିର୍ଦ୍ଦେଶ…
ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ
ଭୁବନେଶ୍ୱର - ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେଉଛି । ଏହା ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ୍ ସମ୍ପର୍କୀତ ପ୍ରସ୍ତାବ ଗୃହୀତ କରିବେ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଗୃହରେ…