Browsing Category

ଖବର

 ଅଟଳ ବିହାରୀ ବାଜପେୟୀଙ୍କୁ ଫେସ୍‌ବୁକ୍‌ରେ ସମାଲୋଚନା କରି ଛେଚା ଖାଇଲେ ସହ ପ୍ରଧ୍ୟାପକ

ପାଟଣା.- ଜନ ନାୟକ ଅଟଳ ବିହାରୀ ବାଜପେୟୀଙ୍କୁ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ସମାଲୋଚନା କରିବା ଜଣେ ସହ ପ୍ରଧ୍ୟାପକ( ଆସିଷ୍ଟାଣ୍ଟ ପ୍ରଫେସର)ଙ୍କୁ ମହଙ୍ଗା ପଡିଛି ।  କିଛି ଛାତ୍ର ଓ ଅନ୍ୟ ଲୋକ ତାଙ୍କୁ ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଛି । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନିଧନ…

ପାକିସ୍ତାନର  ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମରାନ୍‌ ଖାନ୍, ଶପଥ ଗ୍ରହଣ ଉତ୍ସବରେ ନବଜୋତ ସିଂ ସିଦ୍ଧୁ…

ଇସଲାମବାଦ. ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ  ଭାବେ ପୂର୍ବତନ କ୍ରିକେଟିୟରଇମରାନ୍‌ ଖାନ୍ ଶପଥ ଗ୍ରହଣ କରିଛନ୍ତି । । ସେ ପାକିସ୍ତାନ ତେହରିକ୍‌ ଇ ଇନସାଫ୍‌ ଦଳର  ମୁଖ୍ୟ । ଗତ ନିର୍ବାଚନରେ ତାଙ୍କ ଦଳ ସର୍ବାଧିକ ଆସନ ଜିତିଥିଲା ।  ଶୁକ୍ରବାରରେ ଜାତୀୟ ଆସମ୍ବ୍ଲିରେ ଅନୁଷ୍ଠିତ ନିର୍ବାଚନରେ…

ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପୁରୁଷ ବନ୍ଧୁ ନିକଙ୍କ ବିବାହ ପୂର୍ବ ରୋକା ପର୍ବରେ ନେଲେ ବଡଙ୍କ ଆଶୀର୍ବାଦ

ମୁମ୍ବାଇ. ପ୍ରିୟଙ୍କା ଚୋପ୍ରା ତାଙ୍କର ପୁରୁଷ ବନ୍ଧୁ ନିକ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଅନୁଷ୍ଠିତ ହେଉଥିବା ରୋକା ରୀତି ବା ବଡଙ୍କ ଠାରୁ ଆଶୀର୍ବାଦ ନେବାର ରୀତିନୀତି ଅନୁଷ୍ଠିତ ହୋଇଯାଇଛି । ମୁମ୍ବାଇରେ ଥିବା ପ୍ରିୟଙ୍କା ଚୋପ୍ରାଙ୍କର ବାସ ଗୃହରେ ଏହି ଉତ୍ସବ…

ଲୋକଙ୍କ ଆଖିରେ ଲୁହ, ପ୍ରମୁଖ ଓଡ଼ିଆ ସମ୍ବାଦପତ୍ରରେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଅଦ୍ୱିତୀୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଗତକାଲି ଏମ୍ସରେ ତାଙ୍କ ପରଲୋକ ହୋଇଥିବାବେଳେ ଆଜି ଦିନ ୪ଟାରେ ତାଙ୍କୁ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଦାହସଂସ୍କାର କରାଯିବ । ଆଜି ସକାଳେ ତାଙ୍କର…

ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟା ପନ୍ନ, ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ଦିଲ୍ଲୀ ଗଲେ…

ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟା ପନ୍ନ, ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅବପାତର ରୂପ ନଲା ଲଘୁଚାପ , ଓଡିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ମଙ୍ଗଳବାର ମଧ୍ୟରାତ୍ରୀ ସୁଦ୍ଧା ବେଲେଶ୍ୱର ଓ ଚାନ୍ଦବାଲିର ଉତ୍ତର ପୂର୍ବ ଦିଗରେ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ରାତି ସୁଦ୍ଧା ଏହି ଓଡିଶା ଓ ପଶ୍ଚିମବଙ୍ଗ…

ସାବଧାନ!ବର୍ଷାଦିନେ ମୂଷାଠାରୁ ବ୍ୟାପୁଛି ମାରାତ୍ମକ ରୋଗ ଲେପ୍ଟୋସ୍ପାୟରୋସିସ୍‍

ମୁମ୍ବଇରେ ଲଗାଣ ବର୍ଷା ଯୋଗୁ ସମ୍ପ୍ରତି ଏକ ମାରାତ୍ମକ ରୋଗ ବ୍ୟାପିଥିବା ଦେଖାଯାଇଛି। ମୂଷାଠାରୁ ମଣିଷଙ୍କୁ ବ୍ୟାପୁଥିବା ଏହି ରୋଗର ନାମ ଲେପ୍ଟୋସ୍ପାୟରୋସିସ୍‍। ଲେପ୍ଟୋସ୍ପିରା ଜୀବାଣୁ ଏହି ରୋଗର କାରଣ ହୋଇଥିବା ବେଳେ ମଣିଷ ସହିତ ପଶୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବର୍ଷାଜଳ ଜମିବା…

ଶିଶୁଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ବିଲ୍ ସଂସଦରେ ଗୃହୀତ

ନୂଆଦିଲ୍ଲୀ : ଶିଶୁଙ୍କୁ ବଳାତ୍କାର କଲେ ଏବେ ବଳାତ୍କାରୀ ଅପରାଧି ମୃତ୍ୟୁ ଦଣ୍ଡ ପାଇବ । ଏହି ବିଲ୍‌ ସଂସଦର ଉଭୟ ଗୃହରେ ଗୃହୀତ ହୋଇଯାଇଛି । ଏହା ସହ ପୂର୍ବରୁ ବଳାତ୍କାରୀକୁ ଅତିକମରେ ୭ ବର୍ଷ ଜେଲ ଦଣ୍ଡାଦେଶ ଥିଲା । ଏବେ ତାହାକୁ ୭ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି କରାଯାଇଛି । ୧୨ ବର୍ଷରୁ ସାନ…

ଏକା ପରି ଦେଖାଯାଉଥିବା ଯାଆଁଳା ଭଉଣୀ, ଯାଆଁଳା ଭାଇଙ୍କୁ ବାହା ହେଲେ

ନ୍ୟୁୟର୍କ: ଦୁଇ ଜଣ ଯାଆଁଳା ଭଉଣୀ , ଦେଖିବାକୁ ଏକ ପ୍ରକାର , ଉଚ୍ଚତା ଗଢଣ ସବୁ ସମାନ , ସେମାନେ ବି ଏକ ପ୍ରକାର ଦେଖାଯାଉଥିବା ଯାଆଁଳା ଭାଇଙ୍କୁ ବାହା ହୋଇଛନ୍ତି । ଏହି ଦୁଇ ଭଉଣୀଙ୍କ ନାମ ବ୍ରିଟାନୀ ଓ ବ୍ରିଆନା ଡାନେ ବ୍ରିଟାନୀ ଓ ବ୍ରିଆନା ଜୋଶ୍‌ ଓ ଜର୍ମି ସ୍ଲେୟାର ନାମକ ଦୁଇଜଣ…

ସ୍ମାର୍ଟଫୋନ୍‌ ବ୍ଲାଇଣ୍ଡନେସ୍‌ ବା ଅନ୍ଧତ୍ୱ,ନିଜକୁ ଏଥିରୁ ରକ୍ଷା କରିବେ କିପରି

ଏବେ ଏକ ନୂଆ ପ୍ରକାର ଚକ୍ଷୁ ରୋଗ ବା ଅନ୍ଧତ୍ୱ ଦେଖା ଦେଇଛି । ଆଖି ଉପରେ ଏହାର ଖରାପ ପ୍ରଭାବ ପଡୁଛି । ବେଳେ ବଳେ ସ୍ୱାର୍ଟଫୋନ୍‌ ବ୍ୟବହାରକାରୀ ସାମୟିକ ଭାବେ ନିଜର ଦୃଷ୍ଟି ଶକ୍ତି ହରାଉଛନ୍ତି । ଏହାକୁ ଟ୍ରାଜିଂଟ୍‌ ସ୍ମାର୍ଟ ଫୋନ୍‌ ବ୍ଲାଇଣ୍ଡିନେସ୍‌ କୁହାଯାଉଛି । ଏହାକୁ ଅସ୍ଥାୟୀ ଦୃଷ୍ଟି…