Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଚଳିତ ବର୍ଷ ବର୍ଷା ସମ୍ଭାବନା ଖୁବଭଲ : ପଞ୍ଜିକାରେ କୃଷି ଅଭିବୃଦ୍ଧି ସୂଚନା
ଭୁବନେଶ୍ୱର :ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓଡିଆ ନବ ବର୍ଷ ପାଳନ ଅବସରରେ ନବ ପଞ୍ଜିକା ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ସ୍ଥାନୀୟ ବାଣୀବିହାର ସ୍ଥିତ ଶ୍ରୀ ଶ୍ରୀ ଶନି୧⁄୨ର ମହାଗ୍ରହ ମନ୍ଦିର ପ୍ରାଙ୍ଗଣରେ ସୌର ବ୍ରାହ୍ମଣ ପରିଷଦ, ଓଡିଶା ପକ୍ଷରୁ ବୁଧବାର ନବ ପଞ୍ଜିକା ଶୁଭାରମ୍ଭ!-->…
ଖରାଛୁଟି କାଟ କରି ବିଦ୍ୟାର୍ଥୀଙ୍କ ପାଠପଢ଼ା ଭରଣା
ରାଜ୍ୟରେ ନୂଆ ଶିକ୍ଷାବର୍ଷ ଆରମ୍ଭ ସହ ଖରାଦିନିଆ ଛୁଟିହେଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କି ପ୍ରଭାବ ପଡିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ହୋଇଯାଇଛି । ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସମେତ!-->…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତକାଲି ବାରିପଦାଠାରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ କାଳବୈଶାଖୀ ସମ୍ଭାବନା ନେଇ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଜଣାପଡିଛି ।
ଆଞ୍ଚଳିକପାଣିପାଗ!-->!-->!-->!-->!-->…
ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟ
ସରକାର ନିଷ୍ପତ୍ତି ଗ୍ରହଣ
ରାଜ୍ୟରେ ଥିବା ଏକକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଏଣିକି ସେହି ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ ଏକକ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଓଡ଼ିଶା ଶିକ୍ଷା ସେବା!-->…
ଆମପୃଥିବୀ, ଆମ ସ୍ୱାସ୍ଥ୍ୟ – ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି
ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆମ ପୃଥିବୀ, ଆମ ସ୍ୱାସ୍ଥ୍ୟ । ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି । ଜଳବାୟୁ ପରିବର୍ତ୍ତନ, ପରିବେଶ, ତାପମାତ୍ରା, ପ୍ରଦୂଷଣ, ଯୁଦ୍ଧ ବିଭୀଷିକା, ଖାଦ୍ୟ, ଜଳ, ଅମ୍ଳଜାନ ଆଦି ଅନେକଗୁଡ଼ିଏ!-->…
ରାଜ୍ୟର ୧୦୫ଟି ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦର
ଉପାଧ୍ୟକ୍ଷ
ରାଜ୍ୟର ୧୦୫ଟି ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଏବଂ କଟକ ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । କଟକ ମହାନଗର ନିଗମର ୪୯ ନମ୍ବର ୱାର୍ଡର କର୍ପୋରେଟର ବିଜେଡ଼ିର ଦମୟନ୍ତୀ ମାଝୀ ଆଜି ଡେପୁଟୀ ମେୟର ଭାବେ!-->…
ଭାରତରେ ନୋକିଆ ସି୦୧ ପ୍ଲସ୍ ୨ତ୍କ୩୨ ଜିବି ଭାରିଆଂଟ୍ ର ଉନ୍ମୋଚନ
ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍ର ଫୋନ୍ ବିକ୍ରି କରୁଥିବା ସଂସ୍ଥା ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ସି୦୧ ପ୍ଲସ୍କୁ ଭାରତରେ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ୩୨ ଜିବି ଷ୍ଟୋରେଜ୍ । ନୋକିଆର ସବୁଠୁ ଲୋକପ୍ରିୟ ଓ ସୁଲଭ ସି-ସିରିଜ୍ ଫୋନ୍ରେ ଏହା ହେଉଛି ଏକ ଆକର୍ଷଣୀୟ ଯୋଗଦାନ!-->…
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ବିଜ୍ଞାପନ
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ରାଉରକେଲାରେ ନିଯୁକ୍ତି ବିଜ୍ଞାପନ
ରାଉରକେଲା ସ୍ଥିତ ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ମେଡିସିନ୍ ସ୍ପେଶାଲିଷ୍ଟ ପାଇଁ ଦୁଇଟି ପଦବୀ ଏବଂ ରେଡିଓ ସ୍ପେଶାଲିଷ୍ଟ ପାଇଁ ଗୋଟିଏ ଜେନେରାଲ!-->!-->!-->…
୭୩ ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ – ଶନିବାରରେ ହେବ ଭୋଟ ଗଣତି
ରାଜ୍ୟରେ ଗତକାଲି ଶେଷ ହୋଇଥିବା ୩ଟି ମହାନଗର ନିଗମ ସମେତ ୪୭ଟି ପୌରପାଳିକା ଏବଂ ଅଣଷଠିଟି ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ମତଦାନର ଆସନ୍ତାକାଲି ଭୋଟ୍ ଗଣତି ହେବ । ଏହା ଗଣତି ପ୍ରକିୟା ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର୍ସୂଚନା ଦେଇଛନ୍ତି ।!-->…
ରାଜ୍ୟରେ ବିଭିନ୍ନ ପୌର ପରିଷଦ ଏବଂ ମହାନଗର ନିଗମ ନିର୍ବାଚନ
ପାଇଁ ପ୍ରଚାର ଅଭିଯାନ ଆସନ୍ତାକାଲି ସନ୍ଧ୍ୟାରେ ଶେଷ
ରାଜ୍ୟରେ ବିଭିନ୍ନ ପୌର ପରିଷଦ ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ । ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜୋର୍ ଧରିଛି ।
ପୌରାଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର୍ ପଦବୀ ପାଇଁ ସିଧାସଳଖ ନିର୍ବାଚନ!-->!-->!-->…