Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଭିଭୋର ନୂଆ ଏକ୍ସ-୨୧ ସ୍ମାର୍ଟଫୋନ୍, ଡିସପ୍ଲେ ମଧ୍ୟରେ ଫିଙ୍ଗରପ୍ରିଣ୍ଟ ସେନସର
ଚାଇନିଜ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ଇନ୍-ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ଯୁକ୍ତ ସ୍ମାର୍ଟଫୋନ୍ ଏକ୍ସ-୨୧ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ ଅନ୍ ଲକିଂ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଏହି ଫୋନ୍…
କଦଳୀରେ ଏପରି ନାଲି , କଳା ଅଂଶ କି ଗାର ଥିଲେ ତାହା ବିଷାକ୍ତ, ଜାଣନ୍ତୁ
ଅନେକ ଲୋକ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଫଳ ମୂଳ ଖାଇ ଥଆନ୍ତି . ମାତ୍ର କେତକ ଫଳ ମୂଳରେ ଫଙ୍ଗସ୍ ଥାଇ ତାହା ମଣିଷ ଓ ଜୀବ ଜନ୍ତୁଙ୍କ ପାଇଁ ବିଷାକ୍ତ କରି ଦେଇ ଥାଆନ୍ତି । ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ବିଷାକ୍ତ । ପେଟ ଫମ୍ପା,ମୋଡି ହେବା , ଝାଡା କି ବାନ୍ତି ହେବା ଦେଖାଯାଇଥାଏ ।…
ମୋଦିଙ୍କ ଗସ୍ତ ପୂର୍ବରୁ ….
ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସୁଛନ୍ତି । କଟକଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ନିଜ ସରକାରର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସଫଳତା କଥା କହିବେ । ତେବେ ଏହାକୁ ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ଏକ ପ୍ରଚାର ଅଭିଯାନ ଭାବେ…
ଆୟୁଷ ଶବ୍ଦକୁ ଇଂରାଜୀ ଭାଷାରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି
ବୈଜ୍ଞାନିକ ଏବଂ ଟେକନିକାଲ ଶବ୍ଦାବଳୀ ଆୟୋଗ ବୈଜ୍ଞାନିକ ଏବଂ ଟେକନିକ ଉଦେ୍ଦଶ୍ୟଗୁଡିକ ପାଇଁ ଆୟୁଷ ଶବ୍ଦକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଚିକିତ୍ସାର ପାଞ୍ଚଟି ପରମ୍ପରାଗତ ଏବଂ ପୂରକ ପ୍ରଣାଳୀ ଆୟୁବୈଦ, ଯୋଗ, ପ୍ରାକୃତିକ ଚିକିତ୍ସା…
ଦିନେ ଏକ ଚାଉଳମିଲରେ କାମକରୁଥିଲେ ବିଏସ ୟେଦ୍ୟୁରାପା
ବାଙ୍ଗାଲୁରୁ : ବିଏସ ୟେଦ୍ୟୁରାପା କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ରୁଦ୍ରଭାଇ ବାଲା ଆଜି ପୂର୍ବାହ୍ନ ୯ଟାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ପୂର୍ବରୁ ଗତ ରାତିସାରା ଉଭୟ ବାଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ରାଜନୈତିକ…
କର୍ଣ୍ଣାଟକରେ ମୋଦି ମ୍ୟାଜିକ, ବିଜେପି ସରକାର ଗଢିବା ସମ୍ଭାବନା
ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଦି ମ୍ୟାଜିକ କାମ କରିଛି । ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ବିଜେପି ୧୧୦ଟି ସିଟରେ ଆଗୁଆ ରହି ମ୍ୟାଜିକ ସଂଖ୍ୟାଠାରୁ ମାତ୍ର ୨ଟି ସିଟ ପଛରେ ରହିଛି । ସେହିପରି କଂଗ୍ରେସ ୬୨ଟି ସିଟରେ ଆଗୁଆ ରହିଥିବାବେଳେ ଓ ଜେଡିଏସ ୪୮ ସିଟରେ…
ମୃତ୍ୟୁ ପରେ ଆତ୍ମା ଯାଏ କୁଆଡେ ? ବୈଜ୍ଞାନିକ କଣ କୁହନ୍ତି ?
ଆମ ସନାତନ ସଂସ୍କୃତିରେ ଶ୍ରୀମଦ ଭଗବତ ଗୀତା ହେଉଛି ସବୁଠାରୁ ପବିତ୍ର ଧର୍ମଗ୍ରନ୍ଥ । ଏହା ସ୍ୱୟଂ ଭଗବାନଙ୍କ ମୁଖନିସୃତ ବାଣୀ ବୋଲି ବିଶ୍ୱାସ କରାଯାଏ । ଭଗବାନଙ୍କ ବାଣୀ ହୋଇଥିବାରୁ ଏହାର ପ୍ରତିଟି ପଦ ଚରମ ସତ୍ୟ ବୋଲି ବିଶ୍ୱାସ କରାଯାଏ । ଏବେ ବୈଜ୍ଞାନିକମାନେ ମଧ୍ୟ ଏହାକୁ ମାନିଛନ୍ତି ।…
ମାତୃ ଦିବସରେ ଆପଣଙ୍କ ମାତାଙ୍କୁ କଣ ଉପହାର ଦେବେ ?
ଜୀବନରେ ମାର୍ଗଦର୍ଶକ, ସାଙ୍ଗ, ଶିକ୍ଷକ, ପରାମର୍ଶଦାତ୍ରୀ, ସହଯାତ୍ରୀ ତଥା ଆମକୁ ଭଲ ରାନ୍ଧି ଖାଇବାକୁ ଦେଇଥିବା ମା’ଙ୍କ ଗୁରୁତ୍ୱ ଅବର୍ଣ୍ଣନୀୟ। ଆମ ଜୀବନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ୧୩ ତାରିଖରେ ପଡୁଛି ମାତୃ ଦିବସ ତେଣୁ ଏହି ମାତୃ ଦିବସରେ ଆପଣଙ୍କ ମା’ଙ୍କୁ ୬ଟି…
ବିଦେଶ ବୁଲି ଯ଼ିବେ କି ? ଏସବୁ ସ୍ଥାନକୁ ଯ଼ାଇପାରନ୍ତି
ଚଳିତ ଗ୍ରୀଷ୍ମ ଅବକାଶରେ ଭ୍ରମଣରେ ଅପୂର୍ବ ସୁଯୋଗ ରହିଛି। ଏହି ଅବସରରେ ମିଜୋରୋମ୍ର ନୃତ୍ୟ ଉତ୍ସବ ତଥା ଆଣ୍ଡାମାନର ଉତ୍ସବ ଆଦି ଆପଣଙ୍କ ପର୍ଯ୍ୟଟନ ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହେବ। ନିମ୍ନରେ ୨୦୧୮ର କେତେଗୁଡ଼ିଏ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଯାହାକି…
ଲୋକ ଏମିତି କରି ପାରନ୍ତି ନୀଚକାମ, ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଅନୁଗୁଳରେ କଲେ ଗଣବଳାତ୍କାର
ଅନୁଗୁଳ: ଆଜିକାଲି ଦୁନିଆରେ ଅନେକ ସ୍ଥାନରେ ଏକପ୍ରକାରର ହଜି ଯାଇଛି । ଏପରି ଏକ ଘଟଣା ଅନୁଗୁଲର ପୁରୁଣା ପାଣିରେ ଦେଖିବାକୁ ମିଳିଛି । ଜଣେ ମହିଳା ସ୍ୱାମୀଙ୍କ ସହ ସମ୍ବଲପୁରରୁ କଟକ ଏକ କାରରେ ଆସୁଥିଲେ । ସ୍ୱାମୀ କାର ଚଳାଉଥିଲା । ୬ ବର୍ଷ ଝିଅ କାରର ଆଗ ସିଟ୍ରେ ବସିଥିଲା । ରାତିରେ…