Browsing Category

ଦେଶ-ବିଦେଶ

କାହିଁକି ଟିଡିପି ଏନଡିଏ ଛାଡିଲା ?

ନୂଆଦିଲ୍ଲୀ :  କେନ୍ଦ୍ରରେ ଶାସନାଧିନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ଯ (ଏନଡିଏ) ସରକାରରୁ ଆନ୍ଧ୍ରପ୍ରଦେଶର ତେଲଗୁଦେଶମ ପାଟିର୍ ସମର୍ଥନ ପ୍ରତ୍ଯାହାର କରିଛି  ଏ ସଂପର୍କରେ ଟିଡିପି ମୁଖ୍ଯ ତଥା ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଦଳର ପଲିଟିବ୍ଯୁରୋ ବୈଠକପରେ ଘୋଷଣା କରିଛନ୍ତି  ଗତ…

ଟେକ୍ନୋ ଏବଂ ଭୋଡାଫୋନ୍‌ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ:ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଟ୍ରାନ୍ସିସନ୍‌ ଇଣ୍ଡିଆର ବ୍ରାଣ୍ଡ୍‌ ଟେକ୍ନୋ ପକ୍ଷରୁ ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ୍‌ ସହିତ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଟୋକ୍ନୋର କ୍ୟାମନ୍‌-ଆଇ ସିରିଜ୍‌ ୪-ଜି…

ଜନ-ଔଷଧି ପରିଯୋଜନାରେ ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧାର ଶୁଭାରମ୍ଭ

ନୂଆଦିଲ୍ଲୀ:କେନ୍ଦ୍ରୀୟ ରସାୟନ ଓ ଉର୍ବରକ ଏବଂ ସଂସଦୀୟ ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଆଜି ଏଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି ପରିଯୋଜନା (PMBJP) ଅନ୍ତର୍ଗତ ଶତକଡା ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧା ଶୁଭାରମ୍ଭର ଘୋଷଣା କରିଛନ୍ତି । ଏହି ସୁଲଭ…

ମହିଳାମାନଙ୍କ ପାଇଁ ଶୁଭାରମ୍ଭ ହେଲା ଉଦ୍ୟମ ଶକ୍ତି ପୋର୍ଟାଲ

ନୂଆଦିଲ୍ଲୀ:ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ମହିଳା ଉଦ୍ୟୋଗୀମାନଙ୍କ ସକାଶେ ଏକ ପୋର୍ଟାଲ୍‌ (www.udyamsakhi.org)ର ଶୁଭାରମ୍ଭ କରାଯାଇଛି । ଏମଏସଏମଇ (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଗିରିରାଜ…

10,000 ବୈଦ୍ୟୁତିକ କାର କ୍ରୟ କରିବା ପାଇଁ ଟେଣ୍ଡର ଆହ୍ୱାନ କରିବ ଇଇଏସଏଲ

ନୂଆଦିଲ୍ଲୀ: କେନ୍ଦ୍ର ଶକ୍ତି ଓ ନୂତନ ଏବଂ ଅକ୍ଷୟ ଉର୍ଜା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଆର କେ ସିଂ ଆଜି ଜାତୀୟ ଇ-ମୋବିଲିଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସମଗ୍ର ଇ-ମୋବିଲିଟି ପରିସ୍ଥାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏଥିରେ ସାମିଲ…

ରାଷ୍ଟ୍ରପତିଙ୍କୁ ଭେଟିଲେ କୋରିଆ ସଂସଦୀୟ ପ୍ରତିନିଧିମଣ୍ଡଳ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା କୋରିଆ ସାଧାରଣତନ୍ତ୍ରର ଏକ ପ୍ରତିନିଧିମଣ୍ଡଳ ଆଜି (ମାର୍ଚ୍ଚ 08, 2018) ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ କୋରିଆ ଜାତୀୟ ସଂସଦର ବାଚସ୍ପତି ଶ୍ରୀ…

ସୋମବାରରେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ । ଉଭୟ ନେତା ଏହାପରେ ମିର୍ଜାପୁର ଅଭିମୁଖେ ଯାତ୍ରା କରିବେ । ବାରଣାସୀ ଫେରିବା ପୂର୍ବରୁ ସେଠାରେ ସେମାନେ ଏକ ସୌରଶକ୍ତି କେନ୍ଦ୍ର ଉଦ୍ଘାଟନ କରିବେ ।…

ଏଥର ହେବ ପ୍ରବଳ ଗରମ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ :  ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ହେବ ବୋଲି ଭାରତୀୟ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି । ମାର୍ଚ୍ଚ ମାସ ଆରମ୍ଭରୁ ଭାରତର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିଛି । ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ…

ଶ୍ରୀମନ୍ଦିରରେ ଦୋଳ , ହୋଲି  ଓ ଚାଚେରୀ ବେଶ

ସାରା ଭାରତର ପୁର ପଲ୍ଲୀରେ ରାଧାଗୋବିନ୍ଦଙ୍କର ରାସ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଫାଲଗୁନ ପୂର୍ଣ୍ଣି୍ମା ବା ଦୋଳ ପୂର୍ଣ୍ଣିମାରେ  ଶ୍ରୀମନ୍ଦିରରେ  ଦୋଳତ୍ସୋବ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ  ନିକଟରେ ଥିବା ଦୋଳବେଦୀରେ  ମହାସମାରୋହରେ ଦୋଳତ୍ସୋବ ପାଳିତ ହୋଇଥାଏ । ଫଗୁଣ ମାସର…

ବିଜେପୁରରେ ବାଜିଲା ଶଙ୍ଖ, ବିଜେଡିର ବାଜିମାତ

ଭୁବନେଶ୍ୱର(ଓଡିଶାନେକ୍ସଟ୍‌): ସବୁ କଳ୍ପନାଜଳ୍ପାନାକୁ ପଛରେ ପକାଇ ବିଜେପୁରରେ ବିଜେଡ ବାଜିମାତ କରିଛି । ଉପ ନିର୍ବାଚନରେ ଶୁଣାଯାଇଛି ବିଜୟ ଶଙ୍ଖର ଧ୍ୱନୀ । ରୀତା ସାହୁ ବହୁ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଅଶୋକ  ପାଣିଗ୍ରାହୀଙ୍କ ଠାରୁ ଆଗୁଆ ।ବିଜେଡର  ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ନ…