Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ଭିନ୍ନ ଭିନ୍ନ ସ୍ଥାନରେ ୨୨ ମୃତ
ମୁମ୍ବାଇ: ମହାରାଷ୍ଟ୍ରରେ ମୌସୁମୀ ବର୍ଷାରେ ସେମାବାର-ମଙ୍ଗଳବାର ରାତି ଭିନ୍ନ ଭିନ୍ନ ସ୍ଥାନରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କେବଳ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୁନେ ଜିଲ୍ଲାରେ ୬ ଜଣ ଜୀବନ ହରାଇଛନ୍ତି । ପ୍ରବଳ ବର୍ଷାରେ କାନ୍ଥ ଗୁଡ଼ିକ…
ଜମ୍ମୁ କଶ୍ମୀର: ସଡ଼କ ଦୁର୍ଘଟଣାରେ ୩୫ ମୃତ
ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତବାଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏକ ମିନି ବସ ଖାଳକୁ ଖସିପଡ଼ିବାରୁ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୭ ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ…
ଆପଣଙ୍କ ବିଶ୍ୱାସ ମୋତେ ଏହି କାର୍ଯ୍ୟକ୍ରମରେ ପୁଣି ଥରେ କଥା କହିବାକୁ ସୁଯୋଗ ଦେଇଛି: ମୋଦୀ
ନୂଆଦିଲ୍ଲୀ: ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର କ୍ଷମତାକୁ ଦ୍ୱିିତୀୟ ଥର ପାଇଁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ରେଡିଓ କାର୍ଯ୍ୟକ୍ରମ ‘ ମନ କୀ ବାତ’ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ନିର୍ବାଚନ ସମୟରେ…
ମୁଜାଫରପୁର ଶିଶୁ ମୃତ୍ୟୁ ଘଟଣା: ଡାକ୍ତର କହିଲେ- ୪୦% ପିଲା ଲିଚୁ ଖାଇ ନାହାନ୍ତି
ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ହେଉଥିବା ପିଲାମାନଙ୍କର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦିଲ୍ଲୀର ଏକ ଟିମ ଇନସେଫାଲଇଟିସ ବିଷୟରେ ଗମ୍ଭୀରତାର ସହିତ ଅନୁଧ୍ୟାନ କରିଛନ୍ତି । ସେମାନେ ପାଇଛନ୍ତି ଯେ ପିଲାମାନଙ୍କୁ ହେଉଥିବା ରୋଗ ଇସ୍ନୋଫଲାଇଟିସ ପରି ନୁହେଁ ବରଂ ଏହାର ଲକ୍ଷଣ ଇସ୍ନୋଫଲାଇଟିସ ପରି…
ପୁନେରେ କାନ୍ଥ ଭୁଶୁଡ଼ି ୧୭ ମୃତ
ପୁନେ: ମହାରାଷ୍ଟ୍ରର ପୁନେରେ କାନ୍ଥ ଭୁଶୁଡ଼ିବାରୁ ଶୁକ୍ରବାର-ଶନିବାର ରାତି ଏକ ବଡ଼ ଦୁର୍ଘଟଣା ଘଟିଛି । କୋଢବାରେ କାନ୍ଥ ଢଳିବା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆହୁରି କିଛି ଲୋକ ଆହତ ହୋଇଛିନ୍ତି । ଆହତମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି…
ବିଧାୟକଙ୍କ ବ୍ୟାଟ ମାଡ଼ରେ ଲହୁଲୁହାଣ ଅଧିକାରୀ ଆଇସିୟୁରେ ଭର୍ତ୍ତି
ଇନ୍ଦୋର: ଭାରତୀୟ ଜନତା ପାର୍ଟିର ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ବ୍ୟାଟ ମାଡ଼ରେ ଲହୁଲୁହାଣ ପୌରପାଳିକାର ଅଧିକାରୀଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ପଲାସିଆ ଅଂଚଳରେ ଥିବା ପୌରପାଳିକାସ୍ଥିତ ଘରୋଇ ହସ୍ପିଟାଲର ଡାକ୍ତର ଶୁକ୍ରବାର ଏହା…
ବଜେଟ ଉପସ୍ଥାପନା ପୂର୍ବରୁ ମନମୋହନସିଂଙ୍କୁ ଭେଟିଲେ ନିର୍ମଳା ସୀତା ରମଣ
ନୂଆଦିଲ୍ଲୀ . -- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ସାଧାରଣ ବଜେଟକୁ ଉପସ୍ଥାପନ କରିବେ । ଏଥିପାଇଁ ଦିଲ୍ଲୀର ନର୍ଥ ବ୍ଲକରେ ଜୋରସୋରରେ ବଜେଟ ଛାପା କାର୍ୟ୍ୟ ଚାଲିଛି । ମାତ୍ର ଏହା ପୂର୍ବୁର ଅର୍ଥମନ୍ତ୍ରୀ ନିର୍ମଳୀ ସାତାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…
ହରିୟାଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁଳିକରି ହତ୍ୟା
ଫରିଦାବାଦ: ହରିୟାଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି । କିଛି ଦୁବୃର୍ତ୍ତ ବିକାଶ ଚୌଧୁରୀଙ୍କୁ ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେକ୍ଟର ୯ସ୍ଥିତ ମାର୍କେଟରେ ଦିନଦ୍ୱିପ୍ରହରରେ ଏହି ଘଟଣା ଘଟିବା ପରେ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ…
ପ୍ରଧାନମନ୍ତ୍ରୀ ଆବାସ (ସହରାଂଚଳ) ଯୋଜନା, ଅମୃତ ଓ ସ୍ମାର୍ଟ ସିଟି ମିଶନରେ ୮ ଲକ୍ଷ କୋଟି ଟଙ୍କାର ନିବେଶ
• ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୧ ଲକ୍ଷ ବାସଗୃହ ମଞ୍ଜୁର
• ଅମୃତ ଯୋଜନା ଅନ୍ତର୍ଗତ ୬୪ହଜାର କୋଟି ଟଙ୍କାର ୪,୧୯୦ ପ୍ରକଳ୍ପ କାର୍ୟ୍ୟକାରୀ
• ୩୫୩ ସହରରେ ପମ୍ପଗୁଡ଼ିକର ଏନର୍ଜି ଅଡିଟ ସମ୍ପନ୍ନ-୪୬୭ ଅମୃତ ସହରରେ କ୍ରେଡିଟ ରେଟିଂ କାର୍ୟ୍ୟ ଶେଷ, ୮ଟି ସହରରୁ ମୁନିସିପାଲ ବଣ୍ଡ ଜରିଆରେ…
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକା ପରରାଷ୍ଟ୍ର ସଚିବ ମାଇକେଲ ପୋମ୍ପିଓ
ନୂଆଦିଲ୍ଲୀ -- ଆମେରିକା ପରରାଷ୍ଟ୍ର ସଚିବ ମାଇକେଲ ପୋମ୍ପିଓ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ସଚିବ ପୋମ୍ପିଓ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଭେଚ୍ଛା ଜଣାଇବା ସହ ନିର୍ବାଚନରେ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସଚିବ…