Browsing Category

ଦେଶ-ବିଦେଶ

କେନ୍ଦ୍ରୀୟ ବଜେଟରେ ଚାବାହାର ବନ୍ଦର ପାଇଁ କମିଲା ବ୍ୟୟବରାଦ , ଇରାନର ଚିନ୍ତା

ନୂଆଦିଲ୍ଲୀ . - ଇରାନରେ ଥିବା ଚାବାହାରରେ ଭାରତ ପକ୍ଷରୁ ଏକ ବନ୍ଦର ନିର୍ମାଣ କରାଯାଉଛି । ସୁରକ୍ଷା ଓ ନୌବାଣିଜ୍ୟ ଦୃଷ୍ଟିରୁ ଏହା ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ୱ ପୂର୍ଣ୍ଣ ମାତ୍ର ଚଳିତ ବର୍ଷ ଏହାର ବ୍ୟୟ ବରାଦ କମ୍‌ କରାଯାଇଛି। ଏହାକୁ ନେଇ ଇରାନ୍‌ ସାମାନ୍ୟ ଚିନ୍ତା ପ୍ରକାଟ କରିଛି ।…

କର୍ଣ୍ଣାଟକ: କଂଗ୍ରେସରୁ ନିଲମ୍ବିତ ବିଧାୟକ ବିଜେପିରେ ହେବେ ସାମିଲ!

ବେଙ୍ଗାଲୁରୁ: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ କର୍ଣ୍ଣାଟକରେ ରାଜନୀତି ଜୋର ଧରିଛି । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଅନେକ ବିବାଦ ଦେଖାଯାଉଛି । ନିକଟରେ ରାଜ୍ୟ ରାଜନୀତି ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । କଂଗ୍ରେସରୁ ନିଲମ୍ବିତ ବିଧାୟକ ରୋଶନ ବେଗ ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟିରେ…

ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

ରାୟପୁର: ପୁଲିସ ଏନକାଉଣ୍ଟରରେ ମଙ୍ଗଳବାର ଛତିଶଗଡ଼ର ସକୁମା ଜିଲ୍ଲାରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି । ଜିଲ୍ଲା ସଂରକ୍ଷିତ ଗାର୍ଡର ସହଯୋଗରେ କୋବ୍ରା ବାଟାଲିଅନର ଯବାନମାନେ ସର୍ଚ୍ଚ ଅପରେଶନ ସମୟରେ ଦୋବାକଣ୍ଟା ଜଙ୍ଗଲରେ ନକ୍ସଳକୁ ନିପାଲ କରିଛନ୍ତି । ଯବାନମାନେ…

ବ୍ରିଜ ଉପରୁ ଖସିଲା ଯାତ୍ରୀବାହୀ ବସ୍, ୨୯ ମୃତ

ନୂଆଦିଲ୍ଲୀ: ‘ଯମୁନା ଏକ୍ସପ୍ରେସ ୱେ’ରେ ରବିବାର ବିଳମ୍ବିତ ରାତି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଦୁର୍ଘଟଣାରେ ୨୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ସୂଚନା ପାଇ ପୋଲିସ…

ପିଲାର ଓଜନର ୧୦%ରୁ କମ ହେବା ଦରକାର ସ୍କୁଲ ବ୍ୟାଗର ଓଜନ: ଗବେଷଣା

ନୂଆଦିଲ୍ଲୀ: କାନ୍ଧରେ ଓଜନିଆ ସ୍କୁଲ ବ୍ୟାଗ ଧରିବା କାରଣରୁ ପିଲାମାନଙ୍କୁ ଆଗକୁ ଯାଇ ହେବାକୁ ଥିବା ଗମ୍ଭୀର ସମସ୍ୟାକୁ ଦେଖି ସ୍କୁଲ ବ୍ୟାଗର ଓଜନ କମ କରିବା ପାଇଁ ଚାରିଆଡେ ଚର୍ଚ୍ଚା ହେଉଛି । ବୈଜ୍ଞାନିିକମାନେ ମଧ୍ୟ ଏହି କଥାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ଏବେ ସେମାନେ ପ୍ରମାଣିତ…

ବଜେଟରେ କ’ଣ ମହଙ୍ଗା

ନୂଆଦିଲ୍ଲୀ : ୨୦୧୯ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ସାମଗ୍ରୀ ଉପରେ କର କମାଇଥିବାବେଳେ କେତେକ ସାମଗ୍ରୀ ଉପରେ କର ବଢାଇଛନ୍ତି । ଦେଶର ଉତ୍ପାଦନ ଶିଳ୍ପକୁ ବଢାଇବାକୁ ସରକାର ଅନେକ ଆମଦାନୀ ସାମଗ୍ରୀ ଉପରେ ସୀମା ଶୁଳ୍କ ବଢାଇଛନ୍ତି । ଫଳରେ ସେ ସବୁ ସାମଗ୍ରୀ ମହଙ୍ଗା…

ବଜେଟରେ ଘୋଷଣା ଆସିବ ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ

ନୂଆଦିଲ୍ଲୀ . - ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା କେନ୍ଦ୍ର ଅର୍ଥ ମନ୍ତ୍ରୀ ମୋଦୀ ସରକାର ୨.୦ର ପ୍ରଥମ ବଜେଟକୁ ଲୋକସଭାରେ ଉପସ୍ଥାପନ କରିଛନ୍ତି । ଏଥିରେ ଅନେକ ନୂଆ ଘୋଷଣା କରାଯାଇଛି । ଏବେ ବଜାରରେ ଅନେକ ପ୍ରକାରର କଏନ୍‌ ପ୍ରଚଳିତ ଥିବା ବେଳେ ପୁଣି ନୂଆ ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ…

୨୦୨୨ ସୁଦ୍ଧା ପ୍ରତି ଘରକୁ ବିଦ୍ୟୁତ ଯୋଗାଇବା ମୋଦୀ ସରକାରଙ୍କ ଲକ୍ଷ୍ୟ: ସୀତାରମଣ

ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ସବୁ ଘରକୁ ବିଦ୍ୟୁତ ଯୋଗାଇ ଦିଆଯିବ । ମୋଦୀ ସରକାର ୨୦୨୨ ସୁଦ୍ଧା ଏହି କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରର ୨ୟ କାର୍ଯ୍ୟକାଳରେ ପ୍ରଥମ ବଜେଟ…

ବଜେଟ ୨୦୧୯ : ୨୦୨୪ ସୁଦ୍ଧା ଘର ଘର ଜଳ ଘର ଘର ନଳ

ନୂଆଦିଲ୍ଲୀ .- ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କେନ୍ଦ୍ରୀୟ ବଜେଟକୁ ସଂସଦରେ ଉପସ୍ଥାପନ କରିଛନ୍ତି । ଏଥିପେ ୨୦୪ ସୁଦ୍ଧା ଜଳ ଜୀବନ ମିଶନ୍‌ ଯୋଜନା ଅନୁସାରେ ସବୁ ଘରେ ନଳ ସହ ଜଳ ଯୋଗାଣ କରାଯିବ ବୋଲି ସୂଚନା ଦିଆଯାଇଛି । ଭାରତର ସମସ୍ତ ନାଗରିକଙ୍କୁ…

ଟ୍ୱିଟ କରି ରଥ ଯାତ୍ରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ . - ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦୀ ରଥଯାତ୍ରାରେ ଶୁଭ କାମନ ଦେଇଛନ୍ତି । ଏହି ଟ୍ୱିଟରେ ସେ ଅହମ୍ମଦାବାଦରେ ଅନୁଷ୍ଠିତ ରଥଯାତ୍ରାର ଫଟୋ ଦେଇଛନ୍ତି । ଜଗନ୍ନାଥଙ୍କ ନିକଟରେ ସେ ସମସ୍ତଙ୍କର ସ୍ୱାସ୍ଥ୍ୟ , ସୁଖ ଓ ସମୃଦ୍ଧି କାମନା କରିଛନ୍ତି । Best wishes to everyone on…