Browsing Category

ଦେଶ-ବିଦେଶ

ଆନ୍ଧ୍ରପ୍ରଦେଶର ରାଜ୍ୟାପାଳ ଭାବେ ଦାୟୀତ୍ୱ ଗ୍ରହଣ କଲେ ବିଶ୍ୱଭୂଷଣ ହରିଚନ୍ଦନ

ହାଇଦ୍ରାବାଦ .- ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ବୁଧବାରରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟବିଚାରପତି ଜଷ୍ଟିସ୍‍ ସି.ପ୍ରବୀଣକୁମାର ତାଙ୍କୁ ଶପଥପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ…

ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ୍‍ ୨୦୧୯ ପାରିତ

ନୂଆଦିଲ୍ଲୀ .- ବୁଧବାରରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ୍‍ ୨୦୧୯  ଲୋକସଭାରେ ପାରିତ ହୋଇଛି । ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଲାଗି ଏଭଳି ଏକ କଠୋର ଆଇନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି । ଆତଙ୍କବାଦୀ ସହ ଜଡ଼ିତ…

ଜୁଲାଇ ୨୬ ବିଜୟ ଦିବସ

ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଇଥାଏ । ୧୯୯୯ ମସିହାରେ ଏହି ଦିନ ଭାରତୀୟ ଯବାନମାନେ କାରଗିଲ୍‌ ଦଖଲ କରିବା ସହ ପାକିସ୍ତାନର ଅନୁପ୍ରବେଶକୁ ବିଫଳ କରିଥିଲେ । ଏଥିପାଇଁ ଆମର ଅନେକ ଯବାନ୍‌ ସହିଦ୍‌ ହୋଇଥିଲେ । ଦେଶମାତୃକା ପାଇଁ ନିଜର ପ୍ରାଣ ବଳୀ ଦେଇଥିଲ । ସହି ବୀର…

ସରଜୁ ନଦୀ କୂଳରେ ପ୍ରତିଷ୍ଠା ହେବ ଭଗବାନ ଶ୍ରୀରାମଙ୍କ ବିଶାଳ ପ୍ରତିମୂର୍ତ୍ତି

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ ହେବ । ଏହି ମୂର୍ତ୍ତିର ଉଚ୍ଚତା ୨୦୦ ରୁ ୨୫୧ ମଟିର ହୋଇପାରେ । ଅଯୋଧ୍ୟାର ସରଜୁ ନଦୀ କୂଳରେ ୧୦୦ ଏକର ବିସ୍ତୃତ  ଜମିରେ ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତିକୁ…

ପୃଥିବୀର ସବୁଠାରୁ ଭୟଙ୍କର ସ୍ଥାନ କ’ଣ? ଦେଖନ୍ତୁ ଏହି ଭିଡିଓ

ବିଶ୍ୱରେ ଅନେକ ଭୟଙ୍କର ସ୍ଥାନ ରହିଛି । ଏଠାରେ କେତକ ସ୍ଥାନରେ ମଣିଷ ଏକ ସେକଣ୍ଡରୁ ଏକ ମିନିଟ ପର୍ଯ୍ୟନ୍ତ ବି ତିଷ୍ଠି ରହିପାରିବ ନାହିଁ । କେଉଁଠାରେ ଭୟଙ୍କର ଅଗ୍ନି ଉଦ୍‌ଗିରଣ ହେଉଛି ତ କେଉଁଠାରେ ଆର୍ସେନିକ ଭଳି ବିଷାକ୍ତ ଗ୍ୟାସରେ ଭର୍ତ୍ତି । ଏମିତି ମରୁଭୂମି ରହିଛି ଦିନରେ ଏଠାରେ ଖାଲି…

ପ୍ରଥମ ଥର ୨୪ ଘଣ୍ଟା ଭକ୍ତ କରିବେ ବାବାଙ୍କ ମେଢ ଦର୍ଶନ

ବାରାଣସୀ: କାଶୀ ବିଶ୍ୱନାଥ ମନ୍ଦିରରେ ଏଥର ପବିତ୍ର ଶ୍ରାବଣ ମାସରେ ଭକ୍ତଙ୍କୁ ୨୪ ଘଣ୍ଟା ବାବାଙ୍କ ମେଢ ଦେଖିବାକୁ ସୁଯୋଗ ମିଳିବ । ଶ୍ରାବଣ ମାସ ସାରା ଭକ୍ତ ଗର୍ଭଗୃହକୁ ଯାଇପାରିବେ ନାହିଁ । ବାବାଙ୍କୁ ଦୁଗ୍ଧାଭିଷେକ ଓ ଜଳାଭିଷେକ ପ୍ରବେଶ ଦ୍ୱାରରେ କରାଯିବ । ଏହା ପାଇପ ମାଧ୍ୟମରେ ବାବାଙ୍କ…

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‍, ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତ ଜିତିଲା ସ୍ୱର୍ଣ୍ଣ

କଟକ . - କଟକ ଜବାହରଲାଲ ଇନ୍‍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏକ ବିଂଶତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ୍‍ ଚମ୍ପିଆନ୍‍ସିପ୍‍ର ଦଳଗତ ମୁକାବିଲାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତ ସ୍ୱର୍ଣ୍ଣପଦକ ଜିତିଛି । ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣପଦକ ସହ ଟାଇଟଲ ବଜାୟ ରଖିଥିବାବେଳେ ପ୍ରଥମଥର ପାଇଁ…

ନକଲି ମୋବିଲ କାରଖାନାରେ ପ୍ରସ୍ତୁତ ହେଉଥିବା ଶହ ଶହ ଲିଟର ନକଲି ମୋବିଲ୍‌

ବାଲେଶ୍ୱର . - ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏକ ନକଲି ମୋବିଲ  କାରଖାନାରେ ପୁଲିସ ଚଢଉ କରିଛି । ଘଟଣାସ୍ଥଳରୁ ୧୨ଶହ ଲିଟର ନକଲି ଜ ବତ କରାଯାଇଛି । ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୟୁସୁବ ଖାନ୍‍ ଏବଂ ଇର୍ସବ ଖାନ୍‍ ଦୀର୍ଘ ୨୦ବର୍ଷ ଧରି ସେଠାରେ ଏହି ନକଲି…

ଶୁକ୍ରବାରର ମୁଖ୍ୟ ସମ୍ବାଦ

--ରାଜ୍ୟରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତି ସଂପର୍କରେ ଆସନ୍ତା ୨ଦିନ ମଧ୍ୟରେ ବିଧାନସଭାରେ ବିବୃତ୍ତି ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ। -- ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ - ରବିବାର ମତଦାନ -ସମ୍ବେଦନଶୀଳ ବୁଥ୍‍ରେ ବ୍ୟାପକ…

ରିପୋର୍ଟ: ୯ ବର୍ଷରେ ୧୬% ଏଚଆଇଭି ହ୍ରାସ

ଜେନିଭା: ୟୁଏନଏଡସ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, ବିଗତ ୯ ବର୍ଷ ମଧ୍ୟରେ ୧୬ ପ୍ରତିଶତ ଏଚଆଇଭି ହ୍ରାସ ପାଇଛି । ଦକ୍ଷିଣ ଏବଂ ପୂର୍ବ ଆଫ୍ରିକାରେ ସ୍ଥିର ପ୍ରଗତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ରିପୋର୍ଟରେ ଦାବି କରାଯାଇଛି । ଏହା ବ୍ୟତୀତ ୨୦୧୮ରେ…