ଜୁଲାଇ ୨୬ ବିଜୟ ଦିବସ

0 1,123

ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଇଥାଏ । ୧୯୯୯ ମସିହାରେ ଏହି ଦିନ ଭାରତୀୟ ଯବାନମାନେ କାରଗିଲ୍‌ ଦଖଲ କରିବା ସହ ପାକିସ୍ତାନର ଅନୁପ୍ରବେଶକୁ ବିଫଳ କରିଥିଲେ । ଏଥିପାଇଁ ଆମର ଅନେକ ଯବାନ୍‌ ସହିଦ୍‌ ହୋଇଥିଲେ । ଦେଶମାତୃକା ପାଇଁ ନିଜର ପ୍ରାଣ ବଳୀ ଦେଇଥିଲ ।
ସହି ବୀର ଯବାନଙ୍କ ଉଦେଶ୍ୟରେ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଇଥାଏ ।

୧୯୯୯ ମସିହାରେ ଆତଙ୍କବାଦୀଙ୍କ ସହ ମିଶି ପାକିସ୍ତାନର ସେନା କାରିଗିଲ୍‌, ଟାଇଗର ହିଲ୍‌ ପରି ଅଞ୍ଚଳରେ ଅନୁପ୍ରବେଶ କରିଥଲା । ଏହାର ସୂଚନା ମିଳିବା ପରେ ଭାରତର ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଦୀର୍ଘ ୬୦ ଦିନ ଧରି ଏହି ଯୁଦ୍ଧ ଲାଗିଥିଲା । ଭାରତୀୟ ସେନାର ବୀରତ୍ୱ ଆଗରେ ପାକିସ୍ତାର କୁଚକ୍ରି ସେନା ହାର ମାନିଥିଲା ।
ଜୟ ହିନ୍ଦ

Leave A Reply